ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚିକିତ୍ସାଧୀନ ଅବସ୍ଥା ରେ ପ୍ରସିଦ୍ଧ ଟେଲିଭିଜନ ଅଭିନେତ୍ରୀ ସୋନାଲି ଚକ୍ରବର୍ତ୍ତୀ ଙ୍କ ଦେ-ହା-ନ୍ତ ହୋଇଛି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏ ପୃଥିବୀରେ ଯିଏ ବି ଜନ୍ମ ନିଏ ତା’ର ମୃ-ତ୍ୟୁ ନିଶ୍ଚିତ। ସମସ୍ତେ ଜନ୍ମ ନେଇଥାନ୍ତି ପୃଥିବୀ ରୂପୀ ମଞ୍ଚ ରେ ନିଜ ର ଅଭିନୟ ସାରି ପୁଣି ମୃ-ତ୍ୟୁ କୁ ପ୍ରାପ୍ତି କରନ୍ତି।ମୃ-ତ୍ୟୁ ହେଉଛି ଏକ କଷ୍ଟଦାୟକ ସତ୍ୟ।ଏହାର କବଳ ରୁ କେହି ବଞ୍ଚିପାରିବେନି।ତେବେ ଏବେ ଅଭିନୟ ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି।ସେହି ଦୁଃଖଦ ଖବର ଟି ହେଉଛି ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ।ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସୋନାଲି ଚକ୍ରବର୍ତ୍ତୀ।ଏହି ଅଭିନେତ୍ରୀ ଙ୍କ ପରଲୋକ ରେ ଅନେକ କଳାକାର ଦୁଖଃ ପ୍ରକାଶ କରିଛନ୍ତି ଏବଂ ଅଭିନୟ ଜଗତ ରେ ଶୋକର ଲହରୀ ଖେଳିଯାଇଛି ।
ଏକ ହସ୍ପିଟାଲ୍ ରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ରିପୋର୍ଟ ମୁତାବକ ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି କ୍ୟାନସର୍ ରେ ପୀଡିତ ରହିଥିଲେ ।ଲୋକପ୍ରିୟ ଅଭିନେତ୍ରୀ ସୋନାଲି ଅନେକ ଟିଭି ସିରିଏଲ୍ ରେ କାମ କରିଥିବା ବେଳେ ୨୦୦୨ ରେ ରିଲିଜ୍ ହୋଇଥିବା ଫିଲ୍ମ ହାର୍ ଜିତ୍ ରେ ସେ ଲାଇମ୍ ଲାଇଟ୍ କୁ ଆସିଥିଲେ । ତେବେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୋନାଲି କିଛି ଦିନ ହେବ ଫିଲ୍ମ ରୁ ଦୂରରେ ରହିଥିଲେ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ପୁଣିଥରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ଦେ-ହା-ନ୍ତ ହୋଇଛି।ଆମେ ଭଗବାନଙ୍କ ପାଖରେ ତାଙ୍କର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରୁଛୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।