ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସୁର ରାଉତରାୟ କାହିଁକି କହିଲେ ମୋର ତ ଚାରିଆଡ଼େ ମେଲା ନିଅ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।କଂଗ୍ରେସ ଦଳର ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଙ୍କୁ ଆପଣମାନେ ପ୍ରାୟତଃ ସମସ୍ତେ ଜାଣିଥିବେ ।ରାଜନୀତି ହେଉ କି ଅନ୍ୟ କୌଣସି କ୍ଷେତ୍ର ହେଉ, ସେ କାହାକୁ ବି ଭୟ କରନ୍ତି ନାହିଁ । ଏମିତିକି ସେ ଜଣେ ନିର୍ଭୀକ ,ସାହସୀ ଏବଂ ଜଣେ ସଚ୍ଚୋଟ ନେତା ଭାବେ ଓଡ଼ିଶା ରେ ବେଶ୍ ପରିଚିତ ଅଟନ୍ତି । ସେ ନିଜର ରୋକଠୋକ ବୟାନ ପାଇଁ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ।
ସେ ସବୁବେଳେ ସମସ୍ତଙ୍କ ସାମ୍ନା ରେ ରୋକଠୋକ ଭାବରେ ନିଜ ବୟାନ ଦେଇଥାନ୍ତି ,ଆଉ ଏଥିପାଇଁ ମଧ୍ୟ ଲୋକ ମାନେ ତାଙ୍କୁ ବେଶ୍ ପସନ୍ଦ କରିଥାନ୍ତି । ଆଉ ସମାଜ ର ବିଭିନ୍ନ ଖରାପ ଜିନିଷ କୁ ନେଇ ସେ ଅନେକ ସମୟରେ ମୁଁହ ଖୋଲି ଅନେକ କିଛି କଥା କହିଥାନ୍ତି । ସେ ଗଣ ମାଧ୍ୟମ ସାମ୍ନାରେ ସିଧାସଳଖ ଭାବେ ସବୁ କଥା କହିଦିଅନ୍ତି । ଆଉ ସେ ସବୁବେଳେ ବାସ୍ତବ କଥା ଟି କୁ ସମସ୍ତଙ୍କ ସାମ୍ନା ରେ କହିଥାନ୍ତି । କେବଳ ଏତିକି ନୁହେଁ ସେ କଥା ରେ ଯେମିତି କାମ ରେ ବି ସେମିତି ।
ଆଉ ଅନେକ ସମୟରେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି ।ତେବେ ସୁର ରାଉତରାୟ ଜଣେ ଦୃଢ଼ ରାଜନେତା ହେବା ସହ ମିଡ଼ିଆ ସାମ୍ନା ରେ ଦେଉଥିବା ବୟାନ ପାଇଁ ସେ ବେଶ୍ ପରିଚିତ ଅଟନ୍ତି । ଗଣ ମାଧ୍ୟମ ର ଜଣେ ପ୍ରତିନିଧି ସୁର ରାଉତରାୟ ଙ୍କୁ କହିଛନ୍ତି ଯେ , ଅଣ ଓଡ଼ିଆ ଅସଂଯତ ଭାବରେ ସେ ରୋଡ଼ କୁ ପୁରା ଅଳିଆ କରି ସାରିଲେଣି ।ଆଉ ଏହାପରେ ସୁର ରାଉତରାୟ କହିଛନ୍ତି ଯେ , ଆରେ ନେଇନ ତ। ଆଉ ମୋର ତ ଚାରିଆଡ଼େ ମେଲା ନିଅ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।