ମାଡି ଆସୁଛି ଭୟଙ୍କର ମହାବିପଦ । ଜାଣନ୍ତୁ କଣ ଏହି ମହାବିପଦ… Share କରି ଜଣେଇ ଦିଅ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସୁଚି ମ-ହା-ବି-ଦ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସାମ୍ନା କୁ ଆସିଚି ଚି-ନ୍ତା-ଜ-ନ-କ ଖବର । କୂଳ ଲଙ୍ଘିବାକୁ ବସିଲାଣି ସମୁଦ୍ର। ଏହା ଏବେ ସେଠାକାର ବାସିନ୍ଦା ଙ୍କ ର ଚିନ୍ତାର କାରଣ ପାଲଟିଛି ।ବଢୁଛି ସମୁଦ୍ର ପତନ ନି-ଶ-ଦ୍ଧ ହୋଇ ମାଡ଼ି ଆସୁଚି ଜଳ ପ୍ର-ଳ-ୟ। ସମୁଦ୍ର ଗର୍ଭ ରେ ଲୀନ ହେବାକୁ ଯାଉଛନ୍ତି କିଛି ସହର । ଅନୁମାନ କରି ହେଉନି 10 ବର୍ଷ ଭିତରେ ଏପରି ବି-ପ-ଦ ସମୟ କେବେ ଆସିବା ବୋଲି। ଆବେ ଠୁ 2030 ମଧ୍ୟ ରେ ପାଣି ପାଗ ର ହେବ କୁ ଯାଉଛି ଆଶ୍ଚର୍ୟ୍ଯ କର ପରିବର୍ତ୍ତନ । ଦୃତଗତି ରେ ହେଉଥିବା ପ୍ର-ଦୂ-ଷ-ଣ କୁ ରୋକା ନ ଗଲେ  ଏହି ପରି ପରିସ୍ଥିତି ର ସାମ୍ନା କରିବ ସାରା ବିଶ୍ଵ। 

               

ଆଉ ଏହି ପରିସ୍ଥିତିରେ ବୁଡି ଯିବ 9 ଟି ସହର ।  କ୍ଲାଇମେଟ ବିଭାଗ ପକ୍ଷରୁ ମିଳିଛି ଏହି ପରି ସ-ତ-ର୍କ ବାଣୀ । ଆଉ କହିଛନ୍ତି ପାଣିପାଗ ର ଏହିପରି ପରିବର୍ତ୍ତନ ରେ ବୁଡିଯିବ 9ଟି ସହର । ଏହି 9 ସହର କୁ ମାନଚିତ୍ର ରେ ଚିହ୍ନଟ କରିଛନ୍ତି କ୍ଲାଏମେଣ୍ଟ ବିଭାଗ । ସମୁଦ୍ର  ଭିତରେ ଲୀନ ହେବ କୁ ଯାଉଥିବା ସହର ମାନଙ୍କ ଭିତରେ ରହିଛି କୋଲକାତା ସହର । 

 

କ୍ଲାଏମେଟ୍ ସେଣ୍ଟ୍ରାଲ ପକ୍ଷ ରୁ ଜଣ ପଢ଼ିଛି କି କୋଲକାତା ର ଅନେକ ଛୋଟ ଛୋଟ ଜାଗା ସମୁଦ୍ର ପାଣି ରେ ଲୀ-ନ ହେବା କୁ ଯାଉଛି ।ମୌସୁମୀ ଜଳ ପ୍ରଭାହା ପାଇ ଆଉ ଅଳ୍ପ ଭୂଭାଗ ରହିବ। ସମୁଦ୍ର ରେ ଥିବା ଲୀ-ନ ହେବା କୁ ଯାଉଥିବା ସହର ମଧ୍ୟ ରେ ରହିଛି ଆମର୍ତନ୍ଧମ୍।  ସମୁଦ୍ର ପତନ ବଢ଼ିଲେ ଜଳ ସମାଧି ରେ ଲୀନ ହେବା ଆମର୍ତନ୍ଧମ୍ । ଆଗାମୀ ଦିନ ରେ ଢଚ ମାନକୁ ନିଜ ର ଜଳ ମୁକାବିଲା ର ବ୍ୟବସ୍ଥା କରିବାକୁ ହେବ। 

 

ସମୁଦ୍ର ଗର୍ଭ ରେ ଲୀନ ହେବା କୁ ଯାଉଛି ଇରାକ ର ବନ୍ଧର ସହର ବ୍ରସ। ସାତ୍-ଅଲ୍ ଆରବ ନଦୀ ର ଅବବାହିକା ରେ ଅବସ୍ଥିତ ଏହି ସହର ।ସମୁଦ୍ର ପତନ ବଢ଼ିଲେ ବର୍ଷା ବଢିଯିବ । ଏହାପରେ ରହିଛି ନୂୟୁ ଅର୍ଲିୟନ୍ସ ସହର କୁ ତିନୋଟି ହ୍ରଦ ରୁ ସୁ-ର-କ୍ଷା ଦେଉଛି ତଟବନ୍ଧ । ସମୁଦ୍ର ପତନ ବଢ଼ିଲେ ଆଉ କାମ କରିବନି ଏହି ଶୂନ୍ୟବାଣୀ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *