ସମାଜସେବୀ ମଧୁମିତା ରଥ ରାନୀଙ୍କ ଡ୍ୟାନ୍ସକୁ ନେଇ କହିଲେ – ଗରିବ ମାଈପ ସମସ୍ତଙ୍କର ଶାଳୀ – ଦେଖନ୍ତୁ ଭିଡିଓ

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଯାତ୍ରା ଜଗତରେ ରାନୀ ପ୍ରିୟଦର୍ଶିନୀ ଙ୍କ ନାଚ କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି । ରାନୀ ଙ୍କ ନାଚ ଭିଡ଼ିଓ ମଧ୍ୟ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ସମାଜସେବୀ ମଧୁମିତା ରଥ କଣ ସବୁ କହିଛନ୍ତି, ଆସନ୍ତୁ ଜାଣିବା ।

 

ସମାଜସେବୀ ମଧୁମିତା ରଥ ଏହା କହିଛନ୍ତି ଯେ , ଆଗରୁ ଯେତେବେଳେ ଯାତ୍ରା ହେଉଥିଲା ସେତେବେଳେ ଏମିତି ନାଚ ହେଉ ନଥିଲା ,ସେତେବେଳେ କମେଡି ଆଉ ଗ୍ରୁପ ନାଚ ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ଯାତ୍ରାର ପ୍ରୋଜୋଜକ ଓ ଡାଇରେକ୍ଟର୍ ମାନେ ନାଚ ପାଇଁ ଯେଉଁ ଭଳି ଡ୍ରେସ୍ ଦେଉଛନ୍ତି ପିନ୍ଧିବାକୁ ତାହା ସମାଜ କୁ ଆଦୌ ଭଲ ଲାଗୁ ନାହିଁ । ଚପଲ ଫୋପାଡି ଥିବା ମହିଳା ଙ୍କ ପାଖରେ ଛୋଟ ପିଲା ଥିଲେ ଓ ତାଙ୍କ ପରିବାର ଥିଲେ ।

 

ଆଉ ଯେତେବେଳେ ସେହି ମହିଳା ଜଣକ ଏହି ଅ-ଶ୍ଳୀ-ଳ ନାଚ କୁ ଦେଖିଲେ ସେତେବେଳେ ତାଙ୍କୁ ବହୁତ ଖରାପ ଲାଗିଲା । ଆଉ ଏହାପରେ ସେହି ମହିଳା ଜଣକ ନିଜ ସ୍ଥାନରୁ ଉଠି ଚପଲ ଫୋପାଡି ଥିଲେ ଏବଂ ଷ୍ଟେଜ ଉପରକୁ ଯାଇ ବିରୋଧ କରିଥିଲେ ।ଏହାପରେ ସେହି ମହିଳା ଜଣକ ଷ୍ଟେଜ ଉପରକୁ ଯାଇ କହିଥିଲେ , କଣ ପାଇଁ ଏଭଳି ନୃତ୍ୟ ପରିବେଷଣ କରୁଛ ।ତେବେ ଷ୍ଟେଜ ଉପରେ ନାଚୁଥିବା ରାନୀ ପ୍ରିୟଦର୍ଶିନୀ ଏହା କହିଛନ୍ତି ଯେ,ମୁଁ ହେଉଛି ଗୋଟେ ଗରିବ ଘରର ଝିଅ। 

 

ଏମିତି ନାଚିଲେ ଯାହା ପଇସା ମିଳେ ସେଥିରେ ମୁଁ ଚଳେ । ତେବେ ଚଳିବା ପାଇଁ କେବଳ ଏମିତି ଡ୍ରେସ୍ ପିନ୍ଧିବାକୁ ପଡ଼ିଥାଏ ,ତାହା ତ ନୁହେଁ ନା । ଆଜିକାଲି ତ ଅନେକ ଗୁଡ଼ିଏ ସୁବିଧା ହେଇଗଲାଣି । ଆଜିକାଲି ଏମିତି ଅନେକ କାମ ର ସୁବିଧା ମିଳି ଯାଉଛି ଯାହାକି ଝିଅ ମାନେ ବି କରି ପାରିବେ । ଟଙ୍କା ରୋଜଗାର କରିବାକୁ ଅନେକ ପ୍ରକାରର ମାର୍ଗ ଅଛି । କିନ୍ତୁ ଟଙ୍କା ପାଇବା ଆଶାରେ ଏମିତି ଖରାପ ଡ୍ରେସ୍ ପିନ୍ଧିବାଟା ଠିକ୍ ନୁହେଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *