ଆମେ ଝିଅ ମାନେ ଦାରୁ ବୋତଲ ତୁମେ ଢ଼କ ଢକ କରି ପିଇବ – ଯୁବତୀ ; ଦେଖନ୍ତୁ ଭିଡ଼ିଓ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆମେ ଝିଅ ମାନେ ଦାରୁ ବୋତଲ ତୁମେ ଢ଼କ ଢକ କରି ପିଇବ ।ତେବେ ଯୁବତୀ ଜଣକ କାହିଁକି ଏମିତି କହିଲେ ,ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବର୍ତ୍ତମାନ ସମୟ ରେ ଛୋଟ ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡିତ ଅଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ,ଭିଡ଼ିଓ ,ଅଡିଓ ତଥା କିଛି ଖବର ବିଷୟରେ ଜାଣିବାକୁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

ଭାଇରାଲ ହେଉଥିବା ଭିଡିଓ ରେ ଏହା ଦେଖିବାକୁ ମିଳିଛି ଯେ , ଜଣେ ଯୁବକ ଓ ଯୁବତୀ ପ୍ରେମ ସମ୍ପର୍କୀୟ କିଛି କଥାବାର୍ତ୍ତା ହୋଇଛନ୍ତି । ନିକଟରେ କାଳୀ ପୂଜା ସରିଛି ।ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କାଳୀ ପୂଜା ରେ ଅନେକ ପୂଜା କମିଟି ତରଫ ରୁ କିଛି ପ୍ରୋଗ୍ରାମ ର ଆୟୋଜନ କରା ଯାଇଥାଏ। ତେବେ ସବୁ ପୂଜା କମିଟି ଏମିତି ପ୍ରୋଗ୍ରାମ ଆୟୋଜନ କରି ନଥାନ୍ତି କିନ୍ତୁ କିଛି କିଛି କମିଟି ପ୍ରୋଗ୍ରାମ ଆୟୋଜନ କରିଥାନ୍ତି ।

 

ଆଉ ବର୍ତ୍ତମାନ ସମୟରେ ତ କାଳୀ ପୂଜା ବେଳେ ଅନେକ ସ୍ଥାନରେ ପ୍ରୋଗ୍ରାମ କରା ଯାଉଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଟି ହେଉଛି ଯାଜପୁର ଜିଲ୍ଲାର । ତେବେ କାଳୀ ପୂଜା ଅବସରରେ ପୂଜା କମିଟି ତରଫ ରୁ ଆୟୋଜିତ ହୋଇଥିବା ଏକ ପ୍ରୋଗ୍ରାମ ରେ ଯୁବକ ଓ ଯୁବତୀ ପ୍ରେମ ସମ୍ପର୍କୀୟ କିଛି କଥାବାର୍ତ୍ତା ହୋଇଛନ୍ତି । ତେବେ ସେହି ମେଲୋଡି ରେ ସେ ଦୁହେଁ ପରସ୍ପର ସହ କଥା ହେଉଥିବା ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।ତେବେ ଆପଣ ଏହି ଭିଡ଼ିଓ କୁ ଦେଖନ୍ତୁ ଜାଣି ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *