କାଲିଠୁ ଲାଗୁ ବଡ ନିୟମ , ମାନନ୍ତୁ ନହେଲେ ପସ୍ତେଇବେ…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଯାହାକି ଆପଣ ମାନେ ଜାଣିବା ନିହାତି ଆବଶ୍ୟକ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ପ୍ରଥମ ଖବର ଟି ହେଉଛି ବର୍ତ୍ତମାନ ରାଜ୍ୟ ବାସୀ ଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ମିଳିଥିବା ସୂଚନା ଅନୁଯାୟୀ ,ଓଡିଶା କୁ ମିଳିବ 9 ଲକ୍ଷ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଆୱାସ କେନ୍ଦ୍ର। ତେବେ ପୂର୍ବରୁ ଏହାକୁ ନେଇ ବିବାଦ ଉପୁଜିି ଥିବା ବେଳେ ବର୍ତ୍ତମାନ ଏହାର ବାଟ ଫିଟିଛି । ତେବେ ପ୍ରାଥମିକ ପର୍ଯ୍ୟାୟ ରେ 5.69 ଲକ୍ଷ ହୀତାଧିକାରୀ ଙ୍କୁ ପିଏମ୍ ଆୱାସ ଯୋଜନା ରେ ସାମିଲ କରାଯିବ ବୋଲି ସ୍ଥିର କରାଯାଇଛି । ତେବେ 9 ଟି ଜିଲ୍ଲାର ଯୋଗ୍ୟ ହୀତାଧିକାରୀ ମାନଙ୍କ ତାଲିକା ନେଇ ଆଲୋଚନା ହୋଇଥିବା ଜଣା ପଡିଛି ।

 

ଦ୍ଵିତୀୟ ଖବର ଟି ହେଉଛି ରାଜ୍ୟ ସରକାର ଙ୍କ ପରବର୍ତି କୃଷି ଆକ୍ସନ ପ୍ଲାନ । ସୂଚନା ଅନୁଯାୟୀ ,ରାଜ୍ୟର 5 ହଜାର ଗ୍ରାମ ରେ ଖୋଲିବାକୁ ଯାଉଛି ବିହନ ବ୍ୟାଙ୍କ୍ । ଆଉ ଏଥିପାଇଁ ୧୦ ବର୍ଷରେ ୧୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ତେବେ ଆସନ୍ତା ୨୦୩୦ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖା ଯାଇଛି ।

 

ତୃତୀୟ ଖବର ଟି ହେଉଛି , ରାଜ୍ୟ ସରକାର ଙ୍କ ନିଷ୍ପତି ଅନୁଯାୟୀ ଏଣିକି ଘରୋଇ ହସ୍ପିଟାଲରେ ଦୂ-ର୍ଘ-ଟ-ଣା ରେ ଆହାତ ହୋଇଥିବା ବ୍ୟକ୍ତି ଙ୍କୁ ମିଳିବ ମାଗଣା ଚିକିତ୍ସା । ସରକାରୀ ବ୍ୟତିତ ଘରୋଇ ହସ୍ପିଟାଲ ରେ ବି ଏହି ସୁବିଧା ମିଳିବ । ଦୂ-ର୍ଘ-ଟ-ଣା ରେ ମୃ-ତ୍ୟୁ ହାରକୁ କମ କରିବା ପାଇଁ ସରକାର ଏମିତି ଏକ ପ୍ରଦକ୍ଷେପ ନେଇଥିବା ଜଣା ପଡିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *