ଇଂଲିଶ ଶିକ୍ଷୟିତ୍ରୀ ଙ୍କ ନାଚ ଦେଖି ନିଜକୁ ରୋକି ପାରିଲେନି ଗଣିତ ଶିକ୍ଷକ – ଆଉ ତାପରେ କଲେ ଏମିତି ….

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଡ଼୍ୟାନ୍ସ ଭିଡ଼ିଓ ଅପଲୋଡ଼ ହୋଇଥାଏ । ଆଉ ସେଥି ମଧ୍ୟରୁ କିଛି ଭିଡ଼ିଓ ଦେଖିବାକୁ ଆମକୁ ମଜା ଲାଗେ ,ଆଉ କିଛି ଭିଡ଼ିଓ ମନକୁ ବି ଛୁଇଁ ଯାଏ । ଆଉ କିଛି ଭିଡ଼ିଓ ଏମିତି ମଜାଦାର ହୋଇଥାଏ ଯେ ,ଯାହାକୁ ଦେଖିଲେ ହସି ହସି ପେଟ ଦରଜ ହୋଇଯାଏ । 

 

ତେବେ ବର୍ତ୍ତମାନ ସମୟରେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ  ହେଉଛି ।ସ୍କୁଲ ର ବାର୍ଷିକ କାର୍ଯ୍ୟକ୍ରମରେ ଅନେକ ଥର ପିଲାଙ୍କ ଡ଼୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖିବାକୁ ମିଳିଛି ଯେ, ଏହି କାର୍ଯ୍ୟକ୍ରମ ରେ କେବଳ ପିଲା ନୁହଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଖୁବ୍ ଉପଭୋଗ କରୁଛନ୍ତି । 

 

କିନ୍ତୁ ଥରେ କଳ୍ପନା କରନ୍ତୁ ତ ଯଦି ପିଲା ମାନଙ୍କ ବ୍ୟତୀତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏମିତି ହେବେ ତାହେଲେ ସେଠି କଣ ହେବ । ହଁ ଆଜ୍ଞା ବର୍ତମାନ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍କୁଲର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଅତି ମଜାଳିଆ ଢଙ୍ଗ ରେ ନାଚୁଥିବାର ଦେଖିବାକୁ ମିଳିଛି ।

 

ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଶିକ୍ଷୟିତ୍ରୀ ଗୀତ ଗାଉଥିବା ବେଳେ ପ୍ରଥମେ ଇଂରାଜୀ ଶିକ୍ଷୟିତ୍ରୀ ନାଚିବା ଆରମ୍ଭ କରନ୍ତି ଓ ପରେ ତାଙ୍କୁ ଦେଖି ଗଣିତ ଶିକ୍ଷକ ଆଉ ନିଜକୁ ରୋକି ନ ପାରି ମଜାଳିଆ ଢଙ୍ଗରେ ନାଚିବା ଆରମ୍ଭ କରିଦେଲେ । ଶିକ୍ଷକ ଙ୍କ ଠୁମକା ଦେଖି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଅଟକାଇବାକୁ ଆସନ୍ତି କିନ୍ତୁ ଗଣିତ ଶିକ୍ଷକ ତାଙ୍କ କଥା ଶୁଣିବାକୁ ନାରାଜ । ତେବେ ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେବାରେ ଲାଗିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *