ବଡ଼ ଦୁଃଖ ଖବର | ଆଉ ନାହାଁନ୍ତି ଏହି ମହାନ ଅଭିନେତା…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସାମ୍ନା କୁ ଆସିଲା ଏକ ବଡ ଦୁଃଖଦ ଖବର । ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଏହି ହିରୋ । ଓଡ଼ିଆ ଧାରାବାହିକ ପରୀ ର ହିରୋ ଆଉ ନାହାଁନ୍ତି । ତେବେ ତାଙ୍କ ବିୟୋଗ ରେ ବର୍ତ୍ତମାନ ଓଲିଉଡ଼ ରେ ଶୋକ ର ଲହରୀ ଖେଳି ଯାଇଛି।  ତେବେ ତାଙ୍କ ବିୟୋଗ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ।

 

ତେବେ ଜଣାଇ ରଖୁଛୁ ଯେ , ହୃଦଘାତ ହେବା ଯୋଗୁଁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଏହି ଅଭିନେତା ଜଣକ ଅନେକ ଗୁଡ଼ିଏ ଧାରାବାହିକ ଏବଂ ଆଲବମ ରେ ଅଭିନୟ କରିଛନ୍ତି । ତେବେ ତାଙ୍କର ଅଚାନକ ବିୟୋଗ ରେ ବର୍ତ୍ତମାନ ଶୋକ ର ଲହରୀ ଖେଳି ଯାଇଛି ଏବଂ ଅନେକ କଳାକାର ମାନେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

 

 ତେବେ ଜଣାସୁଣା ସମ୍ବଲପୁରୀ ଅଭିନେତା ସତ୍ୟଜିତ ପୁରହିତ ଙ୍କର ଆଜି ମୃ-ତ୍ୟୁ ହୋଇଛି । ତେବେ ମାତ୍ର ୩୨ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି । ତେବେ ସେ ପୂର୍ବରୁ କୌଣସି ଏକ ରୋଗରେ ପଡ଼ି ସୁସ୍ଥ ହୋଇଥିଲେ କିନ୍ତୁ ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ କୁ ନିଆ ଯାଇଥିଲା । ଆଉ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିବା ଖବର ଦେଇଥିଲେ ଡାକ୍ତର । ଏହାକୁ ନେଇ ବର୍ତ୍ତମାନ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *