ଫିକା ପଡିଲା ଭାରତ ର Semi-Final ଆଶା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଆହତ ହେଲେ ଆଫଗାନିସ୍ତାନ ର ସବୁଠୁ ବଡ଼ ଷ୍ଟାର ପ୍ଲେୟାର…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24 କୁ । ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ବାଦ ପଡିଲେ ଆଫଗାନିସ୍ତାନ ର ସବୁଠୁ ବଡ଼ ଷ୍ଟାର ପ୍ଲେୟାର । ଭାରତ ଆଶା ମଉଲୀଳା । ଆସନ୍ତୁ ଜାଣିବା କିଏ ସେହି ଷ୍ଟାର ପ୍ଲେୟାର ।

ଭାରତ ପାଇଁ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ କୁ ହରେଇବା ଗୁରୁତ୍ୱପୂର୍ଣ୍ଣ ଯଦି ଆଫଗାନିସ୍ତାନ ନାହରେଇ ପରେ ତାହେଲେ ଭାରତ ପାଇଁ ସବୁ ବାଟ ବନ୍ଦ ହୋଇଯିବ । ଭାରତ ସେମିଫାଇନାଲ ଆଶା ଆଫଗାନିସ୍ତାନ ଉପରେ ନିର୍ଭର କରୁଛି । ଏହି ଭଳି ପରିସ୍ଥିତି ରେ ଆଫଗାନିସ୍ତାନ ର ଷ୍ଟାର ଅଳରାଉଣ୍ଡର…

ଦଳ ପ୍ରମୁଖ ଖେଳାଳି ମୁଯିବ ରେହମାନ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଯାହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏପରି ପରିସ୍ଥିତିରେ ଭାରତ କ୍ରିକେଟ ଦଳ ପୁରା ଚିନ୍ତାରେ । 7 ତାରିଖ ମ୍ୟାଚ ରେ ସମସ୍ତିଙ୍କ ନଜର ରହିବ ।

ଯଦି ଆଗକୁ ବି ଆପଣ ଏହି ଭଳି ଖେଳ ଖବର ଚାଂହୁଛନ୍ତି ତାହେଲେ ତଳେ ଗୋଟିଏ Like କରନ୍ତୁ । ଜୟ ଜଗନ୍ନାଥ ।

 

 

Leave a Reply

Your email address will not be published. Required fields are marked *