ପେଟରେ ପିଲା କଲା ଡର ଲାଗୁ ନଥିଲା ଆଉ ଏବେ କାହିଁକି…

 

 

ବନ୍ଧୁଗଣ ଆପଣ ମାନେ ତ ଦୀପିକା ଙ୍କ ମାମଲା ବିଷୟରେ ଜାଣିଥିବେ ।ଦୀପିକା ବର୍ତ୍ତମାନ ଏହା କହିଛନ୍ତି ଯେ , କିଛି ଦିନ ତଳେ ଆଜ୍ଞା ମୁଁ ଦିନେଶ ଙ୍କୁ ଦେଖିଥିଲି । ସେ ତାଙ୍କ ମାମୁଁ ଙ୍କ ସହିତ ଆସିଥିଲେ । ଆଉ ସେତେବେଳେ ମୁଁ ଜୋର୍ ରେ ଦିନେଶ ଙ୍କୁ ଡାକିଥିଲି ।ଆଉ ସେ ସେଠି ଦୁଇ ସେକେଣ୍ଡ ପାଇଁ ରହିଥିଲେ ,ଆଉ ଦେଖିକି ପଳେଇ ଯାଇଥିଲେ ।ଆପଣ ମାନେ ଦେଖୁଥିବେ କି ଜାଣିଶୁଣି ହାରାସ କରିକି ଏଭଳି କରୁଛନ୍ତି । ଆଉ ଏମିତି ହାରାସ୍ କରିବା ପାଇଁ ତାରିଖ ପରେ ତାରିଖ ଘୁଂଚେଇ ଚାଲିଛନ୍ତି । ତାଙ୍କର ଓକିଲ ସେଦିନ କହିଥିଲେ ଯେ ଆଗମୀ ତାରିଖ କୁ ତାଙ୍କ କ୍ଲାଏଣ୍ଟ ଆସିବେ ବୋଲି ।କିନ୍ତୁ ଦେଖନ୍ତୁ ସେ କୌଣସି ପ୍ରକାରେ ଆସି ନାହାଁନ୍ତି ।

 

ସେ ଆଇନ୍ କୁ ମାନୁ ନାହାଁନ୍ତି ,ଆଉ ଯଦି ଆଗାମୀ ଦିନରେ ତାଙ୍କ ଉପରେ କଠୋର ପ୍ରଦଖେପ ନିଆଯିବ ତାହେଲେ କିଛି ହେଇ ପାରିବ । ଏହାପରେ କହିଛନ୍ତି ଯେ , ଯେଉଁ ମିନତୀ ମାଡାମ ଅଛନ୍ତି ସେ ବହୁତ କାମ କରୁଛନ୍ତି ଆଉ ବହୁତ ସାହାଯ୍ୟ କରୁଛନ୍ତି। ତେବେ କୋର୍ଟ ଗୋଟେ ଆଗାମୀ ତାରିଖ କରିଛନ୍ତି କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହେଇନି । ଆଉ ଯେତେବେଳେ ତାରିଖ ଧାର୍ଯ୍ୟ କରାଯିବ ସେତେବେଳେ ଫୋନ୍ କରିକି ଜଣାଇବେ ।

 

 ଦୀପିକା ଏହାପରେ କହିଛନ୍ତି ଯେ , ଆଜ୍ଞା ଦୁଇ ଦିନ ତଳେ ମୁଁ ଦିନେଶ ଙ୍କୁ ଦେଖିଥିଲି । ସେ ତାଙ୍କ ମାମୁଁ ଙ୍କ ସହିତ ଆସିଥିଲେ । ଆଉ ମୋର ଯେଉଁ ଷ୍ଟାଫ୍ ଅଛି ସେ ବି ଦେଖିକି କହିଲେ ଯେ ଦିନେଶ ଯାଉଛି । ଆଉ ମୁଁ ବି ସେତେବେଳେ ଦିନେଶ ଙ୍କୁ ଜୋର୍ ରେ ଡାକିଥିଲି ଆଉ ଦିନେଶ ସେଠି ଦୁଇ ସେକେଣ୍ଡ ରହିଥିଲେ । ଆଉ ତାପରେ ଦେଖିକି ପଳେଇ ଯାଇଥିଲେ ।  ଆଉ ସେ ଏବେ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଉଛନ୍ତି । ଦୁଇ ଦିନ ତଳେ ଠିକ୍ ଥିଲେ ଆଉ ଏବେ ତାଙ୍କର କଣ ହେଇ ଯାଇଛି ।

 

 ୯୫ ଦିନ ହେଇଯିବ ମୁଁ ଅପେକ୍ଷା କରିଛି ଆଉ ମାତ୍ର ୫ ଦିନ ଗଲେ ଶହେ ଦିନ ହେଇଯିବ । ଦେଖନ୍ତୁ କେତେ କଷ୍ଟରେ ମୁଁ ଅଛି ,ଗୋଟେ ଛୁଆ ପାଇଁ ମୁଁ ଲଢ଼ୁଛି । ଆଉ ମୋ ନିଜର ସ୍ତ୍ରୀ ଅଧିକାର ପାଇଁ ମୁଁ ଲଢ଼ୁଛି । ଆଉ ଯେହେତୁ ସେ ମୋ ସ୍ଵାମୀ ଆଉ ମୁଁ ତାଙ୍କ ସ୍ତ୍ରୀ , ଆଉ ମୋ ପାଖରେ ଯେଉଁ ପିଲା ଅଛି ,ସେ ବି ତାଙ୍କର ଛୁଆ । କଣ ପାଇଁ ଆଜି ଯାଏଁ ଆମକୁ ଗ୍ରହଣ ନ କରି ଏମିତି ହାରାସ କରୁଛନ୍ତି । ଆଉ ଏଇଟା ପାଇଁ ଯଦି ତାଙ୍କ ଉପରେ କିଛି କଠୋର ପ୍ରଦଖେପ ନିଆଯିବ, ତାହେଲେ କିଛି ଭଲ ହେବ ବୋଲି ମୁଁ ଭାବୁଛି । 

 

ଯେତେବେଳେ ସାଙ୍ଗ ହୋଇ ବୁଲିଲା ବେଳକୁ , ପିଲା କଲା ବେଳକୁ ଡର ଭୟ ଲାଗୁ ନଥିଲା ଆଉ ଏବେ କଣ ପାଇଁ ଡର ଭୟ ଲାଗୁଛି ।ତାଙ୍କ ଓକିଲ ଯେଉଁ ଅଦରକାରୀ କଥା ବାର୍ତା କରୁଛନ୍ତି ମତେ ତାହା ଠିକ୍ ଲାଗୁନି । ଯଦି ତାଙ୍କର ଭଉଣୀ କି ତାଙ୍କ ସ୍ତ୍ରୀ ହୋଇଥାନ୍ତେ ତାହେଲେ ସେ ଜାଗାରେ ସେ କଣ କରିଥାନ୍ତେ ,ସେଇଟା ଟିକେ ଭାବିକି ବାଇଟ୍ ଦିଅ । ତେବେ ଦୀପିକା ବର୍ତ୍ତମାନ ଏହି ସବୁ କଥା କହିଛନ୍ତି। 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ । ।

Leave a Reply

Your email address will not be published. Required fields are marked *