୧୦ ମାସର ପ୍ରେମରେ ୧୦ ଥର ଓୟୋ ନେଇକି ଯାଇଛନ୍ତି । ଆଉ ଏବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୧୦ ମାସର ପ୍ରେମରେ ୧୦ ଥର ଓୟୋ ନେଇକି ଯାଇଛନ୍ତି । ଆଉ ଏବେ ମଜା ସାରିବା ପରେ ପ୍ରେମିକ କହୁଛି ରଖିବନାହିଁ ଛାଡପତ୍ର ଦେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମିକା ଜଣକ କହୁଛନ୍ତି,ମୋ ସହିତ ପ୍ରାୟ ଦିନ ଝଗଡା କରିବ କହିବ ତୋ ରୁମରେ ତ ସାଙ୍ଗମାନେ ଥିଲେ ତୁ କଣ ପଇସା ଦଉନୁ, ମୁଁ କଣ ପାଇଁ ଯିବିନି? ଏମିତି ପ୍ରାୟ ଦିନ ଝଗଡା କରିବ ଆଉ ଦିନେ ଯିବ ୪ ଦିନ ୫ ଦିନ ରହିବ ତାପରେ ଆସିବ । ଯେତେବେଳେ ଆମେ ସମ୍ପର୍କରେ ରହିଥିଲୁ ସେତେବେଳେ ତାଙ୍କ ବାପା ମା ଜାଣିଥିଲେ ହେଲେ ତାଙ୍କ ଦାଦା ଖୁଡି କେହି ଜାଣି ନଥିଲେ । ମୁଁ ୬ ମାସ ତଳେ କୋର୍ଟ ମ୍ୟାରେଜ କରିଥିଲି ତାଙ୍କ ନା ହଉଛି ଜ୍ଞାନ ରଞ୍ଜନ ପ୍ରୁଷ୍ଟି । 

 

ତାଙ୍କ ବାପା ହଉଛନ୍ତି ସଂଗ୍ରାମ କିଶୋର ସୃଷ୍ଟି ତାଙ୍କ ଘର ହଉଛି ସରପଡ଼ା । ତ ଏବେ ସେ ମତେ କହୁଛନ୍ତି ତୁ ଛାଡ଼ପତ୍ର ଦେଇ ଦେ । ହେଲେ ମୁଁ ତାଙ୍କୁ ବହୁତ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଛି ଆଉ ବୁଝେଇବା ପାଇଁ ମଧ୍ୟ ଚେଷ୍ଟା କରିଛି ହେଲେ ସେ ନ ବୁଝିବାରୁ ମୁଁ ଥାନାର ଦ୍ବାରସ୍ଥ ହେଇଛି । ଆମର ପ୍ରାୟ ୧୦ ମାସରେ ସମ୍ପର୍କ ଆଉ ୧୦ ମାସର ସମ୍ପର୍କ ପରେ ସେ ମୋ ସହ ଝଗଡା କରି ଲିଭିଂରେ ରହି ମୋ ରୁମକୁ ଯିବ ସେଠି ରହିବ ଆଉ ମୁଁ ଯଦି କେତେବେଳେ ଡାକିବି ତାହେଲେ ତ ସେ ଯାଏ ଆଉ ରୁହେ । 

 

ପ୍ରାୟ ଦିନ ଝଗଡା କରିବ କହିବ ତୋ ରୁମରେ ତ ସାଙ୍ଗମାନେ ଥିଲେ ତୁ କଣ ପଇସା ଦଉନୁ,ମୁଁ କଣ ପାଇଁ ଯିବିନି? ଏମିତି ପ୍ରାୟ ଦିନ ଝଗଡା କରିବ ଆଉ ଦିନେ ଯିବ ୪ ଦିନ ୫ ଦିନ ରହିବ ତାପରେ ଆସିବ । ତାପରେ ଏବେ କହୁଛି ମୋ ଘାରେ ରାଜି ହଉ ନାହାନ୍ତି ଆଉ ମୁଁ ବାହା ହେବି ନାହିଁ । ଆଗରୁ ମଧ୍ୟ ତାଙ୍କ ଘରେ ରାଜି ନଥିଲେ, ଆଉ ରାଜି ନଥିଲେ ବୋଲି କୋର୍ଟ ମ୍ୟାରେଜ କଲା ଆଉ ଏବେ କହୁଛି ମୁଁ ତତେ ଡିଭୋର୍ଷ ଦେବି । 

 

ମିଡିଆ ପଚାରୁଛନ୍ତି ,ବାହାଘର କେବେ କରିଥିଲେ? ପ୍ରେମିକା କହୁଛନ୍ତି, ବାହାଘର ଜାନୁଆରୀ ୫ ୨୦୨୨ । ମିଡିଆ ପଚାରୁଛନ୍ତି ତାଙ୍କ ଘର ଲୋକ ଜାଣିଛନ୍ତି? ପ୍ରେମିକା କହୁଛନ୍ତି ତାଙ୍କ ଘର ଲୋକ ଏବେ ଜାଣିଛନ୍ତି କୋର୍ଟ ମ୍ୟାରେଜ ବିଷୟରେ ଆଉ ଆମେ ଯେତେବେଳେ ସମ୍ପର୍କରେ ଥିଲୁ ସେତେବେଳେ ଖାଲି ତାଙ୍କ ବାପା ମା ଜାଣିଥିଲେ ଆଉ ତାଙ୍କ ଦାଦା ଖୁଡି କେହି ଜାଣି ନଥିଲେ । ତାଙ୍କ ମାଆ ଯେତେବେଳେ ଜାଣିଲେ ବହୁତ ଅସଭ୍ୟ କରିକି କହିଛନ୍ତି, ଆଉ ତାଙ୍କ ଦାଦା ବି ବହୁତ ଅସଭ୍ୟ କରିକି କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *