ରାସ୍ତା କଡରେ ଚାଇଛି ବେପାର | ଥରେ କ… 550 ଟଙ୍କା…!

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ ରେ ଚାଲିଛି ଖୁଲମଖୁଲା ସେ-କ୍ସ କାରବାର।ଥରେ କଲେ ୫୫୦ ଟଙ୍କା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଈଶ୍ୱର ହେଉଛନ୍ତି ଏଇ ସୃଷ୍ଠି ର ନିର୍ମାତା।ତାଙ୍କ ରଚନା ମଧ୍ୟରେ ମନୁଷ୍ୟ ଜନ୍ମ ହେଉଛି ଏକ ଶ୍ରେଷ୍ଠ ରଚନା।କାରଣ ମନୁଷ୍ୟ ମାନଙ୍କର ଭାବିବା,ଚିନ୍ତା କରିବାର ଶକ୍ତି ଥାଏ,ଜେଥିରେ ସେ କ’ଣ ଠିକ୍ କ’ଣ ଭୁଲ ତାହା ଜାଣିପାରେ ।କିନ୍ତୁ ଆଜି ର ସମାଜ ରେ ମନୁଷ୍ୟ ର ଠିକ୍ ଭୁଲ ଜାଣିବା ର କ୍ଷମତା କମ୍ ହେଇଗଲାଣି।ସେ କ’ଣ ଠିକ୍ ଆଉ କ’ଣ ଭୁଲ ତାହା କିଛି କରିବା ପୂର୍ବ ରୁ ଆଉ ଭାବୁନାହିଁ।ତେଣୁ ସମାଜ ରେ ବହୁତ୍ ଗୁଡ଼ିଏ ଅଭାବନୀୟ ଘଟଣା ଘଟୁଛି।ଏମିତି ଏକ ଅଭାବନୀୟ ଘଟ ଘଟିଛି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ କଡ଼ ରେ।ସେଠାରେ ସରକାରୀ ଜାଗା ଉପରେ ଖୋଲାଖୋଲି ଭାବରେ ଚାଲିଥିଲା ଦେହ ବ୍ୟବସାୟ।

 

ତେବେ ଜାତୀୟ ରାଜପଥ କଡ଼ ରେ ଆଗରେ ଚାଲିଥିଲା ଚିକେନ କାରବାର ପଛରେ ଥିଲା ସରକାରୀ ଅଫିସ ଆଉ ମଝି ରେ ଚାଲିଥିଲା ସେ-କ୍ସ କାରବାର।କିଛି ଲୁଚା ଛପା ଭିଡିଓ ଦ୍ବାରା ଏହି ଘଟଣା ଟି ସାମ୍ନାକୁ ଆସିଛି।ଭିଡିଓରେ ଦେଖାଯାଇଛି ଜଣେ ଯୁବକ ସାଇକଲରେ ସେହି  ଦୋକାନକୁ ଯାଉଛନ୍ତି।ଆଉ ତାପରେ ସେ ଦୋକାନର ପାଖ ଗଳି ଦେଇ ସେହି ମହିଳାଙ୍କ ପାଖରେ ପହଞ୍ଚୁଛନ୍ତି। ଏହାପରେ ଯୁବକ ଜଣକ ମହିଳାଙ୍କ ହାତକୁ କିଛି ଟଙ୍କା ବଢ଼େଇ ଦେଉଛନ୍ତି।ତାପରେ ମହିଳା ଜଣକ ଯୁବକକୁ ଦୋକାନରେ ଅପେକ୍ଷା କରିବାକୁ କହୁଛନ୍ତି। ଯୁବକ ଜଣକ ସେଇ ଦୋକାନ ରେ ଯାଇ ବସିଛନ୍ତି।

 

କିଛି ସମୟ ପରେ ସେଇ ଦୋକାନରେ ଥିବା ଲୋକ ଇଶରା ରେ ତାଙ୍କୁ ଭିତରକୁ ଯିବାକୁ କହୁଛନ୍ତି।ପୁଣି ଯୁବକ ଜଣକ ମହିଳା ପାଖକୁ ଯାଉଛନ୍ତି ,ସେଠାରେ ମୋଲଚାଲ୍ ମଧ୍ୟ ହେଉଛି। ଜଣା ପଡୁଛି ୫୫୦ ଟଙ୍କାରେ କଥା ହେଉଛନ୍ତି।ଏହା ପରେ ମହିଳା ଜଣକ ଯୁବକଙ୍କୁ ଘର ଭିତରକୁ ନେଉଛନ୍ତି। ରୁମ୍ ଭିତରେ ରୁମ୍ ତାପରେ ଏକ ଅନ୍ଧାରିଆ ରୁମ୍ କୁ ନେଉଛନ୍ତି ଯେଉଁଠାରେ ଜଣେ ଯୁବତୀ ତାଙ୍କ ପାଇଁ ଅପେକ୍ଷା କରି ରହିଥିଲେ।ତାପରେ ଚାଲିଛି ଏଇ ଦେହ କାରବାର।କିଛି ଲୁଚା ଭିଡିଓ ଜରିଆରେ ଏଇ ଚୋରାଛପା ଦେହ ବ୍ୟବସାୟ ବିଷୟରେ ଜଣା ପଡ଼ିଥିଲା। 

 

ଏହା ପରେ ବାଲୁଗାଁ ଏସଡିପିଓ ଙ୍କ ନିର୍ଦ୍ଦେଶରେ ଟାଙ୍ଗୀ ଥାନା ପୋଲିସ ଏହି ଜାଗା ରେ ଚଢ଼ାଉ କରି ସେହି ମହିଳା କୁ ଗିରଫ କରିଛନ୍ତି।କିନ୍ତୁ ସେ ମହିଳା ଜଣକ ଯେପରି ଭାବରେ ପୋଲିସ ଗାଡ଼ି ରେ ହସିହସି ବସିଛନ୍ତି ଜଣ ପଡୁଛି ଫେରିଲା ପରେ ପୁଣି ଏହି କାରବାର ରେ ସାମିଲ ହେବେ ।ଯାହା ଶୁଣିବାକୁ ମିଳୁଛି ଲୋକାଲ ଝିଅ ମାନଙ୍କୁ ୨୦୦୦/- ରୁ ୩୦୦୦/- ଟଙ୍କା ଓ ଟାଉନ ଝିଅ ମାନଙ୍କୁ ୧୦,୦୦୦/- ଟଙ୍କା ରେ ରେଟ ଫିକ୍ସ କରୁଥିଲେ ଏହି ମହିଳା ଜଣକ।ତେବେ ପ୍ରଶ୍ନ ହେଲା କେତେ ଦିନରୁ ଏଠାରେ  ଦେହ କାରବାର ଚାଲିଥିଲା ଓ  ଏହା ବିଷୟରେ ଆରକ୍ଷୀ ଅଧିକାରୀ କିପରି କିଛି ଜାଣି ନଥିଲା।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *