କାର ଦୁର୍ଘଟଣା ରେ ଗୁରୁତର ଅବସ୍ଥାରେ ଏହି ଲୋକପ୍ରିୟ ଅଭିନେତ୍ରୀ – ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କାର ଦୁର୍ଘଟଣା ରେ ଗୁରୁତର ଏହି ଲୋକପ୍ରିୟ ଅଭିନେତ୍ରୀ । ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତ୍ତମାନ ସାମ୍ନା କୁ ଆସିଛି ଏକ ଦୁଃଖଦ ଖବର । କାର ଦୁ-ର୍ଘ-ଟ-ଣା ରେ ଗୁରୁତର ହୋଇଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ । ତେବେ ସେହି ଦୁ-ର୍ଘ-ଟ-ଣା ରେ ଅଭିନେତ୍ରୀ ଏବଂ ତାଙ୍କ କୁନି ଝିଅ ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ , ଅଭିନେତ୍ରୀ ଜଣକ ନିଜ ଝିଅ କୁ ସ୍କୁଲ ରୁ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଛି। 

 

ତେବେ ସେହି ଅଭିନେତ୍ରୀ ଜଣକ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଜଣାଇ ଛନ୍ତି । ତେବେ ସେହି ଅଭିନେତ୍ରୀ ଜଣକ ସେହି ପୋଷ୍ଟ ରେ ଏହା ଉଲ୍ଲେଖ କରିଛନ୍ତି ଯେ , ସ୍କୁଲ ରୁ ଆଣିବା ପରେ ଆମ କାର ଚକ ନିକଟରେ ଅନ୍ୟ ଏକ କାର ଧକ୍କା ଦେଇଥିଲା। ଆଉ ସେହି ସମୟରେ କାର ଭିତରେ ପିଲା ମାନଙ୍କ ସହ ନାନୀ ମଧ୍ୟ କାର ରେ ଥିଲେ । ଆଉ ତାଙ୍କ ଝିଅ ଶାଶା ଏବେବି ଡାକ୍ତରଖାନା ରେ ଅଛନ୍ତି। 

 

ତେବେ ଜଣାଇ ରଖୁଛୁ ଯେ, ଅନେକ ଧାରାବାହିକ ରେ ଅଭିନୟ କରି ବହୁତ ଲୋକ ପ୍ରିୟତା ହାସଲ କରିଥିବା ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ରମ୍ଭା । ତେବେ ନିକଟରେ ସେ କାର ଦୁ-ର୍ଘ-ଟ-ଣା ର ଶିକାର ହୋଇଥିଲେ। ତେବେ ରମ୍ଭା ଏହି ବିଷୟ ରେ ନିଜ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କୁ ସୂଚନା ଦେଇଛନ୍ତି । ତେବେ ଏହି ଖବର ଜାଣିବା ପରେ ରମ୍ଭା ଙ୍କ ଅନେକ ଫ୍ୟାନ ମାନେ ବିଚଳିତ ହୋଇ ପଡିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *