ସାମ୍ନାକୁ ଆସିଲେ Rani Panda ଙ୍କ ପ୍ରେମିକ | ଶୁଣନ୍ତୁ ତାଙ୍କ ମୁଁହରୁ କଣ କହୁଛନ୍ତି ସେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । ସାମ୍ନାକୁ ଆସିଲେ ରାଣୀ ପଣ୍ଡାଙ୍କ ପ୍ରେମିକ । ତେବେ ଜାଣନ୍ତୁ ସେ ସମ୍ବନ୍ଧରେ ବାସ୍ତବ କଥାଟି କଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ । ଅନେକ ତାଙ୍କୁ ବିବାଦୀୟ ଅଭିନେତ୍ରୀ ଭାବରେ ଜାଣନ୍ତି । କାରଣ ସେ ତାଙ୍କର କିଛି ବୋଲ୍ଡ ଅନ୍ଦାଜ ପାଇଁ ଏବଂ ଏହାକୁ ନେଇ ତାଙ୍କର ମନ୍ତବ୍ୟ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ । ତେବେ ଅଭିନେତ୍ରୀ ରାନୀ ପଣ୍ଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଅଟନ୍ତି । ସେ ଯାତ୍ରା ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା । 

 

ଆପଣମାନେ ଜାଣିଛନ୍ତି ଯେ ସେ ଯାତ୍ରା ପେଣ୍ଡାଲ ରେ ହଟ୍ ଡାନ୍ସ ର ବଡ଼ ଧମାକା ଦେଖାଉଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ।ଏହା ସହିତ ସେ ଅଭିନୟ ମଧ୍ୟ କରିଛନ୍ତି । ସେ ତାଙ୍କର ଅଭିନୟ ଏବଂ ଡାନ୍ସ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ । ତେବେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରାନୀ ପଣ୍ଡା । ଏଥର ରାନୀଙ୍କୁ ନେଇ ଭାରି ଜୋରସୋରରେ ଚାଲିଛି ଚର୍ଚ୍ଚା । ଏ କଥା ଜାଣିବା ପରେ ଆପଣମାନେ ଭାବୁଥିବେ ରାନୀ ବୋଧ ହୁଏ ପୁଣି କେଉଁଠି ଉତ୍ପାତ ହେଲେ କିମ୍ବା କେଉଁଠି ଉଦଣ୍ଡ ଡ୍ୟାନ୍ସ କଲେ । 

 

କିନ୍ତୁ ବନ୍ଧୁଗଣ ଆମେ କହିବୁ ନା । ସେପରି କିଛି ନୁହେଁ, ଉଦଣ୍ଡ ନାଚ କରି ନୁହେଁ କି କାହା କାନ କାମୁଡ଼ି ନୁହେଁ କି ଖଣ୍ଡଗିରି ପରି ବ୍ଲାଉଜ ଖୋଲିକି ନୁହେଁ । ଏବେ ରାଣୀ ପଣ୍ଡା ତାଙ୍କ ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ବନ୍ଧୁଗଣ ଉକ୍ତ ପ୍ରେମିକ ଜଣଙ୍କ ପ୍ରକୃତରେ ରାଣୀଙ୍କ ପ୍ରେମିକ ନୁହନ୍ତି । ଯାତ୍ରା ଜଗତରେ ଅଭିନୟରେ ଉକ୍ତ ବ୍ୟକ୍ତି ଜଣକ ରାଣୀ ପଣ୍ଡାଙ୍କ ପ୍ରେମିକ ରୂପରେ ସାମ୍ନାକୁ ଆସିଛନ୍ତି । ନିଜର ଚମତ୍କାର ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛି ଏହି ଯାତ୍ରାଟି । 

 

ତେବେ ଏହି ଦିନ ର ମୁଖ୍ୟ ଡାଇଲଗ ହେଉଛି ” ମୁଁ କାହାକୁ ଖାଲି ହାତରେ ଫେରାଏନି କି କୋଉଠୁ ଖାଲି ହାତରେ ଫେରେନି” । ତେବେ ଏହି ସିନ ରେ ଅଭିନୟ କରୁଥିବା କଳାକାର ଙ୍କ ଅଭିନୟ ସମ୍ପୁର୍ଣ୍ଣ ଭାବେ ପ୍ରକୃତ କଳାକୁ ସମ୍ମାନ ଦେଉଛି । ଏଠାରେ କହି ରଖିବୁ ଯେ ରାଣୀ ପଣ୍ଡାଙ୍କ ପ୍ରେମିକ ଚରିତ୍ରରେ ଆସିଥିବା କଳାକାର ଜଣକ ପୁର୍ବରୁ ଅନେକ ଚରିତ୍ରରେ ମୁଖ୍ୟ ନାୟକ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଏହା ସହ କେତେକ ସ୍ଥାନରେ ଖଳନାୟକ ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ବର୍ତମାନ ସମୟରେ ରଣୀ ପଣ୍ଡାଙ୍କ ପ୍ରେମିକ ଚରିତ୍ର ବେଶ୍ ପ୍ରଶଂସା ସାଉଁଟୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *