Tungur Bhol କହିଲେ ସବୁ ଘଟଣା ର ସତ୍ୟ | ଶୁଣନ୍ତୁ ତାଙ୍କ ମୁଁହରୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯୁଆଡ଼େ ଯାଉଛି ମୋତେ ଚିହ୍ନି ଦେଉଛନ୍ତି, ସେଲ୍ଫି ନେଉଛନ୍ତି ମୋତେ ଲାଜ ଲାଗୁଚି,କହିଲେ ଟୁଙ୍ଗୁରୁ ଭୋଳ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏ ଦୁନିଆ ସତ ରେ ବଡ଼ ବିଚିତ୍ର।କେବେ କଣ ହେବ ଠିକ୍ ନାହିଁ।ଏବେ ଯେପରି ସାଧାରଣ ଲୋକ ବି କିଛି ଯଦି ଭୁଲ୍ କରୁଛନ୍ତି ତାହା ରାତା ରାତି ଚର୍ଚ୍ଚା ର ବିଷୟ ପାଲଟି ଯାଉଛନ୍ତି।ଏମିତି ଗୋଟେ କଥା ପୁରା ରାଜ୍ୟରେ ଭାଇରାଲ୍ ହୋଇ ସେ ବିଷୟ ରେ ଗୀତ ବାହାରିଛି ତାହା ହେଉଛି ଟୁଙ୍ଗୁରୁ ଭୋଳ ଓ ବର୍ଷା କୁ ନେଇ।ଆପଣ ମାନେ ତୋ ଜାଣିଥିବେ ଘଟଣା ଟି କ’ଣ।ତେବେ ୨୧ ବର୍ଷୀୟ ଟୁଙ୍ଗୁରୁ ଫୁଲେଶ୍ୱରୀ ବସ୍ତି ରେ ବାପା ମା ଙ୍କ ସହ ରହୁଛନ୍ତି ୧୨-୧୩  ବର୍ଷ ହେବ।

 

ସେ ୩ ବର୍ଷ ହେବ ଅଟୋ ଚଲାଉଛନ୍ତି।ତେବେ ତାଙ୍କ କହିବା କଥା ହେଉଛି ଯେ ସେଇ ଯେଉଁ ବର୍ଷା ନାମକ ମହିଳା ତାଙ୍କ ଅଟୋ ରେ ଯିବା ଆସିବା କରୁଥିଲେ।ସେଠୁ ତାଙ୍କର ଭାଉଜ ଦିଅର ସମ୍ପର୍କ ଗଢିଉଠିଲା।ତେବେ ବର୍ଷା ଟୁଙ୍ଗୁରୁ କୁ ଫସେଇଦେଇଥିଲେ ବୋଲି ଟୁଙ୍ଗୁରୁ କହିଛନ୍ତି। ବର୍ଷା କୁଆଡେ ତାଙ୍କୁ ୮ ଦିନ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲେ।ସେ ଦିନେ ସୁଯୋଗ ପାଇ ସେଠୁ ପଳେଇ ଆସିଥିଲେ ଓ ତାଙ୍କ ପଛେ ପଛେ ବର୍ଷା ବି ଆସିଯାଇଥିଲେ। 

 

ସେଠି ଗାଁ ଲୋକ ମାନେ ବର୍ଷା କୁ ସପୋର୍ଟ କରିଥିଲେ। ପରେ ଟୁଙ୍ଗୁରୁ ଙ୍କ ନାମ ରେ କେସ୍ ହୋଇଥିଲା।ତେବେ ଏଇ ଘଟଣା କୁ ନେଇ ପୁରା ରାଜ୍ୟ ରେ ଗୀତ ବାହାରି ଟୁଙ୍ଗୁରୁ ଭୋଳ ଭାଇରାଲ୍।ତେବେ ସେ କହିଛନ୍ତି ଯେ ତାଙ୍କୁ ବାହାରକୁ ବାହାରିବା ପାଇଁ ଲାଜ ଲାଗୁଛି।ଯୁଆଡେ ଯାଉଛନ୍ତି ଲୋକ ମାନେ ଆସି ସେଲ୍ଫି ନେଉଛନ୍ତି।ତେଣୁ ସେ କିଛି ଦିନ ପାରେ ପୁଣି ଅଟୋ ଚଳାଇବେ।

 

ତେବେ କଣ୍ଠ ଶିଳ୍ପୀ ଅଭିଜିତ୍ ମଜୁମଦାର୍ ମଧ୍ୟ ଟୁଙ୍ଗୁରୁ କୁ ନେଇ ଗୋଟେ ଗୀତ ରେ  କଣ୍ଠ ଦାନ କରିଛନ୍ତି। ଟୁଙ୍ଗୁରୁ କହିଛନ୍ତି ଯେ ତାଙ୍କୁ ଯଦି ସୁଯୋଗ ମିଳିବ ତେବେ ସେ ଫିଲ୍ମ କରିବେ, ଆଲବମ୍ ମଧ୍ୟ କରିବେ।ତେବେ ଅଭିଜିତ୍ ମଜୁମଦାର୍ ଗାଇଥିବା ଗୀତ ର ନିର୍ଦ୍ଦେଶକ ଆର ଜେ ଚିକୁ ଙ୍କ କହିବା ଅନୁଯାୟୀ ଏବେ ଯେହେତୁ ଟୁଙ୍ଗୁରୁ ଜଣେ ମିଡିଆ ସେନସେସନ୍ ସେଥି ପାଇଁ ତାଙ୍କୁ ନେଇ ଗୀତ ବାହାର କରିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *