ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସିନେମା ଜଗତରୁ ଆସିଲା ବଡ଼ ଦୁଃଖ ଖବର,ଆଉ ନାହାଁନ୍ତି ଏହି ମହାନ ଅଭିନେତା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସଂସାରରେ ମଣିଷ ଜୀବନ ଜନ୍ମ ମୃ-ତୁର ଛକାପଞ୍ଝା ଖେଳ ଭିତରେ ଅତିବାହିତ ହୋଇଥାଏ । ଜନ୍ମ ମ-ର-ଣ ଏ ଦୁଇଟି ପରଷ୍ପର ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ । ଜନ୍ମ ଅଛି ମାନେ ମ-ର-ଣ ସୁନିଶ୍ଚିତ । ସଂସାରରେ ପରିଚାଳିତ ହେଉଥିବା ସମସ୍ତ ମାନବ କାଳର କରାଳ ଗତିରେ କେବେ ବି ବର୍ତ୍ତି ପାରନ୍ତି ନାହିଁ । ବିଧାତା କେତେବେଳେ କାହା ଉପରେ ଦାଉ ସାଧିବ ଏହା କେହି ବି ଜାଣି ନାହାନ୍ତି।
ଆମ ସମସ୍ତଙ୍କ ଜୀବନର ମାନଦଣ୍ଡ ସେହି ଭଗବାନ ଙ୍କ ଉପରେ ନ୍ୟସ୍ତ ।କେତେବେଳେ କିଏ ବଞ୍ଚିବ ଓ ମରିବ ତାହା କେହି ଜାଣି ନଥାନ୍ତି । ମଣିଷ ର ଜୀବନ ଭାରି ବିଚିତ୍ର । କେଇଟା ମହୂର୍ତ୍ତ ରେ ଜୀବନ ଆଉ ମରଣ । ଆଖି ପିଞ୍ଚୂଳକେ ଜୀବନ ଚାଲିଯିବ ଜଣା ପଡ଼ିବ ନାହିଁ । କେତେବେଳେ କାହାକୁ କଣ ହୋଇ ଯିବ ମ-ର-ଣ ଆସି କେତେବେଳେ ପହଞ୍ଚିବ ତାର ବାସ୍ତବତା ନାହିଁ ।
ନିଜର ନିପୁଣ ଅଭିନୟ ଦ୍ଵାରା ଦର୍ଶକ ଙ୍କ ମନ ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ମନୋରଞ୍ଜନ ର ଖବର ପାଇଁ ସମସ୍ତେ ତତ୍ପର ଥାନ୍ତି । ତେବେ ଏହି କଳାକାର ଙ୍କ ବିୟୋଗ ବର୍ତ୍ତମାନ ସିନେମା ଜଗତ ରେ ଦୁଃଖ ର ଛାୟା ଖେଳାଇ ଦେଇଛନ୍ତି । ସାଧାରଣ ଲୋକର ମ-ର-ଣ ହେଲେ ସେମାନଙ୍କ ପାଇଁ କେହିବି ଲୁହ ଗଡାନ୍ତି ନାହିଁ କିନ୍ତୁ ଯଦି ଜଣେ ସେଲିବ୍ରେଟି ଙ୍କ ମ-ର-ଣ ହୁଏ ତେବେ ତାଙ୍କ ପାଇଁ ସମସ୍ତେ ଲୁହ ଗଡେଇଥାନ୍ତି ।ତେବେ ଜଣା ସୁଣା ସମ୍ବଲପୁରୀ ଅଭିନେତା ସତ୍ୟଜିତ ପୁରହିତ ଙ୍କର ଆଜି ମୃ-ତ୍ୟୁ ହୋଇଛି ।
ପରଲୋକ ବେଳକୁ ତାଙ୍କୁ 32 ବର୍ଷ ବୟସ ହୋଇଥିବା ବେଳେ ସେ କୈଣସି ଏକ ରୋଗ ରେ ପଡି ସୁସ୍ଥ ହୋଇଥିବା ବେଳେ ତେବେ ଆଜି ସକାଳେ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିବା ବେଳେ । ଘର ଲୋକ ମାନେ କଣ୍ଟା ବାଞ୍ଚି ସହର ରେ ଏକ ଘୋରଇ ଚିକିତ୍ସାଳୟ ରେ ଦେଖେଇ ଥିଲେ ପରେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିବାର ସୂଚନା ଦେଇଥିଲେ ଡାକ୍ତର । ଜାହାକୁ ନେଇ ଏବେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳିଜାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।