ଚାଲିଗଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ କିଏ…

 

ଜନ୍ମ ମୃତ୍ୟୁ ଜୀବନରେ ସତ ହୋଇଥାଏ । ଆଜି ଯେ ଜନ୍ମ ହୋଇଛି କାଲି ତାର ମୃତ୍ୟୁ ନିଶ୍ଚିନ୍ତ । ଭଗବାନ ମଧ୍ୟ ଜନ୍ମ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏ ରକ୍ତ ମାଂସ ଶରୀର କ୍ଷଣସ୍ଥାୟୀ ଅଟେ । ଯେତେବେଳେ କୌଣସି ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥାଏ ସେତେବେଳେ ତାଙ୍କ ସାଙ୍ଗ ,ସାଥୀ, ବନ୍ଧୁ , ପରିବାର ବର୍ଗ ଲୋକମାନେ ମନ ଦୁଃଖ କରିଥାନ୍ତି । କିନ୍ତୁ ଯେତେବେଳେ ଜଣେ କଳାକାର ର ମୃତ୍ୟୁ ହୋଇଥାଏ ସେତେବେଳେ ଏ ସାରା ସଂସାର ମନ ଦୁଃଖ କରିଥାଏ । ଆପଣ ଭଲ ଭାବେ ଜାଣିଥିବେ ଭାରତ ହେଉଛି କଳା ସଂସ୍କୃତି ର ଦେଶ । ଭାରତରେ କଳାକାର ମାନଙ୍କୁ ଲୋକମାନେ ବହୁତ୍ ସମ୍ମାନ କରନ୍ତି ।

ଭାରତରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ କରିବା ସହ ତାଙ୍କୁ ଭଲ ପାଇଥାନ୍ତି । କଳାକାର ମାନଙ୍କ ମୃତ୍ୟୁ ହେଲେ ସେ ଦୁଃଖ କୁ ବହୁତ୍ ଗଭୀର ଭାବେ ନେଇଥାନ୍ତି । ଅନେକ କଳାକାର ଙ୍କ ମୃତ୍ୟୁ ହୋଇଛି କୋରାନା ପରଠାରୁ । ଅନେକ ଲୋକଙ୍କ ମତ ଅନୁଯାୟୀ ୨୦୨୦ ମସିହା ଠାରୁ ଏ ପର୍ଯ୍ୟନ୍ତ ଅନେକ ମହାନ କଳାକାର ମାନଙ୍କୁ ଏ ଦେଶ ହରାଇ ସାରିଛି । ବର୍ତ୍ତମାନ ପୁଣି ଜଣେ କଳାକାର ଙ୍କୁ ନେଇ ବହୁତ୍ ବଡ ଦୁଃଖ ଖବର ଆସି ପହଁଚିଛି । ଆଜି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ର କାର ଦୁର୍ଘଟଣା ହୋଇଛି ।

କାର ଦୁର୍ଘଟଣାର ଅଭିନେତ୍ରୀ ଏବଂ ତାଙ୍କ ଝିଅ ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ଅଭିନେତ୍ରୀ ଙ୍କ ଝିଅ ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି । ଅଭିନେତ୍ରୀ ଜଣଙ୍କ ନିଜ କାର୍ଯ୍ୟ ସାରି ଝିଅକୁ ସ୍କୁଲ ରୁ ଆଣିବାକୁ ଯାଇଥିଲେ ଏବଂ ଫେରିବା ବେଳେ ଏମିତି ଦୁର୍ଘଟଣା ହୋଇଥିଲା । ଅଭିନେତ୍ରୀ ଜଣଙ୍କ ଏହି ଖବର ଇନଷ୍ଟାଗ୍ରାମ ରେ ଏହି ଖବର ଫୋଟ ସେଆର କରି ଜଣାଇ ଛନ୍ତି । ଝିଅ ଅବସ୍ଥା ଭଲ ନଥିବା ବେଳେ ଅଭିନେତ୍ରୀ ଜଣଙ୍କ ଝିଅ ପାଇଁ ପର୍ଥାନା କରିବାକୁ ନିଜ ଫ୍ୟାନ ମାନଙ୍କୁ ଅନୁରୋଧ କରିଛନ୍ତି ।

ଅଭିନେତ୍ରୀ ରମ୍ଭା ଅନେକ ସ୍ଥାନରେ ଉତ୍ତମ ମାନର ଅଭିନୟ କରି ଅନେକ ଙ୍କ ହୃଦୟ ଜିତିଛନ୍ତି । ରମ୍ଭା ଙ୍କ ଏପରି ପୋଷ୍ଟ ଦେଖି ଅନେକ ସେଲିବ୍ରେଟି ମାନେ ରମ୍ଭା ଙ୍କ ଝିଅ ଙ୍କ ଅବସ୍ଥା ପଚାରିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହି କଷ୍ଟ ସମୟ ଶୀଘ୍ର ଚାଲିଯିବ ବୋଲି ଅନେକ ପ୍ରଶଂସକ ମାନେ ନିଜର ମତ ଦେଇଛନ୍ତି ଏବଂ ସବୁକିଛି ଠିକ୍ ନହେବା ପର୍ଯ୍ୟନ୍ତ ରମ୍ଭା ଧର୍ଯ୍ୟ ହରାଇବା ଉଚିତ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *