ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତରୁ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର। ବର୍ତ୍ତମାନ ସିନେମା ଜଗତ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ତାଙ୍କ ବିୟୋଗ ରେ ବର୍ତ୍ତମାନ ସାରା ସିନେମା ଜଗତରେ ଦୁଃଖର ଲହରୀ ଖେଳି ଯାଇଛି ।
ଏମିତିକି ଅନେକ ସିନେମା କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ।ସିନେମା ତଥା ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ଙ୍କ ପରଲୋକ ଘଟିଛି। ରିପୋର୍ଟ ଅନୁଯାୟୀ , ଅଭିନେତ୍ରୀ ଜଣକ ଦୀର୍ଘ ଦିନ ରୁ କ୍ୟାନସର ରେ ପୀଡିତ ରହିଥିଲେ । ତେବେ ସେହି ଅଭିନେତ୍ରୀ ଜଣକ ୫୯ ବର୍ଷ ବୟସରେ ଏକ ମେଡିକାଲ ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ସୂଚନା ଅନୁଯାୟୀ , ଗତ ଅଗଷ୍ଟ ମାସରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ହସ୍ପିଟାଲ ରେ କିଛି ଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟ ପୁଣି ଖରାପ ହେବାରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।
ହସ୍ପିଟାଲ ରେ ଚିକିତ୍ସାଧୀନ ଥିବା ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ଧାରାବାହିକ ତଥା କିଛି ସିନେମା ରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ସୋନାଲି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଅନେକ ଗୁଡ଼ିଏ ଧାରାବାହିକ ରେ କାମ କରିଛନ୍ତି ଏବଂ 2002 ମସିହାରେ ରିଲିଜ ହୋଇଥିବା ଫିଲ୍ମ ହାର ଜିତରେ ସେ ଲାଇମ୍ ଲାଇଟ କୁ ଆସିଥିଲେ ।
ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଭିନେତ୍ରୀ ଜଣକ କିଛି ଦିନ ହେବ ଅଭିନୟ ରୁ ଦୂରରେ ରହିଥିଲେ। ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ଚକ୍ରବର୍ତ୍ତି ଙ୍କ ମୃ-ତ୍ୟୁ ଘଟିଛି । ତାଙ୍କ ବିୟୋଗ ରେ ବର୍ତ୍ତମାନ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି । ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ତାଙ୍କ ଆତ୍ମା ର ସଦଗତି ପ୍ରାପ୍ତ ହେଉ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।