ଏହି ୪ ରାଶି ରେ ବୃହସ୍ପତି, ନଭେମ୍ବର ମାସରେ ମାଲାମାଲ – ଜାଣନ୍ତୁ ।

 

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ , ଗ୍ରହ ମାନଙ୍କ ସ୍ଥାନ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ସିଧାସଳଖ ରାଶି ମାନଙ୍କ ଉପରେ ପଡ଼ିଥାଏ । ତେବେ ଗ୍ରହ ମାନଙ୍କ ସ୍ଥାନ ପରିବର୍ତ୍ତନ ଯୋଗୁଁ କିଛି ରାଶି ପାଇଁ ଶୁଭ ହେଉଥିବା ବେଳେ ଆଉ କିଛି ପାଇଁ ଅଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ରାଶି ର ବ୍ୟକ୍ତି ମାନେ ମାଲାମାଲ ହେବାକୁ ଯାଉଛନ୍ତି ।

 

ବୃଷ ରାଶି :- ଏହି ରାଶି ପାଇଁ ବୃହସ୍ପତି ଅଷ୍ଟମ ଏବଂ ଏକାଦଶ ଘରର ପ୍ରଭୁ ଅଟନ୍ତି । କର୍ମ କ୍ଷେତ୍ରରେ ଏମାନେ ଭଲ ପ୍ରଦର୍ଶନ କରିବେ । ତେବେ ଏହି ସମୟ ରେ ଆପଣ ନିଜର ସହକର୍ମୀ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ବ୍ୟବସାୟୀ ମାନଂକୁ ସେମାନଙ୍କ ବ୍ୟବସାୟ ରେ  ବହୁତ ଲାଭ ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । କ୍ୟାରିୟରରେ ଭଲ ସୁଯୋଗ ମିଳିପାରେ ।

 

କର୍କଟ ରାଶି :- ଏହି ରାଶି ପାଇଁ ବୃହସ୍ପତି ଷଷ୍ଠ ଏବଂ ନବମ ଘରର ପ୍ରଭୁ ଅଟନ୍ତି । ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭବାନ ହେବେ । କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ ଆପଣଙ୍କ ପାଇଁ ଲାଭ ଦାୟକ ହୋଇପାରେ । ଆପଣଙ୍କ ପ୍ରେମ ସ-ମ୍ପ-ର୍କ ସୁଦୃଢ଼ ହୋଇପାରେ । ବିଦ୍ୟାର୍ଥୀ ମାନେ ସେମାନଙ୍କ କ୍ୟାରିଅର୍ ରେ ସଫଳତା ହାସଲ କରିବେ ।

 

କନ୍ୟା ରାଶି : କନ୍ୟା ରାଶି ପାଇଁ ବୃହସ୍ପତି ଚତୁର୍ଥ ଏବଂ ସପ୍ତମ ଘରର ପ୍ରଭୁ ଅଟନ୍ତି । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ବେଶ୍ ଅନୁକୂଳ ରହିବ । ଆପଣଙ୍କ ବ୍ୟବସାୟ ବହୁତ୍ ବିସ୍ତାର ହୋଇପାରେ ଏବଂ ବହୁତ ଲାଭ ମଧ୍ୟ ମିଳିପାରେ। ପାରିବାର ରେ ଖୁସି ର ବାତାବରଣ ରହିବ ।

 

ବିଛା ରାଶି :- ବିଛା ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦ୍ୱିତୀୟ ଏବଂ ପଞ୍ଚମ ଘରର ପ୍ରଭୁ ଅଟନ୍ତି । ଚାକିରି ତଥା ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଟି ବେଶ୍ ଭଲ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଧନ ଜନିତ କୌଣସି ଅସୁବିଧା ହେବ ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *