ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସ୍କୁଲରେ ପିଲା ମାନଙ୍କ ଆଗରେ ଡ୍ୟାନ୍ସ କରୁଛନ୍ତି ଶିକ୍ଷୟିତ୍ରୀ । ତେବେ ସେହି ଶିକ୍ଷୟିତ୍ରୀ ଜଣକ କାହିଁକି ନାଚୁଛନ୍ତି , ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଖବର ନେଇ ଆସିଛୁ, ଯାହାକି ଆପଣ ମାନେ ଜାଣିବା ନିହାତି ଆବଶ୍ୟକ ।ବନ୍ଧୁଗଣ ବର୍ତ୍ତମାନ ଗୋଟେ ସ୍କୁଲ ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ। ଆଉ ଜାଣିବା ପରେ ଆପଣ ବି କହିବେ ଶିକ୍ଷୟିତ୍ରୀ ହେବ ତ ଏମିତି ।
ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ,ଆଜିର ସମୟରେ ଆଉ ପୂର୍ବ ଭଳି ପାଠପଢା ଶୈଳୀ ନାହିଁ । ପୂର୍ବ ରୁ ପିଲାଙ୍କୁ ମାଡ ଦିଆଯାଇ ପାଠ ପଢା ଯାଉଥିଲା କିନ୍ତୁ ଏବେ ପିଲା ମାନଙ୍କ ସହ ଗୀତ ଗାଇ ପିଲା ମାନଙ୍କୁ ପାଠ ପଢାଇବାକୁ ପଡ଼ୁଛି । ତେବେ ନବରଙ୍ଗପୁର ଜିଲ୍ଲା ର ଡାଙ୍କ ପାଟଣା ସ୍କୁଲ ରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ତେବେ ସେହି ସ୍କୁଲ ର ଶିକ୍ଷୟିତ୍ରୀ ଜଣକ ନାଚ ଗୀତ ଗାଇ ମନୋରଂଜନ ମାଧ୍ୟମ ରେ ପିଲା ମାନଙ୍କ ମନରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।
ତେବେ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଙ୍କ ପ୍ରତି ଯେମିତି ପିଲା ମାନଂକ ମନରେ ଡର ନ ରହୁ , ଏଥିପାଇଁ ଏଭଳି ଏକ କାର୍ଯ୍ୟକ୍ରମ କରି ପିଲା ମାନଙ୍କୁ ଭଲ ଭାବରେ ପାଠ ପଢା ଯାଉଛି । ତେବେ ବନ୍ଧୁଗଣ ପିଲା ମାନଂକୁ ଏଭଳି ମାଧ୍ୟମ ରେ ପାଠ ପଢ଼ାଇବା କେତେ ପରିମାଣରେ ଠିକ୍ ,ଆପଣ ମାନେ କମେଣ୍ଟ ମାଧ୍ୟମ ରେ ଜଣାଇବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।