ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସାମ୍ନା କୁ ଆସିଲା ଏକ ବଡ ଦୁଃଖଦ ଖବର । ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସିନେମା ଜଗତ ରୁ ପୁଣି ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ଚାଲି ଯାଇଛନ୍ତି ଆଉ ଏକ ଅଭିନେତା । ତେବେ ଜଣାଇ ରଖୁଛୁ ଯେ ,ବହୁ ଚର୍ଚ୍ଚିତ ଟିଭି କଳାକାର ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେ-ହା-ନ୍ତ ହେଇଛି। ସୂଚନା ଅନୁଯାୟୀ , ଜିମ୍ ରେ ହୃଦଘାତ ହେବାରୁ ତାଙ୍କ ଜୀବନ ଚାଲି ଯାଇଛି। ତେବେ ସେ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।
ତେବେ ଏଥିପାଇଁ ବର୍ତ୍ତମାନ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ତେବେ ମାତ୍ର ୪୬ ବର୍ଷ ବୟସ ରେ ତାଙ୍କର ପ୍ରାଣ ଚାଲି ଯାଇଛି । ତେବେ ଜୀମ ରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ହସ୍ପିଟାଲ କୁ ନିଆ ଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । କ୍ରୀଷ୍ଣା ଅର୍ଜୁନ ଫିଲ୍ମରେ ଅଭିନୟ କରି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ବହୁତ ଚର୍ଚ୍ଚାକୁ ଆସିଥିଲେ ।
ତେବେ ବହୁତ କମ ବୟସ ରେ ଅଭିନେତା ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ତାଙ୍କ ବିୟୋଗ ରେ ବର୍ତ୍ତମାନ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି ଏବଂ ଅନେକ କଳାକାର ମାନେ ମଧ୍ୟ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ରେ ସିନେମା ଜଗତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଅପୂରଣୀୟ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।