ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଦୀର୍ଘ ବୈବାହିକ ଜୀବନ ରେ ରୋ-ମା-ନ୍ସ କାହିଁକି କମି ଯାଇଥାଏ । ତେବେ ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିଛି କଥା କହିବୁ, ଯାହାକି ସମସ୍ତ ବିବାହିତ ଲୋକ ମାନଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ। ବନ୍ଧୁଗଣ ଆପଣ ମାନେ ଏହା ଜାଣିଛନ୍ତି ଯେ , ଆଜିର ସମୟ ରେ ପ୍ରତ୍ୟେକ ଲୋକ ନିଜ ଫୋନରେ ବହୁତ ସମୟ ବ୍ୟସ୍ତ ରହୁଛନ୍ତି । ଆଉ ଏହା ସେମାନଙ୍କ ସେ-କ୍ସୁ-ଆଲ ରିଲେସନ ସିପ୍ ଉପରେ ମଧ୍ୟ ପ୍ରଭାବ ପକାଉଛି ।
ତେବେ କଣ ନିଜର ଏହିପରି ମାନସିକତା ଯୋଗୁଁ ନିଜ ଶାରୀରିକ ସଂ-ପ-ର୍କ କୁ ଖରାପ କରିବା ଠିକ୍ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିଷୟରେ ।ନୂଆ ନୂଆ ବିବାହ କରିଥିବା ଦମ୍ପତି କୌଣସି ବାହାର ଜାଗାକୁ ଯାଅ , ବୁଲି ଯାଅ ନୂଆ ନୂଆ ଜାଗା ଦେଖ ଏବଂ ନିଜ ମଧ୍ୟରେ ଏକ ଭଲ ସମ୍ପର୍କ ସ୍ଥାପନ କର । ଆଉ ସମସ୍ତ ବିବାହିତ ଦମ୍ପତି ମାନେ ମଝିରେ ମଝିରେ କୌଣସି ବାହାର ଜାଗାକୁ ବୁଲିବାକୁ ଯାଅ ଏବଂ ନିଜ ରିଲେସନ କୁ ଅଧିକ ମଜବୁତ୍ କର ।
ତେବେ ଏଥିପାଇଁ ବର୍ତ୍ତମାନ ନିଜ ମୋବାଇଲ ଫୋନ୍ ରୁ ଟିକିଏ ଦୂରେଇ ରହିବା ଭଲ ହେବ । ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ , ପୁରୁଷ ମାନେ ନିଜ ତଳ ପକେଟ ରେ ମୋବାଇଲ ରଖନ୍ତି ,ଯାହାକି ସେମାନଙ୍କ ସ୍ଫର୍ମ କାଉଣ୍ଟ ଉପରେ ପ୍ରଭାବ ପକେଇଥାଏ । ତେବେ ଏଥିପାଇଁ ପୁରୁଷ ମାନେ ସାବଧାନ ହେବା ସହିତ ଯେତେ ସମ୍ଭବ ଏହି ସବୁ ଜିନିଷ ରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏହି ସବୁ ଜିନିଷ ରୁ ଦୁରେଇ ରହିବେ ତାହେଲେ ଯାଇ ଆପଣଙ୍କ ସମ୍ପର୍କ ମଜବୁତ୍ ହେଇ ପାରିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।