ବାବୁଶାନ୍ ନିଜର ଓ ପ୍ରକୃତି ମିଶ୍ରଙ୍କୁ ନେଇ ହୋଇଥିବା ବିବାଦ କୁ ନେଇ ନିଜର ମନ୍ତବ୍ୟ ରଖିଲେ। କ’ଣ କହିଲେ ଆସନ୍ତୁ ଜାଣିବା।

 

           

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାବୁଶାନ୍ ନିଜର ଓ ପ୍ରକୃତି ମିଶ୍ରଙ୍କୁ ନେଇ ହୋଇଥିବା ବିବାଦ କୁ ନେଇ ନିଜର ମନ୍ତବ୍ୟ ରଖିଲେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

“ମଣିଷ ମାତ୍ରକେ ଭୁଲ୍”ଏହି କଥା ଟି ଆପଣ ମାନେ ଜାଣିଥିବେ ତ।ତେବେ ସେହି ଭୁଲ୍ କୁ ବୁଝି ତାହାକୁ ଠିକ୍ କରିବା ହେଉଛି ମଣିଷ ର କାମ।ଏମିତି କରିଲେ ହି ମଣିଷ ଏକ ସୁସ୍ଥ ଜୀବନ ଯାପନ କରିଥାଏ।ତେବେ ସାଧାରଣ ମଣିଷ ମାନେ ଭୁଲ୍ କରିଲେ ତାହା ବେଳେ ବେଳେ ଲୋକ ଲୋଚନ କୁ ଆସେ ନାହିଁ।କିନ୍ତୁ ଯଦି କଳାକାର,ନେତା,ନେତ୍ରୀ କିମ୍ବା କେହି ବଡ଼ ବଡ଼ ବ୍ୟକ୍ତି ଯେଉଁମାନଙ୍କ କାମ ସବୁବେଳେ ଲୋକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

 

ସେମାନେ ଯଦି କିଛି ଭୁଲ୍ କରନ୍ତି ତେବେ ସେମାନେ ବିବାଦରେ ଛନ୍ଦି ଯାଆନ୍ତି।ଏମିତି କିଛି ବିବାଦ ରେ ଛନ୍ଦି ଯାଇଥିଲେ ଓଡ଼ିଆ ଅଭିନେତା ବାବୁଶାନ୍ ମହାନ୍ତି ଓ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର।ବିବାଦ ଟି ଥିଲା  ବାବୁଶାନ୍ ନିଜ ପତ୍ନୀ ତୃପ୍ତି ଙ୍କୁ ଧୋକା ଦେଇ ପ୍ରକୃତି ଙ୍କ ସହ ରିଲେସନ୍ ରେ ଥିଲେ ବୋଲି ଏବଂ ଥରେ ତୃପ୍ତି ଏ ଦୁହିଁଙ୍କୁ ଥରେ ଏକ ସହ ଯାଉଥିବା ସମୟରେ ଧରିଥିଲେ। ତେବେ ଏହି କଥା ରେ ନିଜ ମତ ରଖିଛନ୍ତି ବାବୁଶାନ୍।

 

ସେ କହିଛନ୍ତି ଯେ ଏଇ ଯୋଉ ଘଟଣା ଟି ହେଲା ସେଥି ପାଇଁ ସେ କାହାରିକୁ ଦାୟୀ କରୁନାହାନ୍ତି।ଯାହା ବି ହୋଇଛି ପରିସ୍ଥିତି ସେଭଳି ଥିଲା ବୋଲି ହୋଇଛି।ସବୁଠୁ ବଡ଼ ଜିନିଷ ହେଉଛି ପରିବାର। ସେତେବେଳେ ସେମିତି କିଛି ଭୁଲ୍ ବୁଝା ମଣା ହୋଇଥିଲା ବୋଲି ଏମିତି ହେଲା।ସେ  ଆହୁରି କହିଛନ୍ତି ଯେ ସେ ନିଜକୁ ସାଧାରଣ ମଣିଷ ବୋଲି ଭାବନ୍ତି।ସେ ରିଲ୍  ଲାଇଫ୍ ରେ ହିରୋ ରିଅଲ ଲାଇଫ ହିରୋ ନୁହନ୍ତି।

 

ରିଅଲ ଲାଇଫ ହିରୋ ତ ସବୁ ଡକ୍ଟର୍, ଆର୍ମୀ ଅଫିସର୍, ପୋଲିସ୍ ଏଇ ମାନେ ସବୁ।ତେବେ ସେ ବେଳେବେଳେ ଭୁଲିଯାଆନ୍ତି ଯେ ତାଙ୍କର କାମ ବି ଲୋକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି।ତେବେ ସେତେବେଳେ ଯାହା ହୋଇଥିଲା ଭୁଲ୍ ହୋଇଥିଲା ଓ ସେଥିରୁ ସେ ତାକୁ ସୁଧାରିଛନ୍ତି।ଏବେ ସମାଧାନ ହୋଇ ଠିକ୍ ଠାକ୍ ଅଛି ସବୁ।ଆଉ ତାଙ୍କ ମାଆ ଓ ସ୍ତ୍ରୀ ହେଉଛନ୍ତି ତାଙ୍କର ଶକ୍ତି ବୋଲି କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *