ମୋ ସ୍ଵାମୀ ଙ୍କୁ ରାତିରେ ପୁରୁଷ ପସନ୍ଦ , ରାତିରେ କରନ୍ତି ଏମିତି କାମ – ଜାଣନ୍ତୁ କଣ କହିଲେ ମହିଳା ।

 

 

ସ୍ଵାମୀ ବିରୁଦ୍ଧ ରେ ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ। ସମଲି-ଙ୍ଗି ସ୍ଵାମୀ ର ରାତିରେ ଭିନ୍ନ ବେଶ । ସ୍ତ୍ରୀ କହିଲେ ଜୀବନ ହେଇଗଲା ଦୁର୍ବିସହ । ଇଞ୍ଜିନିୟର କହି ବାହା କରିଦେଲେ ହେଲେ ଜାଣିଲା ବେଳକୁ ସ୍ଵାମୀ ଜଣେ ସମଲି-ଙ୍ଗି ।ଇଞ୍ଜିନିୟର ନୁହେଁ ବରଂ ସାଧାରଣ ଲେବର୍ । ଆଉ ଚଳାଉ ଥିଲେ ସେ-କ୍ସ୍ ରାକେଟ । ସ୍ଵାମୀଙ୍କ କଳା କାରନାମା ର ଗଦାଗଦା ଫଟୋ ଦେଖି ବିଶ୍ୱାସ କରି ପାରି ନଥିଲେ ତାଙ୍କ ସ୍ତ୍ରୀ ।

 

ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳ ରୁ ଏମିତି ଏକ ଚାନ୍ଚଲ୍ୟ କର ଖବର ସାମ୍ନା କୁ ଆସିଛି । ସ୍ଵାମୀ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ । ମହିଳା ଜଣକ କହିଛନ୍ତି ଯେ , ତାଙ୍କ ସ୍ଵାମୀ ରାତିରେ ପୁରୁଷ ରୁ ନାରୀ ହୁଅନ୍ତି ଆଉ ରାତିରେ ହୋଟେଲ ଯାଇକି ତାଙ୍କ ନିଜ ଶରୀରର ଫଟୋ ଉଠେଇକି ଝିଅ ମାନଂକ ପାଖକୁ ପଠାନ୍ତି । ଆଉ ତାଙ୍କୁ ସେ ପସନ୍ଦ ଆସିଲେ , ତାଙ୍କୁ ନେଇକି ଶାରୀରିକ ସଂ-ପ-ର୍କ ରଖନ୍ତି ।ଆଉ ଏମିତି କାମ କରି ସେ ପଇସା ରୋଜଗାର କରନ୍ତି ।

 

ସୋର ଥାନା ମୁଳିଶିଂ ଗ୍ରାମର ଚିରଞ୍ଜିତ ଖିଲାତ୍ ନିଜକୁ ଇଞ୍ଜିନିୟର କହି ୨୦୧୯ ମସିହା ମାର୍ଚ୍ଚ ମାସ ୮ ତାରିଖ ରେ ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ  । ବିବାହ ର ଛଅ ମାସ ଠିକ୍ ଠାକ୍ ଚାଲିବା ପରେ ଚିରଞ୍ଜୀତ ଙ୍କ ଅସଲ ପରିଚୟ ଜଣା ପଡ଼ି ଥିଲା । ଚିରଞ୍ଜିତ କାମ କରୁଥିବା ସହର ସୁରଟ କୁ ଯାଇଥିଲେ ତାଙ୍କ ପତ୍ନୀ । ଆଉ ସେଠି ଯାଇ ଯାହା ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତେବେ ତାଙ୍କ ସ୍ଵାମୀ ଙ୍କ ବିଷୟରେ ସବୁ କଥା ଜାଣି ପାରିଥିଲେ ତାଙ୍କ ପତ୍ନୀ । 

 

ଦିନରେ ପୁଅ ଓ ରାତିରେ ନିଅନ୍ତି ଝିଅ ବେଶ । ଆଉ ଏହା ସହ ଚଳାଉଛନ୍ତି ରାକେଟ । ଏ କଥା ଜାଣିବା ପରେ ବିରୋଧ କରିଥିଲେ  ତାଙ୍କ ପତ୍ନୀ କିନ୍ତୁ ଏହା ବଦଳରେ ମିଳିଥିଲା ଅକଥନୀୟ ଅ-ତ୍ୟା-ଚା-ର ।କେବଳ ଏତିକି ନୁହେଁ ଦେହ ବ୍ୟବସାୟ ରେ ସାମିଲ ହେବାକୁ ପତ୍ନୀ ଙ୍କୁ ଜୋର୍ ଜବରଦସ୍ତ ବାଧ୍ୟ କରିଥିଲେ ଚିରଞ୍ଜିତ । ଆଉ ସ୍ଵାମୀ ଚିରଞ୍ଜିତ ଙ୍କ ସବୁ କାରନାମା ରେ ଶାଶୁ ,ଶଶୁର ଓ ନଣନ୍ଦ ସାମିଲ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୀଡିତା ମହିଳା । ମହିଳା ଜଣକ କହିଛନ୍ତି ଯେ, ସେ ମୋ ସହ ଜମା ସମ୍ପର୍କ ରଖୁନି । ତେବେ ବର୍ତ୍ତମାନ ମହିଳା ଜଣକ ତାଙ୍କ ସ୍ଵାମୀ ଙ୍କ ବିରୁଦ୍ଧ ରେ ଏପରି ଅଭିଯୋଗ ଆଣିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *