କୁମ୍ଭୀର ପାଟିରୁ ବଞ୍ଚିଲେ ମତ୍ସଜୀବୀ । ଦେଖନ୍ତୁ ଏହି ଛାତିଥରା ଭୟଙ୍କର Video….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବୈତରଣୀ ନଦୀରେ କୁମ୍ଭୀର ଆ-ତ-ଙ୍କ । ମୁଆଁଘାଟରେ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଗଲେ କିଛି ମତ୍ସ୍ୟଜୀବୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବୈତରଣୀ ନଦୀରେ ଦେଖାଦେଇଛି କୁମ୍ଭୀର ଆ-ତ-ଙ୍କ । ଆରଡ଼ି ନିକଟସ୍ଥ ମୁଆଁଘାଟ ରେ କୁମ୍ଭୀର ଆ-କ୍ର-ମ-ଣରୁ ଅଳ୍ପରେ ବର୍ତ୍ତି ଯାଇଛନ୍ତି କିଛି ମତ୍ସ୍ୟଜୀବୀ । ଗତକାଲି ଅର୍ଥାତ ଗୁରୁବାର ଅମାବାସ୍ୟା ତିଥି ଥିବାରୁ ସମୁଦ୍ର ରେ ଜୁଆର ଉଠି ଫୁଲି ଉଠି ଥିଲା ଚାନ୍ଦବାଲି ଓ ଆରଡି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ । ଏପରିକି ଦୈ-ନ-ନ୍ଦି-ନ ପରି ଆରଡି ନିକଟସ୍ଥ ମୁଆଁ ଗାଁର କିଛି ମତ୍ସ୍ୟଜୀବୀ ରାତି ପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମାଛ ମା-ରି-ବା ପାଇଁ । ହେଲେ ନଦୀରେ ମତ୍ସ୍ୟଜୀବୀ ମାନେ ଜାଲ ମା-ରୁ-ଥି-ବା ବେଳେ ହଠାତ ଦେଖିବାକୁ ପାଇଥିଲେ ପ୍ରାୟ ପାଖା ପାଖି ୧୫/୧୬ ଫୁଟ ଲମ୍ବର କୁମ୍ଭୀର । 

 

କୁମ୍ଭୀର ଏପରି ହିଂ-ସ୍ର ଥିଲା ମତ୍ସ୍ୟଜୀବୀଙ୍କ ପାଟି ଶୁଣି ବାରମ୍ବାର ଝା-ମ୍ପ ମା-ରି-ଥି-ଲା । କୁମ୍ଭୀରକୁ ଘଉଡାଇବା ପାଇଁ ମତ୍ସ୍ୟଜୀବୀ ମାନେ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର ସେ ସ୍ଥାନ ଛାଡି ଯାଇ ନଥିଲା ଆହୁରି ପାଲଟା ଆ-କ୍ର-ମ-ଣ କରିବାର ପ୍ରୟାସ କରିଥିଲା । ଫଳରେ ମତ୍ସ୍ୟଜୀବୀ ମାନେ ଡ-ରି-ଯା-ଇ ନିଜ ଜୀବନ ବଞ୍ଚାଇବାକୁ ଯାଇ ନଦୀରେ ଜାଲ ଛାଡି ଡଙ୍ଗା ନେଇ କୂଳକୁ ପଳାଇ ଆସିଥିବା କହିଛନ୍ତି ସାନ୍ତୁନ ଦାସ, ସରବା ମଲିକ, ସଚିଆ ମଲିକ । ସେ କଥାରେ ଅଛି ରଖେ ହରି ତ ମା-ରେ କିଏ । ଅର୍ଥାତ୍ ଈଶ୍ୱର ଯାହାକୁ ର-କ୍ଷା କରିବେ ତା’ର ବା କିଏ କ’ଣ କରିପାରିବ ।

 

ତେବେ ଗତକିଛିଦିନ ହେଲା ଚାନ୍ଦବାଲି, ଆରଡି, ଦୋହରାପାଟଣାଠାରୁ ଆରମ୍ଭ କରି ଧାମନଗର ଗାନ୍ଧିଘାଟ ପର୍ଯ୍ୟନ୍ତ ଦୀର୍ଘ ୨୦/୨୫କିମି ନଦୀରେ କୁମ୍ଭୀର ସନ୍ତରଣ କରିବା ସହ ହିଂ-ସ୍ର ହୋଇ ଖାଦ୍ୟ ଅନ୍ବେଷଣରେ କେତେବେଳେ ଗୃ-ହ-ପା-ଳି-ତ ପଶୁ ତ ଆଉ କେତେ ବେଳେ ମଣିଷଙ୍କୁ ଝା-ମ୍ପି ନେଉଛି । ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ କେବଳ ସଚେତନତା ଫଳକ ମା-ରି ଚୁପ ବସିଛି । ଯଦି ନଦୀରୁ କୁମ୍ଭୀରଙ୍କୁ ଘଉଡାଇ ଦିଆଯାଆନ୍ତା ତାହାଲେ ହିଂ-ସ୍ର କୁମ୍ଭୀର କାହାରି କିଛି କ୍ଷ-ତି କରନ୍ତେ ନାହିଁ । ଏ ଅଞ୍ଚଳର ଅଧିକାଂଶ ଲୋକ ନଦୀରେ ମାଛ ମା-ରି ନିଜର ପରିବାର ପୋ-ଷ-ଣ କରିଥାନ୍ତି । 

 

ଯଦି କୁମ୍ଭୀର ଭୟରେ କେହି ନଦୀକୁ ନଯିବେ ତାହେଲେ ତାଙ୍କ ପରିବାର ଉପାସ ରହିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଅନ୍ୟପଟେ ଏହି ମୁଆଁଘାଟରେ ପ୍ରତିଦିନ ଉଭୟ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ର ଲୋକ ମଟର ବୋଟ ଓ ଦେଶୀ ଡଙ୍ଗା ଦ୍ବାରା ନଦୀ ପାରି ହୋଇ ଯାତାୟତ କରିବା ସହ ପ୍ରସିଦ୍ଧ ମହାଦେବ ମନ୍ଦିର ବାବା ଆଖଣ୍ଡଳମଣି ଙ୍କ ପୀଠ କୁ ବହୁ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ଯେପରି କୁମ୍ଭୀର ପାଟିରେ କାହାରି ପ୍ରା-ଣ ନ ଯିବ ସେଥିପାଇଁ ସ୍ଥାୟୀ ପ୍ର-ତି-କା-ର କରିବାକୁ ଜନ ସାଧାରଣରେ ଦାବି ହୋଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *