ନବୀନଙ୍କୁ ଏମିତି କହିଲେ ହିରୋଇନ ବର୍ଷା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନବୀନଙ୍କୁ ଏମିତି କହିଲେ ହିରୋଇନ ବର୍ଷା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବିଜେଡି ତରଫରୁ ପ୍ରଚାର ପାଇଁ ଆସିଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଥିବା ଭଲପାଇବା ଓ ଲୋକମାନଙ୍କର ଥିବା ବିଶ୍ୱାସ ବିଷୟରେ ମିଡିଆଙ୍କ ଆଗରେ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଏଵଂ ତାଙ୍କୁ ଦେଖିବା ପାଇଁ ସେଠାରେ ଅନେକ ଜନ ଗହଳି ମଧ୍ୟ ହୋଇଥିଲା ଏବଂ ସେ ମୁଖ୍ୟମନ୍ତ୍ରୀ ଙ୍କ  ଦ୍ଵାରା ନିଆଯାଇଥିବା ପଦକ୍ଷେପ କୁ ସମର୍ଥନ କରିଛନ୍ତି ଆଉ କହିଛନ୍ତି ଯେ ଜଣେ ନାରୀ ଉପରେ ସେ ଭରଷା କରିଛନ୍ତି,ଏହି ବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବର୍ତମାନ ସମୟରେ ଭଦ୍ରକ ଜିଲ୍ଲାରେ ଧାମନଗର ରେ ଇଲେକ୍ସନର ସମୟ ଯେଉଁଠିକୁ ଆମ ପ୍ରିୟର ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରଚାର କାର୍ଯ ସମ୍ପାଦନା କରିବା ପାଇଁ ଆସୁଛନ୍ତି।

ଏବେ ଏହି ଇଲେକ୍ସନ ଏକ ଜୋରଦାର ପରିଣତି ର ମୋଡ଼ ନେଉଛି ଯେଉଁ ବିଜେଡି, ବିଜେପି ଓ କଂଗ୍ରେସ ନେତାମାନଙ୍କ ମଧ୍ୟରେ ମତଭେଦ ସହ ଇଲେକ୍ସନ ରେ ବିଜୟୀ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିବା ପାଇଁ ଆଶା ପୋଷଣ କରୁଛନ୍ତି।ଏବେ ଭଦ୍ରକ ର ଧାମନଗରରେ ଇଲେକ୍ସନ ହେଉଛି ଯେଉଁଠିକୁ ଅଭିନେତା ଅଭିନେତ୍ରୀ ମାନେ ଆସିଛନ୍ତି କୌଣସି ପାଟି ତରଫରୁ ପ୍ରଚାର ପ୍ରସାର କରିବାପାଇଁ।ଆଜି ଧାମନଗର ଅଂଚଳରେ ଦେଖିବାକୁ ମିଳିଛି ଯିଏକି ବିଜେଡି ତରଫରୁ ପ୍ରଚାର କାର୍ଯ୍ୟ ସମ୍ପାଦନା କରିବା ପାଇଁ ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଯିଏ କି ଓଡ଼ିଆ ସିନେ ଜଗତର ଏକ ଭଲ ଅଭିନେତ୍ରୀ ଭାବେ ଜଣାଯାଏ।

ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ତାଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ  ପାଇଁ ବିପୁଳ ଜନ ସମର୍ଥନ ଓ ପ୍ରଚୁର ଭଲ ପାଇବା ଅଛି ଏହା ଜନ ଯାଉଛି ଯେ ଆଉଥରେ ଧାମନଗର ରେ ବିଜେଡି ହିଁ ଜିତିବ ।ମିଡିଆ ପଚରାଯାଇଥିବା ପ୍ରଶ୍ନ ପ୍ରତିକ୍ରିୟାରେ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି,ଆଉ କହିଛନ୍ତି ଯେ ଜଣେ ନାରୀ ଚାହିଁଲେ ସେ ଘର,ରାଜ୍ୟ,ଦେଶାଆଦିକୁ ଭଲଭାବରେ ଗଢ଼ିପାରିବ।

ଆଉ ବର୍ଷା  ପ୍ରିୟଦର୍ଶିନୀ କହିଛନ୍ତି ଯେ ବିଜେଡ଼ି ସର୍ବଦା ସମସ୍ତଙ୍କ ପାଇଁ ଭଲ କାର୍ଯ୍ୟ କରିଆସୁଛି ଯାହାଦ୍ଵାରା ବିଜେଡ଼ି ଉପରେ ସମସ୍ତଙ୍କର ବିଶ୍ୱାସ ଓ ଭରଷା ରହିଛି ଏବଂ ବିଜେଡ଼ି ହିଁ ଜିତିବ ବୋଲି ଆସପୋଷଣ କରିଛନ୍ତି।ସେ କହିଛନ୍ତି ଯେ ଧାମନଗର ରେ ବିଜେଡି ତରଫରୁ ଯେଉଁ ମହିଳାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଛିଛନ୍ତି ସେଥିପାଇଁ ସେ ମହିଳା ସମାଜ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କର ଜଣେ ବଡ଼ ଫ୍ୟାନ୍ ଏବଂ ସେ ସର୍ବଦା ମୁଖ୍ୟମନ୍ତ୍ରୀଙ୍କ କଥାକୁ ସମର୍ଥନ ଜଣାଇଥାନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *