ଆପଣଙ୍କ ପାର୍ଟନର ଆପଣଙ୍କୁ ସମୟ ଦେଉ ନାହାନ୍ତି କି । ତେବେ ଏହି କାମ କରନ୍ତୁ ତୁମକୁ ସମୟ ଦେଉନଥିବା ପାର୍ଟନର ତମ ପଛରେ ପାଗଳ ପରି ପଡିଯିବ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆପଣଙ୍କ ପାର୍ଟନର ଆପଣଙ୍କୁ ସମୟ ଦେଉ ନାହାନ୍ତି କି । ତେବେ ଏହି କାମ କରନ୍ତୁ ତୁମକୁ ସମୟ ଦେଉନଥିବା ପାର୍ଟନର ତମ ପଛରେ ପାଗଳ ପରି ପଡିଯିବ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସମ୍ପର୍କରେ ଯେତେବେଳେ ପାର୍ଟନର ଆପଣଙ୍କୁ ଗୁରୁତ୍ଵ ଦେବା କମ କରିଦିଏ ସେହି କଥା କୁ ଚିନ୍ତା କରି ଆପଣ ବହୁତ ବ୍ୟସ୍ତ ହୋଇଯାଆନ୍ତି । କାହିଁକି ନା ତାହାର ବ୍ୟବହାର ଆପଣଙ୍କୁ ବହୁତ୍ ଖରାପ ଲାଗେ । ଆପଣ ଭାବନ୍ତି ଆରମ୍ଭ ରୁ ସେ ମୋତେ ବହୁତ ଭଲ ପାଉଥିଲା ମତେ ବହୁତ ଭଲ ଫିଲ କରାଉଥିଲା ଆଉ ସମୟ ମଧ୍ୟ ଦେଉଥିଲା । ହେଲେ ସେ ମଣିଷ ମୋ ସହ ଏବେ ଭଲରେ କଥା ପଦେ ବି ହେଉ ନାହିଁ । 

 

ଆପଣ ଜାଣି ପାରନ୍ତି ଯେ ଏହି ସମ୍ପର୍କ ରେ ଆପଣଙ୍କର ଗୁରୁତ୍ଵ ଦିନକୁ ଦିନ କମ ହେବାକୁ ଲାଗିଛି ତଥାପି ଆପଣ ବୁଝି ପାରନ୍ତି ନାହିଁ ଯେ ଏପରି କାହିଁକି ହେଲା । ଭାବନ୍ତି ଯେ ସେ ତ ତାହାର ନିଜ ଇଛା ରେ ମତେ ପସନ୍ଦ କରିଥିଲା ମୁଁ ବି ତାକୁ ପସନ୍ଦ କରିଥିଲି ହେଲେ ସେ ମଣିଷ ଏତେ ଶୀଘ୍ର କିପରି ବଦଳି ପାରିଲା  । ଆପଣ ଏହାର କାରଣ ବୁଝିପାରନ୍ତି ନାହିଁ । ଆପଣ ଜାଣିବା ଦରକାର ସମ୍ପର୍କ ଯେତେବେଳେ ଆରମ୍ଭ ହୋଇଥିଲା ସେ ଆପଣଙ୍କ ଠାରୁ ବହୁତ ସ୍ନେହ ପାଉଥିଲା । 

 

ସମସ୍ତେ ଚାହାଁନ୍ତି ମୋର ପ୍ରେମିକ ମୋ ପାଇଁ ବହୁତ କେୟାର କରୁ ଏବଂ ଲୟାଲ ରହୁ।ଆଉ ମତେ ସବୁଠାରୁ ବେଶୀ ଭଲ ପାଉ । ଆପଣ କାହାକୁ ବି ପଚାରି ପାରନ୍ତି ଯେ ତୋର ପାର୍ଟନର କିପରି ହେଲେ ତୁ ଖୁସି ହେବୁ । ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ସହ ଭଲରେ ରହିବେ ଆଉ ସମୟ ଦେବେ ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । ପ୍ରଥମ କଥା ହେଉଛି ନିଜ ପର୍ତ୍ତନରକୁ ପ୍ରେମର ରସ ଚଖାଇବାକୁ ପଡିବ । 

 

ଦ୍ୱିତୀୟରେ କେବେବି ନିଜ ପାର୍ଟନରଙ୍କ ସହିତ କୌଣସି ପ୍ରମିସ କରନ୍ତୁ ନାହିଁ ଯେପରି ଆପଣ ତାଙ୍କ ସହ ସାରା ଜୀବନ ରହିବେ ।ତାଙ୍କ ମନରେ ଆପଣଙ୍କୁ ହରାଇବାର ଭୟ ରହିବା ଆବଶ୍ୟକ । ଯଦି ଏହି ଭୟ ତାଙ୍କ ମନରେ ରହିବନିତ ସେ ଆପଣଙ୍କ ଉପରେ ଅଧିକ ଧ୍ୟାନ ଦେବେନାହିଁ । ଅନେକ ସମୟରେ ପାର୍ଟନର ଙ୍କ ପ୍ରଶଂସା କରନ୍ତୁ ଆଉ କୁହନ୍ତୁ କି ସେ ଅନ୍ୟ ମାନଙ୍କ ଅପେକ୍ଷା ବହୁତ ଭଲ । ଏହି କଥା ସବୁ ଧ୍ୟାନ ରଖିଲେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ପାଗଳ ହୋଇ ରହିବେ ଆଉ ସମୟ ମଧ୍ୟ ଦେବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *