ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାନି ପଣ୍ଡା ଙ୍କୁ ନେଇ ଆସିଲା ବଡ଼ ଦୁଃଖଦ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁ-ଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ଆଉ ଏବେ ଯେଉଁ ମ-ହା-ମା-ରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସା-ଇ-ଟ୍ ରେ ବିଜି, ତେବେ ଆମ ଅଭିନୟ ଜଗତ ତଥା ଯାତ୍ରା ଜଗତକୁ ନେଇ ଏକ କଥା ସୋ-ସି-ଆ-ଲ୍ ମି-ଡି-ଆ-ରେ ଭା-ଇ-ରା-ଲ୍ ହେଉଛି,ଏହାକୁ ଦେଖି ଲୋକମାନେ ମଧ୍ୟ ଅନେକ ଚିନ୍ତାରେ ପଡି ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି କଥାଟି କଣ?
ଓଡିଆ ଯାତ୍ରା ଜଗତର ଜଣେ ବହୁତ ହିଁ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାନୀ ପଣ୍ଡା, ସିଏ ଏହିକିଛି ଦିନ ତଳେ ସୋ-ସି-ଆ-ଲ୍ ମି-ଡି-ଆରେ ମଧ୍ୟ ଅନେକ କଥାକୁ ନେଇ ଚର୍ଚ୍ଚାରେ ଥିଲେ। ହେଲେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସୋ-ସି-ଆ-ଲ ମି-ଡି-ଆରେ ରାନୀ ପଣ୍ଡା ଡାକ୍ତରଖାନା ରେ ଥିବା ସମୟର କିଛି ଫଟୋ ଭା-ଇ-ରା-ଲ୍ ହୋଇଛି, ଏହାକୁ ଦେଖି ଲୋକ ମାନେ ଚିନ୍ତାରେ ପଡି ଯାଇଛନ୍ତି କି ରାନୀପଣ୍ଡାଙ୍କର ହଠାତ୍ ଏପରି କଣ ହେଲା ସେ ଡ଼ାକ୍ତରଖାନାରେ ପହଁଞ୍ଚି ଗଲେ।
ତେବେ ରାନୀ ପଣ୍ଡା ନିଜେ ରାନୀ ପଣ୍ଡା ଫ୍ୟାନ୍ କ୍ଲବ୍ ଜରିଆରେ ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି, ଏଥିରେ ସେ ଡାକ୍ତରଖାନାରେ ଅଛନ୍ତି ଆଉ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ତେବେ ଘଟଣାଟି ଏପରୀ କି, ରାନୀ ପଣ୍ଡା ପରିବା କାଟୁଥିବା ସମୟରେ ତାଙ୍କର ଆଙ୍ଗୁଠି କ-ଟି ଯାଇଥିଲା ଆଉ ଏଥିପାଇଁ ତାଙ୍କର ବିପି ବଢି ଯାଇଥିଲା। ଏଥିପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।