ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ଛତାବରରେ ରାନୀ ପଣ୍ଡାଙ୍କ ଦେଖିବାକୁ ମିଳିଲା ତାଣ୍ଡବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବନ୍ଧୁଗଣ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଛାତବରର ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ମିଳିଛି । ଯିଏ କି ସବୁବେଳେ ବିବାଦକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ତେବେ ସେ ଏହି ମଞ୍ଚରେ ଏଣ୍ଟ୍ରି କରିବା ପରେ କହିଛନ୍ତି କି, ” ଯାହାହଉ ଆଜି ଏହି କାର୍ଯ୍ୟକ୍ରମରେ ମାଇକିନା ପଲ ପ୍ରବଳ । ସେ ଘରୁ ଭାବିକି ଆସିଛନ୍ତି କାଳେ ରାଣୀ ପଣ୍ଡା ନଙ୍ଗଳା ମଙ୍ଗଳା ହୋଇଯିବ କିନ୍ତୁ ସେମିତି ହେଉନି ଠିପି ଟାଇଟ ।କିଛି ଭାଇମାନେ ଏବଂ କିଛି ଧରମ ଘଇତା ମାନେ ବି ରେଡି ହୋଇକି ଅଛନ୍ତି ।
ମୁଁ ଆସିବା ପୂର୍ବରୁ ଶୁଣିଥିଲି କି ଏହି ଅଞ୍ଚଳରେ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଅନୁଷ୍ଠାନର ପିଲା ମାନଙ୍କୁ କହିଲେ କି କଣ ରାଣୀ ପଣ୍ଡାକୁ ନେଇକି ଆସୁଛ ସେଟା ଗୋଟେ ଏକ ନମ୍ବର ଛତରଖାଇ ଟା । ତେବେ ଯେଉଁମାନେ ଏହି କଥା କହିଥିଲେ ସେମାନେ ଯଦି ଏହି ବସିଥିବା ଦର୍ଶକଙ୍କ ମଧ୍ୟରେ ଥିବେ ତାହେଲେ ଜାଣି ପାରୁଥିବେ କି ରାଣୀ ପଣ୍ଡା ଫୁଲ ପିନ୍ଧିକି ଆସିଛି । ଆମେ ସବୁବେଳେ ଚେଷ୍ଟା କରିବା କି ଭଗବାନଙ୍କ ପାଇଁ କିଛି ସମୟ ବାହାର କରିବା ଏବଂ ହୃଦୟବାନ ମଣିଷଟିଏ ହୋଇଥିବା ଦରକାର ।
ମୁଁ ଏବେ ଘଣ୍ଟାଏ ରହିବି ପୁରା ତାକଧୀନାଧୀନ କରିବି ମା ଭଉଣୀ ମାନେ କାଠେଇକି ବସିବ ନହେଲେ ପୁଣି କହିବ ନାହିଁ ରାଣୀ ପଣ୍ଡା ଆସିଥିଲା ଆମ ଛୁଆ ପିଲାଙ୍କୁ ପୁଣି ଖରାପ କରିକି ପଳେଇଲା । ମାନେ କି ଖଣ୍ଡଗିରିରେ ମୋର ବ୍ଲାଉଜ ଖୋଲିଲା ସେହି ଦିନରୁ ମୁଁ ଅପମାନର ପାତ୍ରୀ ହୋଇକି ଆଜି ପର୍ଯ୍ୟନ୍ତ ବଞ୍ଚିଛି । କିନ୍ତୁ କିଛି ମାତ୍ରାରେ ଦର୍ଶକ ଅଛନ୍ତି ଯେଉଁ ମାନେ ମତେ ବହୁତ ଭଲ ପାଆନ୍ତି ଏଣୁ ମୁଁ ଆଜି ବି ଏକ କଳାକାରର ମାନ୍ୟତା ପାଇ ରାଣୀ ପଣ୍ଡାର ଆଖ୍ୟା ନେଇ ମଞ୍ଚରେ ଠିଆ ହୋଇ କଳା ପରିବେଷଣ କରିବାର ସୋଭାଗ୍ୟ ମତେ ମିଳୁଛି ।
ତେବେ ରାଣୀ ପଣ୍ଡା ଏହା ମଧ୍ୟ କହିଛନ୍ତି କି ଆସନ୍ତା ବର୍ଷ ଏହି ଛତାବରରେ କାର୍ତ୍ତିକଶ୍ଵରୀ ପୂଜାରେ ମୁଁ ମୂର୍ତ୍ତି ଡୋନେଟ କରିବି । ଆଉ ଆପଣଙ୍କ ଅଞ୍ଚଳରେ ଯଦି କେହି ଗରିବ ସାହାଯ୍ୟର ହାତ ବଢ଼ାନ୍ତି ତେବେ ମୁଁ ନିଶ୍ଚିୟ ମୋ ସକ୍ଷମକୁ ନେଇ ମୁଁ ତାଙ୍କ ଘରେ ଚୂଡ଼ା ଚାଉଳ ନେଇ ପହଞ୍ଚିଯିବି । ଆଜ ଏହା କହିବା ପରେ ରାଣୀ ପଣ୍ଡା କେତୋଟି ଗୀତରେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତାଙ୍କର କଥା ଶୁଣି ଦର୍ଶକ ମଧ୍ୟ ରାଣୀ ପଣ୍ଡାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।