ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତରୁ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର। ବର୍ତ୍ତମାନ ସିନେମା ଜଗତ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ସବୁଦିନ ପାଇଁ  ଆଖି ବୁଜି ଦେଇଛନ୍ତି । ତେବେ ତାଙ୍କ ବିୟୋଗ ରେ ବର୍ତ୍ତମାନ ସାରା ସିନେମା ଜଗତରେ ଦୁଃଖର ଲହରୀ ଖେଳି ଯାଇଛି । 

 

ଏମିତିକି ଅନେକ ସିନେମା କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ।ସିନେମା ତଥା ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ଙ୍କ ପରଲୋକ ଘଟିଛି। ରିପୋର୍ଟ ଅନୁଯାୟୀ , ଅଭିନେତ୍ରୀ ଜଣକ ଦୀର୍ଘ ଦିନ ରୁ କ୍ୟାନସର ରେ ପୀଡିତ ରହିଥିଲେ । ତେବେ ସେହି ଅଭିନେତ୍ରୀ ଜଣକ ୫୯ ବର୍ଷ ବୟସରେ ଏକ ମେଡିକାଲ ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

 

ସୂଚନା ଅନୁଯାୟୀ , ଗତ ଅଗଷ୍ଟ ମାସରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ହସ୍ପିଟାଲ ରେ କିଛି ଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟ ପୁଣି ଖରାପ ହେବାରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । 

 

ହସ୍ପିଟାଲ ରେ ଚିକିତ୍ସାଧୀନ ଥିବା ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ଧାରାବାହିକ ତଥା କିଛି ସିନେମା ରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ସୋନାଲି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଅନେକ ଗୁଡ଼ିଏ ଧାରାବାହିକ ରେ କାମ କରିଛନ୍ତି ଏବଂ 2002 ମସିହାରେ ରିଲିଜ ହୋଇଥିବା ଫିଲ୍ମ ହାର ଜିତରେ ସେ ଲାଇମ୍ ଲାଇଟ କୁ ଆସିଥିଲେ ।

 

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଭିନେତ୍ରୀ ଜଣକ କିଛି ଦିନ ହେବ ଅଭିନୟ ରୁ ଦୂରରେ ରହିଥିଲେ। ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ଚକ୍ରବର୍ତ୍ତି ଙ୍କ ମୃ-ତ୍ୟୁ ଘଟିଛି । ତାଙ୍କ ବିୟୋଗ ରେ ବର୍ତ୍ତମାନ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି । ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ତାଙ୍କ ଆତ୍ମା ର ସଦଗତି ପ୍ରାପ୍ତ ହେଉ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *