ଟିମ୍ ଇଣ୍ଡିଆ ପାଇଁ ଆସିଲା ଖୁସି ଖବର, ସେମି ଫାଇନାଲ ପାଇଁ ରାସ୍ତା ହେଲା ସହଜ, ଭାରତକୁ ଏହି ଖୁସି ଦେଲା ନାମିବିୟା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟିମ୍ ଇଣ୍ଡିଆ ପାଇଁ ଆସିଲା ଖୁସି ଖବର, ସେମି ଫାଇନାଲ ପାଇଁ ରାସ୍ତା ହେଲା ସହଜ, ଭାରତକୁ ଏହି ଖୁସି ଦେଲା ନାମିବିୟା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ। 

କେବଳ ଧୋନି ହିଁ ନୁହଁନ୍ତି ସବୁ ଖେଳାଳି ମାନଙ୍କ ପାଇଁ ଲୋକମାନଙ୍କ ମନରେ ଅଲଗା ଅଲଗା ସ୍ଥାନ ରହିଛି, କାରଣ ସବୁ ଖେଳାଳି ମାନଙ୍କୁ ନେଇ ଆମ ଇଣ୍ଡିଆ ଟିମ୍ ଗଠିତ। 

 

ଆଉ ସେହି ଟିମ୍ ରେ ଥିବା ପ୍ରତ୍ୟେକଟି ଖେଳାଳିଙ୍କର କିଛି ନା କିଛି ଅବଦାନ ରହିଥାଏ ଟିମ୍ ପାଇଁ ତଥା ଟିମ୍ ର ହାର୍ ଜିତ୍ ପାଇଁ। ସାରା ବିଶ୍ୱରେ ଖେଳ ତ ହୁଏ ନିଜ ନିଜର ଦେଶ ମାନଙ୍କର ଖେଳ ଥିଲେ ସେହି ଦେଶର ଲୋକମାନେ ବହୁତ ହିଁ ଏକ୍ସସାଇଟେଡ୍ ହୋଇ ରହିଥାଆନ୍ତି ନିଜ ମେଚ୍ ପାଇଁ, ଉଭୟ ପକ୍ଷ ଦେଶର ଲୋକମାନେ ଆଶାବାଦୀ ଥାଆନ୍ତି କି ଆମ ଦେଶ ଜିତୁ ବୋଲି। ସେହିପରି ଭାବେ ଭାରତର ଲୋକମାନଙ୍କର ଆଶା ଥିଲା କି ଟିମ୍ ଇଣ୍ଡିଆ ବିଶ୍ୱକପ୍ ର ଏହି ଟି-୨୦ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିବ। ହେଲେ ମ୍ୟାଚ ପ୍ରଥମରୁ ହିଁ ଭାରତବାସୀଙ୍କ ମନ ଦୁଃ-ଖ ହୋଇ ଯାଇଥିଲା, କାରଣ ଭାରତ ପ୍ରଥମରୁ ହିଁ ଲଗାତାର ଦୁଇଟି ମ୍ୟାଚ୍ ହା-ରି ଯାଇଥିଲା। 

 

ଏହାପରେ ଲୋକମାନଙ୍କ ମନରେ ଭାରତର ସେମିର ଆଶା ମ-ଉ-ଳି ଯାଇଥିଲା, ହେଲେ ଟିମ୍ ଇଣ୍ଡିଆ ଲଗାତାର ପର ଦୁଇଟି ମ୍ୟାଚ୍ ବହୁତ ସୁନ୍ଦର ଭାବେ ଜିତି ସେହି ଆଶାକୁ ଭରସାରେ ପରିଣତ କରିଛି। ଭାରତୀୟ ଦଳକୁ ଟି-୨୦ ବିଶ୍ଵ କପ୍‌ରୁ ଆଉ ଏକ ଖୁସି ଖବର ମିଳିଛି। ଆଜିର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନାମିବିୟାକୁ ୫୨ ରନରେ ହ-ରା-ଇ-ଛି। କିଓ୍ଵି ୬ ପଏଣ୍ଟ ସହ ଗ୍ରୁ-୨ର ଦ୍ଵିତୀୟ ସ୍ଥାନକୁ ଉଠିଛି। ମାତ୍ର ଦଳ ବଡ ବ୍ୟବଧାନରେ ନାମିବିୟାକୁ ହ-ରା-ଇ ପାରି ନାହିଁ, ଯାହା ଦଳ ପାଇଁ ଜରୁରୀ ଥିଲା। ଏହି କାରଣରୁ ଦଳର ରନରେଟ୍ ଆଫଗାନିସ୍ତାନଠୁ ତଳେ ରହିଛି।ଯଦି ଅନ୍ତିମ ମୁକାବିଲାରେ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଭାରତର ସେମି ଫାଇନାଲ ପଥ ସହଜ ହୋଇଯିବ। 

 

ଆଫଗାନିସ୍ତାନ ସେମି ଫାଇନାଲ ଦୌଡରେ ସର୍ବାଗ୍ରେ ରହିବ ଏବଂ ନ୍ୟୁଜିଲାଣ୍ଡ ବାଦ୍ ପଡିବ। ଏହା ପରେ ଆଫଗାନିସ୍ତାନର ରନରେଟ୍‌ ହିସାବରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବ।ନ୍ୟୁଜିଲାଣ୍ଡ ନିଜର ଅନ୍ତିମ ମ୍ୟାଚ୍ ନଭେମ୍ଵର ୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଅନ୍ୟପକ୍ଷେ ଭାରତର ଅନ୍ତିମ ମୁକାବିଲା ନଭେମ୍ବର ୮ରେ ନାମିବିୟା ସହ ରହିଛି। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଭାରତ ପାଖରେ ଏକ ସ୍ପଷ୍ଟ ଗଣିତ ରହିବ ଯେ, ସେମି ଫାଇନାଲ ପହଞ୍ଚିବାକୁ ହେଲେ ଦଳକୁ କଣ କରିବାକୁ ପଡିବ। ଗ୍ରୁପ ୨ରେ ସ୍କଟଲାଣ୍ଡ ଓ ନାମିବିୟା ସେମି ଫାଇନାଲ ଦୌଡରୁ ବାଦ୍ ପଡି ସାରିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *