ପ୍ରକୃତି ମିଶ୍ର ହୋଇପାରନ୍ତି ଗର୍ଭବତୀ…! କିଛି ଏମିତି କହିଛନ୍ତି ଏହି ଆଇନଜୀବୀ । ଜାଣନ୍ତୁ କଣ ପାଇଁ । 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରକୃତି ମିଶ୍ର ଆଉ ଗର୍ଭବତୀ ନୁହନ୍ତି ତ!.. କିଛି ଏମିତି କହିଛନ୍ତି ଏହି ଆଇନଜୀବୀ । ଜାଣନ୍ତୁ କଣ ପାଇଁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ଜାଣିଥିବେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଛି ଯାହା ଥମିବାର ନାଁ ନେଉନାହିଁ । ତେବେ ଏହି ମାମଲାରେ ଜଣେ ଆଇନଜୀବୀ କହିଛନ୍ତି କି ପ୍ରକୃତି ମିଶ୍ର ଗର୍ଭବତୀ ତ ହୋଇ ନାହାନ୍ତି ଯଦି ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଗଢି ଉଠିଛି ତେବେ ନିଶ୍ଚିନ୍ତ ଭାବେ ପ୍ରକୃତି ଗର୍ଭବତୀ ହେବେ ଆଉ ଡି-ଏନ୍-ଏ ଟେଷ୍ଟ କରିଲେ ଜଣା ପଡିବ ବାବୁସାନ ସେ ଛୁଆର ବାପା କି ନୁହେଁ । 

 

ତେଣୁ ବାବୁସାନ ତାଙ୍କ ସମ୍ପତିର ଅଧା ପ୍ରକୃତିଙ୍କୁ ଦେଇ ଦିଅନ୍ତୁ ଆଉ ନିଜ ପରିବାର ପାଖକୁ ଫେରି ଯାଆନ୍ତୁ । କାରଣ ପରିବାର ହେଉଛି ଆଗ ତାପରେ ଯାହା ହେବ । ତୃପ୍ତି କଣ ପାଇଁ ପ୍ରକୃତିଙ୍କ ପଛରେ ପଡିଛନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ବ୍ୟକ୍ତି ଆଗକୁ ମଧ୍ୟ କହିଛନ୍ତି କି ତୃପ୍ତିଙ୍କୁ ବାବୁସାନ ସମ୍ପତି ସବୁ ଦେଇ ପ୍ରକୃତିଙ୍କ ପାଖକୁ ଯାଇଥାନ୍ତ । ତାପରେ ଜଣା ପଡିଥାନ୍ତା ପ୍ରକୃତି କେତେ ଭଲ ପାଉଛନ୍ତି ବାବୁସାନଙ୍କୁ । ତେବେ କେବେ ବି ନିଜର ବାପା, ମା ଓ ସ୍ତ୍ରୀକୁ ଅନ୍ଧାରରେ ରଖି ପ୍ରେମ କରାଯାଏ ନାହି ବୋଲି ବ୍ୟକ୍ତି ମତ ଦେଇଛନ୍ତି । 

 

ବାବୁସାନ ଭାବୁନାହିଁ ମୋ ଆଖିର ଲୁହ ପଡିଲେ ସବୁ କିଛି ଶେଷ ହୋଇଯିବ । ଚରିତ୍ରକୁ ନେଇ ଯେଉଁ ବିବାଦ ଉଠୁଛି ତାହା କାରଣରୁ ସବୁ ଧ୍ଵଂସ ହୋଇ ସାରିଲାଣି । ଏହି ଯେଉଁ ସମ୍ପର୍କ ଚାଲିଛି ତାହା ଆଗାମୀ ସମୟରେ ସୁସାଇଟ ବା ମର୍ଡର ଭଳି ସ୍ଥିତି ଦେଖା ଯାଇପାରେ । କାରଣ ବାବୁସାନ ଯେଉଁ ଭଳି ନିଶା ସେବନ କରୁଛନ୍ତି ଆଗାମୀ ସମୟରେ ସେ ଆଉ ଠିଆ ହୋଇପାରିବେ ନାହିଁ । ଏମିତି ବି ପରିସ୍ଥିତି ହୋଇପାରେ ତାଙ୍କ ସହ କିଛି ବି ଘଟିପାରେ । ତୃପ୍ତି ପ୍ରକୃତିଙ୍କୁ ମାଡ ମାରିବା ସହ ବାବୁସାନକୁ ଚାପୁଡା ମାରିଥିଲେ । କିନ୍ତୁ ଆଗାମୀ ସମୟରେ ଏମିତି ବି ହୋଇପାରେ ହାତ ବଦଳରେ ଛୁରୀ ଉଠିପାରେ । 

 

ତେଣୁ ବାବୁସାନ, ପ୍ରକୃତି ଓ ତୃପ୍ତିଙ୍କୁ ବ୍ୟକ୍ତି ଜଣକ ଅନୁରୋଧ କରିଛନ୍ତି ୩ ଜଣ ଯାକ ଏକାଠି ହୋଇ ବସି ଆଲୋଚନା କରନ୍ତୁ । ଏହି ମାମଲାରେ ଉଚିତ ସମାଧାନ କରନ୍ତୁ । ସମାଧାନ କରିବା ପରେ ସେମାନଙ୍କର ପିଟିସନ ଦେଇ କେସ ୱୀଥଡ୍ର କରନ୍ତୁ । ଆଉ ସମସ୍ତେ ଜଣାଇବେ ବାବୁସାନଙ୍କର ହୃଦୟ ଅଛି ସେଥିପାଇଁ ସେ ଖରାପ ବାଟ ଛାଡି ନିଜ ସ୍ତ୍ରୀ ଓ ପୁଅ ଓ ପରିବର ପାଖକୁ ଫେରି ଆସିଛନ୍ତି । ଅପରାଜିତା ମହାନ୍ତି ଭାବିବେ ମୁଁ ଯେଉଁ କାନ୍ଦିଛି ତାହାର ପ୍ରଭବ ମୋ ପୁଅ ଉପରେ ପଡିବ । ଡେରି ପଛେ ହେଉ କିନ୍ତୁ ଘରର ପୁଅ ଘରକୁ ଫେରି ଆସିଲା ବୋଲି ମା ହିସାବରେ ଅପରାଜିତା ମନେ କରିବେ । ତୃପ୍ତିଙ୍କ ପରିବାର ଓ ବାବୁସାନଙ୍କ ପରିବାର ଘରୁ ବାହାରିବା ସହ ତୃପ୍ତି ଉତ୍ତମ ମହାନ୍ତିଙ୍କର ଯତ୍ନ ନେବା ଦରକାର ବୋଲି ବ୍ୟକ୍ତି ଏଭଳି ମତ ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *