୨୦୨୩ ରୁ ୨୦୨୫ ମଧ୍ୟରେ ହେବେ ଚାରୋଟି ରାଶି ହେବେ କୋଟିପତି।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୨୦୨୩ ରୁ ୨୦୨୫ ମଧ୍ୟରେ ହେବେ ଚାରୋଟି ରାଶି ହେବେ କୋଟିପତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଶି ଫଳ ପ୍ରତି ଦିନ ପରିବର୍ତ୍ତନ ହେଉ ଥାଏ କାରଣ ରାଶି ମାନଙ୍କ ମଧ୍ୟ ରେ ଗ୍ରହ ମାନଙ୍କ ର ଚଳନ ଘଟିଥାଏ ।ଗ୍ରହ ମାନଙ୍କର ଅବସ୍ଥାନ ଯୋଗୁଁ ରାଶି ଫଳ ର ପରି ବର୍ତନ ହୋଇଥାଏ ।ତେଣୁ ରାଶି ଫଳ ଉପରେ ସମ୍ପୂର୍ଣ ନ ହେଲେ ଭି କିଛି ପରିମାଣ ରେ ବିଶ୍ୱାସ ରଖିବା ଉଚିତ ।ଆହୁରି ମଧ୍ୟ ଗୋଟିଏ ମଣିଷ ର ରାଶି ଜନ୍ମ ରୁ ହିଁ ଜଣା ପଡ଼ିଥାଏ ।ବେଳେ ବେଳେ ଜୀବନ ରେ କିଛି କିଛି ଭଲ ଘଟି ଥାଏ ଆଉ କେବେ କେବେ ଜୀବନ ରେ କିଛି ଅଲଗା ଘଟିଥାଏ ଏହି ସବୁ କେବଳ ରାଶି ର ଚଳନ ପାଇଁ ହୋଇ ଥାଏ।ରାଶି ଫଳ ଦେଖିବା ପାଇଁ ବହୁତ ଗୁଡାଏ ଜ୍ୟତିଷ୍କ୍ ରହିଥାନ୍ତି ।ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ରାଶି ଗୁଡ଼ିକ ଉପରେ ମାତା ଙ୍କ ଆଶୀର୍ବାଦ ରହିଛି। କହିବାକୁ ଗଲେ ୨୦୨୩-୨୦୨୫ ପର୍ଯ୍ୟନ୍ତ ଏହି ରାଶିର ଲୋକମାନେ ଉନ୍ନତି କରିବେ।

 

*ମିଥୁନ ରାଶି:- ଏହି ରାଶି ଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ଦେବ ରୂପେ ପୂଜା କରିଥାନ୍ତି । ତେବେ ଏହି ରାଶି ଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ଅସୁବିଧା ବେଶି ସମୟ ପର୍ଯ୍ୟନ୍ତ ରୁହେ ନାହିଁ ଭଗବାନ ଶିବଙ୍କ କୃପାରୁ ଶୀଘ୍ର ଦୂରୀଭୂତ ହୋଇଯାଏ । ଏହି ରାଶିର ବ୍ୟକ୍ତି ମାନେ କର୍ମବାନ ସମ୍ପନ୍ନ ହୋଇଥିବାରୁ ଏମାନେ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ତେବେ ମହାଦେବ ଙ୍କ କୃପାରୁ ଏମାନଙ୍କ ଭାଗ୍ୟରେ ସର୍ବଦା ଖୁସି ହାସି ଲାଗି ରହିଥାଏ । 

 

*ସିଂହ ରାଶି:- ମାତା ଲକ୍ଷ୍ମୀ ଙ୍କ ଆଶିଷ ରୁ ଏମାନଙ୍କ ଜୀବନରେ ସର୍ବଦା ସୁଖଶାନ୍ତି ଲାଗି ରହିଥାଏ । ଏହି ରାଶି ର ବ୍ୟକ୍ତି ମାନେ ବହୁ ପ୍ରଭାବଶାଳୀ ସମ୍ପନ୍ନ ହୋଇଥାନ୍ତି , ଏମାନଙ୍କ ବିଚାରଧାରା ଉଚ୍ଚ କୋଟୀର ସ୍ୱଭାବର ହୋଇଥାଏ । ଏମାନେ ମାତା ଲକ୍ଷ୍ମୀଙ୍କୁ ସର୍ବଦା ଅନୁସରଣ କରୁଥିବାରୁ ଏମାନଙ୍କ ଭାଗ୍ୟରେ ସର୍ବଦା ମହାଦେବ ଙ୍କ କୃପା ରହିଥାଏ । ମହାଦେବ ସର୍ବ ଇଚ୍ଛା ବା ମନସ୍କାମନା ର ଦେବତା ହୋଇଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଥିବା ସବୁ ମନୋବଞ୍ଛା ପୂର୍ଣ୍ଣ ହୋଇଥାଏ ।

 

*ବିଛା ରାଶି:- ବେସରକାରୀ ଚାକିରୀ କ୍ଷେତ୍ର ରେ ପଦନ୍ନୋତି ହୋଇପାରେ । ଯଦି ଆପଣ କୈାଣସି ବାଦବିବାଦରେ ଫସି ରହିଛନ୍ତି ତେବେ ଅନେକ ଶୀଘ୍ର ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ। ଆୟ ବହୁତ୍ ରହିବ । ସାମାଜିକ ଓ ପାରିବାରିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କୌଣସି ଏକ ବଡ଼ ସୁଯୋଗ ଆପଣ ଙ୍କୁ ମିଳିପାରେ ।

 

*କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଥରେ ଯାହା ଗୋଟିଏ ଥର ନିଷ୍ପତ୍ତି ନିଅନ୍ତି ତାହାକୁ ପୂରଣ କରିବା ନିମନ୍ତେ ପ୍ରୟାସ କରିଥାନ୍ତି । ଏମାନେ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କୁ ଧନୀ ହେବାର ସମସ୍ତ ରାସ୍ତା ଜଣାଥାଏ । ଏମାନେ ନିଜର ବୁଦ୍ଧି ଏବଂ ପରିଶ୍ରମ ଦ୍ଵାରା ବହୁତ ଧନ ଅର୍ଜନ କରିଥାନ୍ତି । ମାତ୍ର କୌଣସି ବଡ ନିର୍ଣ୍ଣୟ ନେବା ପୂର୍ବରୁ ଏମାନେ ବହୁତ ଚିନ୍ତା ବିଚାର କରିଥାନ୍ତି । ଏମାନଙ୍କୁ ଜଣାଥାଏ ଯେ ପରିଶ୍ରମ ତଥା ଧର୍ଯ୍ୟଦ୍ଵାରା କିଛି ମଧ୍ୟ କରାଯାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *