ମୁଁ ଘରକୁ ଆସିନି କିନ୍ତୁ ମୋ ସ୍ତ୍ରୀ ଗର୍ଭବତୀ – ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

 

 ମୁଁ ଆସି ବାହାରେ କାମ କରିଲି ,ଆଉ ମାସ ମାସ ଧରି ବାହାରେ ଖଟିଲି । ଆଉ ସମୟ ମିଳିଲେ କେବେ କେମିତି ଦିନେ ଦୁଇ ଦିନ ପାଇଁ ଗାଁ କୁ ଯାଏ ଆଉ ସ୍ତ୍ରୀ ସହିତ ମିଶେ। ହେଲେ ମୁଁ ବାହାରେ ଏତେଦିନ ରହିଲି କିନ୍ତୁ ମୋ ସ୍ତ୍ରୀ କେମିତି ଗର୍ଭବତୀ ହେଉଛି । ଆଉ ସେପଟେ ମୁଁ ବି ଜାଣିଛି ସେ ତା ଗୋଡରେ ରକ୍ତ ରେ ଲେଖିଛି ଆଇ ଲଭ୍ ୟୁ ଲୁଲୁ ।ଲୁଲୁ କୁ ସେ ପ୍ରେମ କରୁଛି ଆଉ ବାହାରେ ମୁଁ ଆସି ଝାଳ ଗଡ଼ାଇ ପରିବାର କୁ ନେଇ ଚିନ୍ତିତ । ଆଉ ସେହି ସମୟରେ ମୋ ସ୍ତ୍ରୀ ସେପଟେ ଲୁଲୁ କୁ ପ୍ରେମ କରୁଛି ।ମୁଁ ନଥିବା ସମୟରେ ମୋ ସ୍ତ୍ରୀ ଲୁଲୁ ସହିତ ଶାରୀରିକ ସ-ମ୍ପ-ର୍କ ରଖିଛି । ହଁ ଆଜ୍ଞା ସ୍ଵାମୀ ବର୍ତ୍ତମାନ ସିଧାସଳଖ ଏଭଳି ଅଭିଯୋଗ କରିଛନ୍ତି ।

 

ଆଉ କେତେବେଳେ ଅଭିଯୋଗ କରିଛନ୍ତି , ସ୍ତ୍ରୀ ଯେତେବେଳେ ଦୁଇ ଛୁଆଁ କୁ ଧରି ଧାରଣାରେ ବସିଛନ୍ତି ଯେ ସ୍ଵାମୀ କୁଆଡେ ଦ୍ଵିତୀୟ ବିବାହ କରି ନେଇଛନ୍ତି ।ଆଉ ଏବେ ପ୍ରଥମ ସ୍ତ୍ରୀ ଆସି ଧାରଣା ରେ ବସିଛନ୍ତି। ସ୍ତ୍ରୀ କହୁଛନ୍ତି ଯେ , ତାଙ୍କୁ ନ ଜଣାଇ ସ୍ଵାମୀ ଦ୍ଵିତୀୟ ବିବାହ କରିଛନ୍ତି । ଆଉ ଏବେ ସ୍ତ୍ରୀ କେମିତି ଚଳିବେ ଆଉ ଦୁଇ ପିଲାଙ୍କ ଭବିଷ୍ୟତ ଚିନ୍ତା କରି ସ୍ତ୍ରୀ ଏବେ ଧାରଣାରେ ବସିଛନ୍ତି ।ଆଉ ସେପଟେ ସ୍ଵାମୀ ପୁଣି ଖୋଲି ଦେଇଛନ୍ତି ପୁରୁଣା କଥା ।

 

 ଆଉ ସ୍ଵାମୀ ସିଧାସଳଖ କହି ଦେଇଛନ୍ତି ମୁଁ କାହିଁକି ଦ୍ଵିତୀୟ ବିବାହ କରିବାକୁ ବାଧ୍ୟ ହେଲି ।ଯେତେବେଳେ ସ୍ତ୍ରୀ ମତେ ବାରମ୍ବାର ଠକିଲା ।ମୁଁ ବାହାରେ ରହି କାମ କରୁଛି କିନ୍ତୁ ସେ ବାରମ୍ବାର ଗର୍ଭବତି ହେଉଥିଲା । ଆଉ ପରେ ସେ ଜାଣିଲେ ଯେ ସେ ଗୋଡ଼ ରେ ରକ୍ତରେ ଲେଖିଥିଲା ଲୁଲୁ ଆଇ ଲଭ୍ ୟୁ । ସେ ଲୁଲୁ କୁ  ପ୍ରେମ କରୁଛି ଆଉ ଲୁଚି ଲୁଚି ତା ସହ ଶାରୀରିକ ସଂ-ପ-ର୍କ ରଖୁଛି । ଆଉ ସେମିତି ସ୍ତ୍ରୀ ସହିତ ମୁଁ କାହିଁକି ରହିବି ,ଏଭଳି ଭାବି ସେ ଦ୍ଵିତୀୟ ବିବାହ କରିଥିଲେ ।

 

 ଆଉ ଏବେ ପ୍ରଥମ ସ୍ତ୍ରୀ ଧାରଣା ଦେଉଛି । ତାଙ୍କର ୧୩ ବର୍ଷ ର ଗୋଟେ ପୁଅ ଏବଂ ୯ ବର୍ଷର ଗୋଟେ ଝିଅ ରହିଛି ଆଉ ଏଭଳି ପରିସ୍ଥିତି ରେ ସ୍ଵାମୀ ଦ୍ଵିତୀୟ ବିବାହ କରିଥିଲେ । ସ୍ଵାମୀ ଙ୍କ ଦ୍ଵିତୀୟ ପତ୍ନୀଙ୍କ ପରିବାର ଲୋକେ କୁଆଡେ ପ୍ରଥମେ ସ୍ତ୍ରୀ ଙ୍କୁ ମାଡ ମାରିଛନ୍ତି । ଆଉ ଯାହାକୁ ନେଇ ବାଘମାରି ଥାନା ରେ ଅଭିଯୋଗ କରିଛନ୍ତି ମହିଳା । ତେବେ ଏ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସେତେବେଳେ ସାମ୍ନା କୁ ଆସିବ ଯେତେବେଳେ ପୋ-ଲି-ସ ଏହାର ସଠିକ୍ ଭାବେ ତଦନ୍ତ କରିବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *