ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମି-ଡି-ଆ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହିତ ଏକ କୁନି ପିଲା ର ଫଟୋ ସୋସିଆଲ ମି-ଡ଼ି-ଆ ରେ ଖୁବ୍ ମାତ୍ର ରେ ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଫଟୋ ଟି କୁ ଅନେକ ଗୁଡ଼ିଏ ଲୋକ ମାନେ ଦେଖି ସାରିଲେଣି । ତେବେ ସେହି କୁନି ଝିଅ ହେଉଛନ୍ତି ବର୍ଷା ଙ୍କ ଝିଆରୀ ଏ କଥା ତ ଆପଣ ମାନେ ହୁଏତ ଜାଣି ଥିବେ । ତେବେ ବର୍ଷା ପ୍ରିୟଦର୍ଶିନୀ ମେହେକ ଙ୍କୁ ନିଜର ଝିଅ କରି ନେଇଛନ୍ତି ବୋଲି ମଧ୍ୟ ଏହା ସୋସିଆଲ ମି-ଡ଼ି-ଆ ରେ ବେଶ୍ ପ୍ରଚାର ହେବାରେ ଲାଗିଛି ।
ଏହା ସହିତ ମଧ୍ୟ ବର୍ଷା ନିଜେ ମେହେକ ଙ୍କୁ ଝିଅ ବୋଲି ସମ୍ବୋଧନ କରନ୍ତି ଏବଂ ନିଜ ଝିଅ ପରି ଦେଖନ୍ତି । ତେବେ ବର୍ତ୍ତମାନ ସମୟ ରେ ବର୍ଷା ମେହେକ ଙ୍କ ଛୋଟ ବେଳର ଏକ ଫଟୋ ଯେଉଁଥିରେ କି ସେ ମେହେକ ଙ୍କୁ ଧରିଛନ୍ତି ଏବଂ ସେହି ଫଟୋ ଟି କୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଝିଆରୀ ମେହେକ ଙ୍କ ଜନ୍ମଦିନ ଦିନ ସୋସିଆଲ ମି-ଡ଼ି-ଆ ରେ ପୋଷ୍ଟ କରିଥିଲେ ଏବଂ ତାହା ବର୍ତ୍ତମାନ ଖୁବ୍ ମାତ୍ରା ରେ ଭା-ଇ-ରା-ଲ ହେବାରେ ଲାଗିଛି ।
ବର୍ତ୍ତମାନ ସେହି ଫଟୋ କୁ ଦେଖି ଅନେକ ଲୋକ ମାନେ କହୁଛନ୍ତି ଯେ ସେ ହେଉଛନ୍ତି ବର୍ଷା ଙ୍କ ଝିଅ । ବର୍ଷା ଏବଂ ଅନୁଭବ ଙ୍କ ପାରିବାରିକ ବି-ବା-ଦ ପରେ ବର୍ଷା ତାଙ୍କର ପରିବାର ର ଲୋକ ମାନଙ୍କ ସହ ରହୁଛନ୍ତି ଏବଂ ସେହି କୁନି ଝିଅ ମେହେକ ଙ୍କ ସହିତ ଅଧିକ ସମୟ ବିତାଉ ଥିବାର ଦେଖା ଯାଇଛି ।ତେବେ ମେହେକ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ଝିଆରୀ ଅର୍ଥାତ୍ ତାଙ୍କର ବଡ଼ ଭଉଣୀ ଙ୍କ ଝିଅ। ଏହି ଝିଆରୀ କୁ ବର୍ଷା ଝିଅ କରି ନେବା ସୂଚନା ମିଳୁଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।