ମୋ ସ୍ତ୍ରୀ ପର ପୁରୁଷ ସହ ଉ-ଲ-ଗ୍ନ ହୋଇ ସୋଇଥିଲା | ତାପରେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ତ୍ରୀ ପର ପୁରୁଷ ସହ ଲଙ୍ଗଳା ହୋଇ ଶୋଇ ଥିବାର ଦେଖି କୁରାଢ଼ୀ ରେ ହାଣିଲା ସ୍ଵାମୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛନ୍ତି । ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଆଉ ଏହି ପରକୀୟା ପ୍ରୀତି ନିଜ ସ୍ବାମୀ ଆଉ ସ୍ତ୍ରୀ ଠାରୁ ବି ଅଧିକ ହେଇଯାଉଛି । 

 

ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି। ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ଆଜି କାଲିର ଯୁବକ ଯୁବତୀ ମାନେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କକୁ କଳଙ୍କର ଦାଗ ଲଗାଉଛନ୍ତି । ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳୁଛି ।

 

ତେବେ ଆଜି ଆମେ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆପଣ ମାନେ ପୂରା ଘଟଣାଟିକୁ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ନିନ୍ଦା ମଧ୍ୟ କରିବେ । ତେବେ ବନ୍ଧୁଗଣ ଏଠାରେ ଘଟଣାଟି ହେଉଛି ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ଆଉଏକ ପର ପୁରୁଷ ସହ ଲଙ୍ଗଳା ହୋଇ ଶୋଇଥିବାର ଦେଖି ନେଇଛି । ସ୍ତ୍ରୀ ଶୋଇଥିଲା ଅନ୍ୟ ଏକ ଟୋକା ସହ ଆଉ ସାକ୍ଷୀ ରହିଲା ସ୍ୱାମୀର ଆଖି । ଆଉ ତାପରେ ସ୍ତ୍ରୀର ଏଭଳି କାଣ୍ଡକୁ ଦେଖିବା ପରେ ସ୍ଵାମୀ ସହି ନପାରି କୁରାଢ଼ିରେ ବିଭତ୍ସ ଭାବରେ ହତ୍ୟା କଲା । ଆଉ ଘଟଣା ସ୍ଥଳରେ ହିଁ ଚାଲିଗଲା ସ୍ତ୍ରୀର ପ୍ରାଣ । 

 

ସ୍ତ୍ରୀକୁ ଆସଂଯତ ଅବସ୍ଥାରେ ଦେଖି ମୁଣ୍ଡକୁ ପିତ ଚଢ଼ିଯାଇଥିଲା ସ୍ବାମୀଙ୍କର । ଆଉ ଶେଷରେ ମାରିଦେଲା ସ୍ତ୍ରୀକୁ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ବ୍ଲକ୍ ବଡ଼ଗାଁ ପଞ୍ଚାୟତର ପଣସଡିହା ଗ୍ରାମର ବାବୁସାହିରେ । ସୂଚନାଯୋଗ୍ୟ ଉକ୍ତ ଗ୍ରାମର ଦିବାକର ସିଂଙ୍କ ପୁଅ କିଶାନ୍ ସିଂ ସେହି ଗ୍ରାମର ସୁରୁ ସିଂଙ୍କୁ ଗତ ୧ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଗୋଟେ ଦିନ ମାଛ ବ୍ୟାପାର ସାରି ଘରକୁ ଫେରିବା ପରେ ନିଜ ସ୍ତ୍ରୀକୁ ଆସଂଯାତ ଅବସ୍ଥାରେ ଦେଖି ଏଭଳି କାଣ୍ଡ ଘଟାଇଥିଲେ । ପୋଲିସ୍ ତଦନ୍ତ ବେଳେ କିଶାନ ସତ ମାନି ଯିବାରୁ ତାଙ୍କୁ ଏବେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *