Rani Panda କହିଲେ ଆଜିର Topic ପୁରା Hard | ଯିଏ ଶୁଣିବ ଶୁଣ ନହେଲେ କାନରେ ବିଣ୍ଡା ଦିଅ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାନୀ ପଣ୍ଡାଙ୍କୁ ପୁଣି ଥରେ ଦେଖିବାକୁ ମିଳିଛି ଏକ ବିବାଦୀୟ ଘଟଣା ମଧ୍ୟରେ ଯେଉଁ ଭିଡିଓ ରେ ସେ ଅନେକ ଅଶ୍ଳୀଳ ଢଙ୍ଗରେ ଲୋକଙ୍କୁ ଗାଳି କରିବା  ଦୃଶ୍ୟରେ ଦେଖିବାକୁ ମିଳିଛି ଯେଉଁଥିରେ ସେ ଜଡ଼ିତ ନ ଥାଇ ମଧ୍ୟ ଲୋକମାନେ  ତାଙ୍କୁ ସେହି ଘଟଣାରେ ସାମିଲ କରୁଛନ୍ତି, ଯାହାଦ୍ବାରା ରାନୀ ପଣ୍ଡା ଅତ୍ୟନ୍ତ ଊତ୍ୟକ୍ତ ହେଇପଡ଼ିଛନ୍ତି।ଏମିତି ଏକ ଘଟଣା  ଲୋକଙ୍କ ସାମ୍ନା କୁ ଆସିଛି ଯେଉଁଥିରେ  ରାନୀ ପଣ୍ଡା ଯିଏକି ଜଣେ ବିବାଦୀୟ ଅଭିନେତ୍ରୀ ନାମରେ ପରିଚିତ ସେ ଭିଡିଓ ରେ ତାଙ୍କୁ ଆକ୍ଷେପ କରି କୁହା ଯାଉଥିବା କଥାକୁ ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି।

 

ଏହି ଭଳି କିଛି ଘଟଣା ଘଟିଛି ରାନୀ ପଣ୍ଡାଙ୍କ ସହ , ଯେଉଁମାନେ ରାନୀ ପଣ୍ଡା ଙ୍କୁ ଆକ୍ଷେପ କରି କମେଣ୍ଟ କରିଥିଲେ ସେମାନଙ୍କୁ ଭିଡିଓ ମାଧ୍ୟମରେ ରାନୀ ପଣ୍ଡା ସେମାନଙ୍କ ମୁହଁ କୁ ବନ୍ଦ କରିଛନ୍ତି।ଏବେ ଯାତ୍ରା ଜଗତରେ ଆଲବମ୍ କ୍ୱିନ ଭାବରେ ଲୋକମାନେ ତାଙ୍କୁ ଦେଖିବାକୁ ଚାହାନ୍ତି,ଏବଂ ସେ ଆଲବମ୍ ସିଂ ରେ ହିଁ ରେକର୍ଡଡାଅନ୍ସ କରିଥାନ୍ତି ଆଉ ଲୋକମାନେ ମଧ୍ୟ ଦେଖିବାକୁ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଥାଏ।କିନ୍ତୁ ସେ ଏବେ ଯାତ୍ରା ରେ ଆଲବମ ଡାନ୍ସ ନ କରିବା ପରେ ମଧ୍ୟ ଲୋକମାନେ ତାଙ୍କୁ ଆକ୍ଷେପ କରିକହୁଛନ୍ତି କୁ ସେ ଜଣେ ବେଶ୍ୟା ଓ ସେ ଯାତ୍ରା ଜଗତ ର ପରିବେଶ ଙ୍କୁ ଖରାପ କରିଦେଉଛନ୍ତି।

 

କିନ୍ତୁ ରାନୀ ପଣ୍ଡାଙ୍କ କହିବା ମୁତାବକ ସେ ଦର୍ଶକ ମାନଙ୍କ କହିବା ସତ୍ତ୍ୱେ ସେ ଏହିଭଳି ନୃତ୍ୟ କୁ ଷ୍ଟେଜ ରେ ପରିବେଷଣ କରିଥାନ୍ତି ଏବଂ ଦର୍ଶକ ଙ୍କ ଠାରୁ ଭଲପାଇବା ପାଇଥାନ୍ତି।କିନ୍ତୁ ବର୍ତ୍ତମାନ ସମୟରେ ଯାତ୍ରା ରେ ଯେଉଁ ନେକଡ ଡାନ୍ସ ହେଉଛି ସେଥିରେ ରାନୀ ପଣ୍ଡାଙ୍କ ସହ କିଛି ସମ୍ପର୍କ ନଥିଲେ ମଧ୍ୟ ସେଠାକୁ ରାନୀ ପଣ୍ଡା ଙ୍କୁ ଆକ୍ଷେପ କରି କୁହା ଯାଉଚି।ଏହାର ପ୍ରତିବଦଳରେ ରାନୀ ପଣ୍ଡା ଏହାର ଠିକ୍ ଜବାବ ଦେଇଛନ୍ତି ଯାହାକି ଏତେ ଅଶ୍ଳୀଳ ଯାହାକି ସେମାନେ କଳନା କରି ନଥିବେ।ମୁଁ ମରିବି, ଗୋଟା ଗୋଟା ହାଣି ଝାରପଡ଼ା ଜେଲ୍ ଯିବି ବୋଲି ରାନୀ ପଣ୍ଡା କହିଛନ୍ତି।

 

ରାନୀ ପଣ୍ଡା ସେମାନଙ୍କୁ ସମାଲୋଚନା କରିବା ସହ ସେମାନଙ୍କୁ କହିଛନ୍ତି କୁ ସେମାନେ ରାନୀ ଙ୍କ ସହ ରାତ୍ରି ଯାପନ କରିଛନ୍ତି ଏଵଂ ତାଙ୍କ ଶରୀରର ସମସ୍ତ ଜାଗାକୁ ଦେଖିଛନ୍ତି ଏହିଭଳି ଆହୁରି ଅନେକ କଥା କହିଛନ୍ତି ରାନୀ ପଣ୍ଡା।ତେବେ ରାନୀ ପଣ୍ଡା କହିଛନ୍ତି ଯେ ତାଙ୍କ ପାଖରେ ଯେଉଁ ଟାଲେଣ୍ଟ, କ୍ୱାଲିଟି ଅଛି ଯେତେ ଯିଏ ଆସିଲେ ବି ତାଙ୍କ ସହ ସମାନ ହେଇ ପାରିବେ ନାହିଁ।ସେ କହିଛନ୍ତି କୁ ଏସବୁ କଥାରେ ତାଙ୍କର କିଛି ବି ସମ୍ପର୍କ ନାହିଁ ସେଥିପାଇଁ ସେ ସମସ୍ତଙ୍କୁ କହିଛନ୍ତି ଯେ କେହି ତାଙ୍କୁ ଏସବୁ କଥାରେ ତାଙ୍କୁ ଜଡ଼ିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ନହେଲେ ରାନୀ ପଣ୍ଡା କେତେ ତଳକୁ ଖସି ଯାଇପାରେ  ସେ ପରବର୍ତ୍ତୀ ଭିଡିଓ ମାଧ୍ୟମରେ ଜଣାଇଦେବେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *