ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ଵାମୀ ନାଁ ରେ ସ୍ତ୍ରୀ ଆଣିଲା ସାଙ୍ଘାତିକ ଅଭିଯୋଗ, କହିଲେ ମୋ ସ୍ବାମୀଙ୍କୁ ରାତିରେ ପୁରୁଷ ପସନ୍ଦ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆଜି ଏମିତି କିଛି ଖବର ଉପରେ ନଜର ପକାଇବା ଯେଉଁ ଖବର ଶୁଣିଲେ ଆପଣ ମାନଙ୍କ ପାଦତଳୁ ମାଟି ଖସିଯିବ। ସହଜରେ ଆପଣମାନେ ବିଶ୍ୱାସ କରିପାରିବେନି ଯେ ଏମିତି ବି ହୋଇପାରେ। ହଁ ଆଜ୍ଞା ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖଇରା ଅଞ୍ଚଳରେ । ଏଠି ଜଣେ ଯୁବକ ଦିନରେ ପୁରୁଷ ଏବଂ ରାତିରେ ଝିଅମାନଙ୍କ ବେଶ ଧାରଣ କରୁଛନ୍ତି। ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ସେ ହେଉଛନ୍ତି ଜଣେ ସମଲିଙ୍ଗି।
ସୋର ଥାନା ଅନ୍ତର୍ଗତ ମୂଳିଶିଂ ଗ୍ରାମର ଚିରଞ୍ଜିବୀ ଖିଲ୍ଲାର ନାମକ ଜଣେ ଯୁବକ ୨୦୧୯ ମସିହା ମାର୍ଚ୍ଚ ୮ ତାରିଖ ଦିନ ଖଇରା ଥାନା ଅଞ୍ଚଳର ଜଣେ ଯୁବତୀକୁ ବିବାହ କରିଥିଲେ। ସେହି ଯୁବତୀଙ୍କ ଆଗରେ ସେ ନିଜକୁ ଜଣେ ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ।କିନ୍ତୁ ତାହା ଥିଲା ସମ୍ପୂର୍ଣ୍ଣ ମିଛ ସେ ଇଞ୍ଜିନିୟର ନଥିଲେ ସେ ଥିଲେ ଜଣେ ସୁରଟ ରେ କାମ କରୁଥିବା ଦିନ ମଜୁରିଆ । ବିବାହର କିଛି ନିଦ ଯାଏ ସବୁକିଛି ଠିକ୍ ଠାକ୍ ଚାଲିଥିଲା କିନ୍ତୁ ଯେତେବେଳେ ୬ ମାସ ପରେ ତାଙ୍କ ପତ୍ନୀ ସୁରଟ ଗଲେ ସେତେବେଳେ ଚିରଞ୍ଜିବି ଙ୍କ ଅସଲି ପରିଚୟ ସାମ୍ନାକୁ ଆସିଲା। ସେ ସେଇଠି ସବୁକିଛି ସତ ଜାଣିବାକୁ ପାଇଥିଲେ ।
ତାଙ୍କ ସ୍ବାମୀ ରାତିରେ ହୋଟେଲକୁ ଯାଇ ନିଜ ଦେହର ଫୋଟ ଉଠାଇ ଝିଅ ମାନଙ୍କୁ ପଠାନ୍ତି ଏବଂ ତା ପରେ ଯେଉଁ ଝିଅ ତାଙ୍କୁ ପସନ୍ଦ କରେ ସେ ତା ପାଖକୁ ଯାଆନ୍ତି ଏବଂ ଶାରୀରିକ ସମ୍ବନ୍ଧ ରଖନ୍ତି। ତାଙ୍କ ସ୍ବାମୀ ଜଣେ ସମଲୀଙ୍ଗି ବୋଲି ସେ ଜାଣିବାକୁ ପାଇଥିଲେ। ଚିରଞ୍ଜିବି ସେଠାରେ ସେ-କ୍ସ ରାକେଟ ଚଳାଇଥିଲେ।ଏହି ସବୁ କଥା ତାଙ୍କ ପତ୍ନୀ ଜାଣିବା ପରେ ସେ ତାଙ୍କ ପତ୍ନୀଙ୍କୁ ବି ଛାଡ଼ି ନଥିଲେ। ସେ ତାଙ୍କୁ ବି ବାଧ୍ୟ କରିଥିଲେ ସେହି ସେ-କ୍ସ ରାକେଟ ରେ ସାମିଲ୍ ହେବାକୁ। କିନ୍ତୁ ପତ୍ନୀ ରାଜି ନ ହେବାରୁ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର ।
ଏହି ଘଟଣା ପରେ ଝିଅଟି ସୁରଟ ଥାନା ର ଦ୍ବାରସ୍ଥ ହୋଇଥିଲା ।କିନ୍ତୁ ତାଙ୍କ ସ୍ବାମୀ ସବୁ ବୁଝିବେ ଭଲ ବାଟକୁ ଫେରି ଆସିବେ ବୋଲି କହି ତାଙ୍କୁ ଘରକୁ ପଠାଇ ଦେଇଥିଲେ।ହେଲେ କଣ୍ ହେଲା କିଛି ଲାଭ ହେଲାଣି ।ଶଶୁର, ଶାଶୁ ,ନଣନ୍ଦ ଏ ମାନଙ୍କୁ କହିଲା ବେଳକୁ ସେମାନେ ଚିରଞ୍ଜିବି ଙ୍କ ପକ୍ଷ ନଉଛନ୍ତି। ଏବେ ପୁଣି ଝିଅ ଟି ଖଇରା ଥାନା ର ଦ୍ବାରସ୍ଥ ହୋଇଛି।ଏବେ ଦେଖିବାକୁ ବାକିରହିଲା ପୋଲିସ ଝିଅଟିକୁ କିପରି ନ୍ୟାୟ ଦେଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।