ମୁମ୍ବାଇରେ ପୁଣି ଏକ ନୂଆ ବୟଫ୍ରେଣ୍ଡ୍ ସହ ଦେଖିବାକୁ ମିଳିଲେ ପ୍ରକୃତି ମିଶ୍ର । ଫୋଟ ହେଉଛି ଭାଇରାଲ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁମ୍ବାଇରେ ପୁଣି ଏକ ନୂଆ ବୟଫ୍ରେଣ୍ଡ୍ ସହ ଦେଖିବାକୁ ମିଳିଲେ ପ୍ରକୃତି ମିଶ୍ର । ଫୋଟ ହେଉଛି ଭାଇରାଲ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ତେବେ ପ୍ରକୃତି ମିଶ୍ର ଙ୍କୁ ମିଳିଜାଇଛି ନୂଆ ବୟଫ୍ରେଣ୍ଡ । ତେବେ ବନ୍ଧୁଗଣ ଆପଣ ମାନେ କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ମାନଙ୍କରେ ପ୍ରକୃତି ମିଶ୍ର ଏବଂ ବାବୁସାନ ଙ୍କୁ ନେଇ ଭାଇରଲ ହେଉଥିବା ଖବର ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ଏହାରି ମଧ୍ୟରେ ପ୍ରକୃତି ମିଶ୍ର ଓଡିଶା ଛାଡି ମୁମ୍ବାଇ ଚାଲିଜାଇ ଥିଲେ । ପୂର୍ବରୁ ସେ ନିଜର ନୂଆ ସିନେମା ର ସୁଟିଂ ରେ ସେ ବ୍ୟସ୍ତ ରହିଛନ୍ତି । ତେବେ ଆପଣ ମାନେ ପ୍ରକୃତି ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ତେବେ ପ୍ରକୃତି ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଟାଇଲ୍ଡ ଏକ୍ଟ୍ରେସ ଭାବେ ଏଣ୍ଟ୍ରୀ କରିଥିଲେ । 

 

ଆଉ ସେ ବହୁତ ସାରା ସିନେମା ସିରିଏଲ ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି । ତାହାଲେ ପ୍ରକୃତି ମିଶ୍ର ଙ୍କ ବାପା ହେଲେ ମନ୍ମଥ ମିଶ୍ର ସେ ଓଡିଶା ର ଜଣେ ସୁନାମ ଧନ୍ୟ ସଂଙ୍ଗୀତ କାର ମଧ୍ୟରେ ଜଣେ ସେ ବହୁତ ସାରା ଗୀତ ଗାଇଛନ୍ତି । ତେବେ ପ୍ରକୃତି ମିଶ୍ର ଏବଂ ବାବୁସାନ ଙ୍କ ରିଲେସନ କୁ ନେଇ ଗତ ଦିନ ମାନଙ୍କରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଏକାଠୀ ଧରିଥିଲେ ଆଉ ତା ପରେ ପ୍ରକୃତି ମିଶ୍ର ଙ୍କୁ ବିଚ ରାସ୍ତା ରେ ବହୁତ ମାଡ ମାରିଥିଲେ ।

 

ଜାହା ଆପଣ ମାନେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ପାଇଥିବେ । ବର୍ତମାନ ସମୟ ରେ ପ୍ରକୃତି ମିଶ୍ର ମୁମ୍ବାଇ ଚାଲିଜାଇଛନ୍ତି । ତାଙ୍କର ନୂଆ ଗୀତ ଏବଂ ଫିଲ୍ମ ର ସୁଟିଂ ସେ ବ୍ୟସ୍ତ ରହିଛନ୍ତି । ଦୁଇ ରୁ ତିନି ବର୍ଷ ହେଲା ପ୍ରକୃତି ମିଶ୍ର ମୁମ୍ବାଇ ରେ ରହୁଥିବାର ନଜର ଆସିଛନ୍ତି । ସେଠାରେ ସେ ହିନ୍ଦୀ ସିରିଏଲ୍ ଗୁଡିକରେ ଅଭିନୟ କରିବା ସହିତ କିଛି ଫିଲ୍ମରେ କାମ କରିବାରେ ଚେଷ୍ଟା ଜାରି ରଖିଛନ୍ତି । ଓଲିଉଡ଼ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ବ୍ୟତୀତ ଯାତ୍ରା ପାର୍ଟିରେ ମଧ୍ୟ ନଜର ଆସିଥିବାର ଦେଖିବା ପାଇଁ ମିଳିଛନ୍ତି ପ୍ରକୃତି । 

 

ତେବେ ଏସବୁ ଭିତରେ ପୁଣିଥରେ ରିଲେସନସିପକୁ ନେଇ ଚର୍ଚ୍ଚାରେ ପ୍ରକୃତି ମିଶ୍ର । କାରଣ ପୁଣିଥରେ ଆଉ ଏକ ନୂଆ ବୟଫ୍ରେଣ୍ଡ୍ ସହ ନଜର ଆସିଛନ୍ତି ପ୍ରକୃତି ମିଶ୍ର । ଆଉ ତାଙ୍କର ସେହି ନୂଆ ବୟଫ୍ରେଣ୍ଡ୍ ଜଣକ କିଏ ଏପର୍ଯ୍ୟନ୍ତ ସେ ବିଷୟରେ ସଠିକ୍ ଜଣା ପଡିନାହିଁ । କିନ୍ତୁ ସେହି ନୂଆ ବୟଫ୍ରେଣ୍ଡ୍ ସହ କିଛି ଫୋଟ ସୋସିଆଲ ମିଡିଆରେ ବେଶ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *