ଶେଷରେ ଅ-ଶ୍ଳୀ-ଳ ନାଚ କୁ ଦେଖି କଡା ଜବାବ ଦେଲେ ରାଣୀ ପଣ୍ଡା – ଜାଣନ୍ତୁ କଣ ସବୁ କହିଲେ ରାଣୀ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଅ-ଶ୍ଳୀ-ଳ ନାଚ କୁ ଦେଖି ଶେଷରେ କଡା ଜବାବ ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ରାଣୀ ପଣ୍ଡା କଣ ସବୁ କହିଛନ୍ତି  ,ଆସନ୍ତୁ ଜାଣିବା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 

 

ଦର୍ଶକ ବନ୍ଧୁ ବେଶ୍ ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା ନିଜ ସୋସିଆଲ ମିଡିଆରେ ଲାଇଭ ଆସି ଅନେକ କିଛି କଥା କହିଛନ୍ତି । ରାଣୀ ପଣ୍ଡା କହିଛନ୍ତି ଯେ , ସେ ସମୟରେ କିଛି ସମାଜ ସେବୀ ଛିଡା ହୋଇଥିଲେ ଆଉ କହୁଥିଲେ ରାଣୀ ପଣ୍ଡା କୁ ଆସିବାକୁ ମନା । ଏହାପରେ ରାଣୀ କହିଛନ୍ତି ଯେ ,ଆଉ ଯାତ୍ରା ପାର୍ଟିର ଯେତେ ସବୁ ଭଦ୍ର ମାଲିକ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ମୋର ତଳୁଆ ନମସ୍କାର। 

 

ଲାଗି ଲାଗିକି ରାନୀ ପଣ୍ଡା କୁ ଖଣ୍ଡଗିରି ରୁ ବାହାର କରି ଦେଲ ଆଉ ଵ୍ୟାନ କରିଦେଲ ।

ରାଣୀ ପଣ୍ଡା ଏହାପରେ କହିଛନ୍ତି ଯେ, ଶଳାଏ ତମେ ଏବେ କେଉଁଠି ଶୋଇଛ । ମୁଁ କିଛି ନ କରି ମିଛ ଅପମାନ ପାଇବି ଏବଂ ବଦନାମ ହେଇକି ବଞ୍ଚିବି । ଆଉ ଯେଉଁ ମାନେ ପ୍ରକୃତ ରେ ସେଇଆ ସେମାନଙ୍କର ତ କିଛି କରି ପାରୁନ । ତମେ ତାଙ୍କ ଗୋଟେ ଚୁଟି ବି ଓପାଡି ପାରୁନ ।

 

ଅଭିନେତ୍ରୀ ରାଣୀ ପଣ୍ଡା ଏହାପରେ କହିଛନ୍ତି ଯେ,ତମ ମାନଙ୍କ ମୁଁହ କୁ ଟିକେ ବି ଲଜ୍ୟା ନାହିଁ । ଦୁଇ ବର୍ଷ ତଳେ ତମେ ମାନେ ବା ମତେ ସଚ୍ଚିଦାନନ୍ଦରେ ବ୍ୟାନ୍ କରେଇଥିଲ । ରାଣୀ ପଣ୍ଡା କାଳେ ନ-ଙ୍ଗ-ଳା ହେଇକି ନାଚି ଦେବ ଆଉ ତମ ଇଜ୍ଜତ ପଳେଇବ । କିନ୍ତୁ ଏବେ ତ ତମ ଇଜ୍ଜତ ରହି ଯାଉଛି ।ଆଉ ଏବେ ତମେ ମାନେ ସବୁ କେଉଁଠି ସୋଇଛ । ତେବେ ନିକଟରେ ଲାଇଭ ଆସି ଅଭିନେତ୍ରୀ ରାଣୀ ପଣ୍ଡା ଏହି ସବୁ କଥା କହିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

  

Leave a Reply

Your email address will not be published. Required fields are marked *