ଅର୍ଚ୍ଚନା ଙ୍କ ଭଉଣୀ ଖୋଲିଲେ ପୋଲ୍ – ଅର୍ଚ୍ଚନା ଓ ନେତା ମାନଂକ ଭିତରେ ଥିଲା ଏମିତି ସମ୍ପର୍କ – ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।

 

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ନେତା ହେବାକୁ ଚାହୁଁଥିଲେ ଅର୍ଚ୍ଚନା । ଅର୍ଚ୍ଚନା ଙ୍କ ଘରକୁ ଆସୁଥିଲେ ବଡ ବଡ। ନେତା । ରାଜନୀତି ପାଇଁ ପ୍ରସ୍ତୁତ କରୁଥିଲେ ରଣନୀତି । ଅର୍ଚ୍ଚନା ଙ୍କ ଭଉଣୀ ଏହା କହିଛନ୍ତି ଯେ ,ରାଜନୀତି ରେ ପ୍ରବେଶ କରି ଅର୍ଚ୍ଚନା ନେତା ହେବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । ଆଉ ବଡ ବଡ ନେତା ଙ୍କ ସହ ସ-ମ୍ପ-ର୍କ ବଢାଇ ଥିଲେ । ସେମାନଙ୍କ ସହ ବସାଉଠା କରୁଥିଲେ ।

 

ଆଉ ସ-ମ୍ପ-ର୍କ ବଢିବା ପରେ ବହୁ ରାଜନେତା ତାଙ୍କ ଘରକୁ ଆସୁଥିଲେ । କେବଳ ଏତିକି ନୁହେଁ ନେତା ମାନେ କିଭଳି ନିଜ ସୁବିଧା ବେଳେ ତାଙ୍କ ଭଉଣୀ ଙ୍କ ସହ ଥିଲେ ଏବଂ ଅସୁବିଧା ବେଳେ ତାଙ୍କ ଠାରୁ ଦୂରେଇ ଗଲେ , ସେ ନେଇ ତାଙ୍କ ଭଉଣୀ କ୍ଷୋଭ ପ୍ରକାଶ କରିଛନ୍ତି ।  ଆଉ କହିଛନ୍ତି ଅର୍ଚ୍ଚନା ଜେଲ ରୁ ମୁକୁଳିବା ପରେ ସମସ୍ତ କଥାର ଗୁମର ଖୋଲିବେ ।

 

ଅର୍ଚ୍ଚନା ଙ୍କ ଭଉଣୀ କହିଛନ୍ତି ଯେ , ସେ ବିଧାନସଭାରେ ଗୋଟେ ସଦସ୍ୟ ହିସାବରେ ଥିଲା । ଆଉ ପ୍ରୋଜେକ୍ଟ କାମ ସେଠି ତାକୁ ମିଳୁଥିଲା । ଆଉ ସେ ଅନେକ ବଡ ବଡ ପ୍ରୋଗ୍ରାମ କୁ ଯାଏ ଏବଂ ବଡ ବଡ ମିଟିଂ କୁ ଯାଏ । ତେବେ ଅର୍ଚ୍ଚନା ଙ୍କୁ ଜାଣିଶୁଣି ଫସାଇ ଦିଆ ଯାଇଥବା ତାଙ୍କର ଭଉଣୀ ଅଭିଯୋଗ କରିଛନ୍ତି । କହିଛନ୍ତି କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ସେମାନଙ୍କ ସ୍ୱାର୍ଥ ପାଇଁ ଅର୍ଚ୍ଚନା ଙ୍କୁ ଫଶାଇ ଦେଇଛନ୍ତି ।

 

ଏହାପରେ କହିଛନ୍ତି ଯେ , ଯେଉଁ ନେତା ମାନେ ସବୁ ଘରକୁ ଆସୁଥିଲେ ସେମାନେ ତ ଜାଣିଥିଲେ ନା ମୋ ଦିଦି କିଛି ଭୁଲ କରିନି ବୋଲି କିନ୍ତୁ ସେମାନେ କାହିଁକି ମିଡ଼ିଆ ସାମ୍ନା ରେ ପାଟି ଖୋଲୁ ନାହାନ୍ତି । ଯେତେବେଳେ ସବୁ ଭଲ ଥିଲା ସେମାନେ ଆମ ପାଖକୁ ଆସୁଥିଲେ କିନ୍ତୁ ଯେତେବେଳେ ନେତା ମନ୍ତ୍ରୀ ଙ୍କ କଥା ପଡ଼ିଲା ସେମାନେ ସବୁ ପଛକୁ ହେଇଗଲେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *