ତାଙ୍କ ସ୍ଵାମୀ ର ମୋ ଉପରେ ଲୋଭ ; ଜାଣନ୍ତୁ କଣ କହିଲେ ରାନୀ ପ୍ରିୟଦର୍ଶିନୀ । ଦେଖନ୍ତୁ Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାରେ ଥିବା ଆଇଟମ ଗାର୍ଲ୍ ରାନୀ ପ୍ରିୟଦର୍ଶିନୀ ଙ୍କ ବିଷୟରେ ତ ଆପଣ ମାନେ ଜାଣିବାକୁ ପାଇଥିବେ ।କହି ରଖୁଛୁ ଯେ , ଷ୍ଟେଜ ଉପରେ ରାନୀ ଯେତେବେଳେ ନାଚୁଥିଲେ ସେତେବେଳେ ଜଣେ ମହିଳା ତାଙ୍କ ଉପରକୁ ଚପଲ ଫୋପାଡି ଥିଲେ । ତେବେ ରାନୀ ପ୍ରିୟଦର୍ଶିନୀ ବର୍ତ୍ତମାନ ମିଡ଼ିଆ ସାମ୍ନାରେ କଣ ସବୁ କହିଛନ୍ତି, ଆସନ୍ତୁ ଜାଣିବା ।

 

ବନ୍ଧୁଗଣ ରାନୀ ପ୍ରିୟଦର୍ଶିନୀ ବର୍ତମାନ ଏହା କହିଛନ୍ତି ଯେ, ଦେଖନ୍ତୁ ଘଟଣା ସବୁ ଠିକ୍ ଥିଲା । ଆଉ ଡ଼୍ୟାନ୍ସ ବି ଠିକ୍ ହେଉଥିଲା ଆଉ ଡ୍ରେସ୍ ବି ଠିକ୍ ଥିଲା । ମତେ ଲାଗୁଛି ତାଙ୍କ ସ୍ଵାମୀ ବୋଧେ ମତେ ଦେଖିକି ଆକର୍ଷିତ ହେଇ ଯାଇଛନ୍ତି । ତାଙ୍କର ବୋଧେ ତାଙ୍କ ସ୍ଵାମୀ ଙ୍କ ଉପରେ ବିଶ୍ୱାସ ନାହିଁ କି ଭରସା ନାହିଁ କାଳେ ଆଉ କେଉଁ ଝିଅ ପାଖକୁ ପଳେଇ ଯିବ କି। ଏମିତି ହେଇପାରେ ନହେଲେ ଏଇଟା ତାଙ୍କର କିଛି ଷଡ଼ଯନ୍ତ୍ର ହେଇପାରେ ।

 

ନହେଲେ ସେ ମହିଳା ଜଣକ ଅଧିକ ଚର୍ଚ୍ଚା କୁ ଆସିବାକୁ ଏମିତି କରି ଥାଇପାରେ ।ମତେ ଯାହା ଲାଗୁଛି ଏଇଟା ସେହି ମହିଳା ଙ୍କର ବହୁତ ବଡ ଷଡ଼ଯନ୍ତ୍ର ।ଆଉ ସେ କେତେ ଭଦ୍ର ଆପଣ ଜାଣି ପାରୁଥିବେ । ଏତେ ଲୋକଙ୍କ ଭିତରେ ଗୋଟେ କଳାକାର କୁ ଜୋତା ଫୋପାଡିବା ଗୋଟେ ଛୋଟ କଥା ନୁହେଁ । ସେ ଏପରି କରି ଗୋଟେ ବହୁତ ବଡ ଭୁଲ କରିଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା ।

 

ଆଉ ମୁଁ ବହୁତ ଶୀଘ୍ର ଅଭିଯୋଗ କରିବି । ଆଉ ଯଦି ଆଙ୍ଗୁଳି ଉଠାଉଛନ୍ତି ତାହେଲେ ସମାଜରେ ସମସ୍ତଙ୍କ ଉପରେ ଉଠାନ୍ତୁ କେବଳ ଜଣକ ଉପରେ ନୁହଁ । ମୁଁ ମୋ ଜାଗାରେ ଠିକ୍ ଅଛି ଆଉ ଠିକ୍ ରହିବି । ଆଉ ଯେତିକି ଦରକାର ମୁଁ ମୋ ସୀମା ଭିତରେ ରହି ସବୁଠି ଆଇଟମ ଡ଼୍ୟାନ୍ସ କରୁଛି । ସେ ମହିଳା ଜଣକ ଅଭଦ୍ରାମି କରିଛନ୍ତି ଆଉ ତାଙ୍କ ଅଭଦ୍ରାମୀ ର ପରିଣାମ ମୁଁ ତାଙ୍କୁ ସିଖେଇବି । ତେବେ ବର୍ତ୍ତମାନ ମିଡ଼ିଆ ସାମ୍ନାରେ ରାନୀ ପ୍ରିୟଦର୍ଶିନୀ ଏହି ସବୁ କଥା କହିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *