ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏମିତି ପ୍ରେମ କେଉଁଠାରେ ଭି ଦେଖି ନଥିବେ । ଖବର ଟି ପୂରା ପଢ଼ିଲେ ଜାଣି ପାରିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ । ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି । ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼ ଶକ୍ତି ନାହିଁ।
ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନି-ଶା ରେ ପୁରା ମଜଦୂର ହୋଇ ଥାଆନ୍ତି । ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।ମଣିଷ ଆଜି କାଲି କେବଳ ଧୋ-କା ଓ ଛ-ଳ-ନା ଶିଖିଛି ।
ଏଠିକାର ଯୁବ ପିଢ଼ି ମାନେ ପ୍ରେମ କରୁଛନ୍ତି ଓ ପ୍ରେମ ପଛରେ ରହିଛି କେବଳ ଛ-ଳ-ନା । ଲ-ଭ , ସେ-କ୍ସ ଓ ଧୋ-କା ଛଡ଼ା ଆଉ କିଛି ଭି ଏବେ କା ଲୋକେ ଜାଣି ନାହାନ୍ତି । ଆଜି ରାତି ର ଲୋକେ କେବଳ ଗୋଟିଏ କଥା ବୁଝିଛନ୍ତି ରାତ୍ ଗଈ ବାତ୍ ଗୟ । ଆଜି କାଲି ର ପ୍ରେମ ସହେ ରୁ ଅନେଶତ ଭାଗ ଲୋକ ଅନଲାଇନ ରେ କରୁଛନ୍ତି । ଯାହା ଉପରେ କିଛି ବିଶ୍ୱାସ ନାହିଁ । ଏହି ଅନଲାଇନ ରେ ଯେ କେତେ ପରିମାଣ ର ଠ-କେ-ଇ ହେଉଛି ତାହା କଳନା କରା ଯାଇ ପାରିବ ନାହିଁ । ଆଜି କାଲି ର ଝିଅ ପୁଅ ଙ୍କ ପ୍ରେମ ତାର ମନ ଦେଖି ହେଉନାହିଁ।
କେବଳ କା-ମ-ନା ଓ ବା-ସ-ନା ରହୁଛି । ସତରେ ଆଜି କାଲି ର ଦୁନିଆ ଛ-ଳ-ନା ହୋଇ ଗଲାଣି । ଏଠି କେହି ମଣିଷ କାହା ଉପରେ ବିଶ୍ୱାସ କରିବା ଉଚିତ୍ ନୁହଁ ।ତେବେ ପ୍ରକୃତ ଘଟଣା ହେଉଛି କି ଜଣେ ଯୁବତୀ ଗୋଟିଏ ଗାଁ ର ଶେଷ ମୁଣ୍ଡ ରେ ଗୋଟିଏ ବିରାଟ ଗଛ ମୂଳ ରେ ଜଣେ ଯୁବତୀ ଟେ ବସିଥିଲେ ଓ ସେ ନିଜ ବ୍ୟାଗ୍ କୁ ଧରି ବସିଥିଲେ । ବହୁତ୍ ସମୟ ଧରି ବସିଥିବାର ଦେଖିବା ପରେ ଗାଁ ଲୋକେ ଆସି ଝିଅ ଟିକୁ ଏତେ ସମୟ ଧରି ସେହିଠାରେ ବସି ରହିଥିବାର କାରଣ ପଚାରିବାରୁ ସେ କହିଥିଲେ ମୁ ମୋ ପ୍ରେମିକ ଆସିବା କୁ ଅପେକ୍ଷା କରିଛି ସେ ଆସିଲେ ମୁ ଏହି ଠାରୁ ଯିବି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।