ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାଇରାଲ ହେଉଛି ପ୍ରକୃତି ମିଶ୍ର ଓ ତାଙ୍କ ନୂଆ ବୟଫ୍ରେଣ୍ଡ୍ ଙ୍କ ଭିଡ଼ିଓ । ତେବେ ଆସନ୍ତୁ ନଜର ପକେଇବା ସମ୍ପୂର୍ଣ୍ଣ ଖବର ଉପରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ତ ଆପଣ ମାନେ ଜାଣିଥିବେ । ତେବେ ଗତ କିଛି ମାସ ତଳେ ସେ ବିବାଦୀୟ ଘେରରେ ଥିଲେ । ଆଉ ଏବେ ମୁମ୍ବାଇ ରେ ନୂଆ ବୟଫ୍ରେଣ୍ଡ ଙ୍କ ସହିତ ନଜର ଆସିଛନ୍ତି ପ୍ରକୃତି ମିଶ୍ର । ଅଭିନେତ୍ରୀ ପ୍ରକୃତି ମିଶ୍ର ଜଣେ ଶିଶୁ କଳାକାର ଭାବେ ମାତ୍ର ୪ ବର୍ଷ ବୟସ ରୁ ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ ।
ଆଉ ସେ ପରବର୍ତୀ ସମୟ ରେ ନିଜର ଅଭିନୟ ମାଧ୍ୟମ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ ସେ ରିଆଲିଟି ସୋ ଜିତିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଯୋଗ ଦେଇଥିଲେ। ତେବେ ଜଣାଇ ରଖୁଛୁ ଯେ ,ଏକ ହିନ୍ଦୀ ସିରିଏଲ୍ ରେ ମଧ୍ୟ ସେ କାମ କରିଛନ୍ତି । ଆଉ ଏହି ଦୁଇ ତିନି ବର୍ଷ ହେବ ପ୍ରକୃତି ମୁମ୍ବାଇ ରେ ରହୁଛନ୍ତି ।
ତେବେ ଗତ କିଛିଦିନ ତଳେ ପ୍ରକୃତି ମିଶ୍ର , ବାବୁଶାନ୍ ଓ ତାଙ୍କ ପତ୍ନୀ ତୃପ୍ତି ଙ୍କ ମାମଲା କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏଥିପାଇଁ ବିବାଦୀୟ ଘେର ରେ ରହିଥିଲେ ପ୍ରକୃତି ମିଶ୍ର । ଆଉ ଏହି ମାମଲା ପରେ ପରେ ପ୍ରକୃତି ମିଶ୍ର ମୁମ୍ବାଇ ପଳେଇ ଥିଲେ ,ଆଉ ସେଠାରେ ପ୍ରକୃତି ନିଜର ବୟଫ୍ରେଣ୍ଡ ଙ୍କ ସହିତ ନଜର ଆସିଛନ୍ତି । ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ତାଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ କମେଣ୍ଟ ମାଧ୍ୟମ ରେ ଜଣାଇବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।