Asima Panda ଙ୍କୁ ଘେରିଲେ ପୋଲିସ | ଆସନ୍ତୁ ଜାଣିବା କଣ କାରଣ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାସ୍ତାରେ ଯାଉଥିବା ସମୟରେ ସିଙ୍ଗର ଅସୀମା ପଣ୍ଡା ଙ୍କୁ ଘରିଲେ ପୋଲିସ୍।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ  ଆପଣ ମାନଙ୍କ ମଧ୍ୟରୁ ସମସ୍ତେ ଗାୟିକା ଅସୀମା ପଣ୍ଡା ଙ୍କୁ ତା ଜାଣିଥିବେ। ତାଙ୍କର ଗୀତ ଗାଇବାକୁ ନେଇ ସେ ସବୁବେଳେ ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରନ୍ତି।ଅସୀମା ପଣ୍ଡା ଙ୍କ ଗୀତ ଗାଇବାର ଅନ୍ଦାଜ କିଛି ଅଲଗା ସେଥିପାଇଁ ସେ ସାରା ଓଡ଼ିଶାରେ ଅସୁମାରୀ ଖ୍ୟାତି ର ଅଧିକାରୀ ହୋଇପାରିଛନ୍ତି। ଅସୀମା ପଣ୍ଡା ଜଣେ ବହୁ ଉଚ୍ଚ କୋଟିର ଗାୟିକା । ଗୀତ ଗାଇବା ସହିତ ସେ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରହିଥାନ୍ତି । ଇନଷ୍ଟା ରେ ରିଆଲ୍ ପୋଷ୍ଟ କରିବା ଠାରୁ ଆରମ୍ଭକରି ଫୋଟ ପୋଷ୍ଟ କରିବା ପର୍ଯ୍ୟନ୍ତ ସବୁଥିରେ ଅସୀମା ପଣ୍ଡା ବହୁତ୍ ଆକ୍ଟିଭ ରୁହନ୍ତି।

                 

ଗତକାଲି ଗାୟିକା ଅସୀମା ପଣ୍ଡା ଙ୍କୁ ପୋଲିସ ରାସ୍ତାରେ ଅଟକେଇଦଇଥିଲେ ।ସେ ଯେତେବେଳେ କଟକ ବାଲିଯାତ୍ରା ଦେଖିବାକୁ ଯାଉଥିଲେ ସେହି ସମୟରେ ପୋଲିସ ତାଙ୍କୁ ରାସ୍ତା ମଝିରେ ତାଙ୍କ ଗାଡ଼ିକୁ ଅଟକାଇଦଇଥିଲେ।କିନ୍ତୁ କାହିଁକି ଅଟକାଇଦିଏଇଥିଲେ ତା ବିଷୟରେ ଏ ପର୍ଯ୍ୟନ୍ତ କିଛି ଖବର ମିଳିପାରିନାହିଁ ।ରାସ୍ତାରେ ଯାଉଥିବା ସମୟରେ ସିଙ୍ଗର ଅସୀମା ପଣ୍ଡା ଙ୍କୁ ଘରିଲେ ପୋଲିସ୍,କାହିଁକି ଘେରିଗଲେ ସେ ନେଇ କିଛି ସଠିକ ଖବର ମିଳିପାରିନାହିଁ।ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।

 

କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି। ଏହି ସବୁ କରିବା ପାଇଁ ସେମାନେ ସୋସିଆଲ ମିଡିୟାକୁ ବ୍ୟବହାର କରିଥାନ୍ତି।ଯାହା ଦ୍ଵାରା ସେମାନେ ତାଙ୍କର ସବୁ କିଛି ତାଙ୍କର ଫାନ୍ ମାନଙ୍କ ସହ ସେୟାର କରିପାରନ୍ତି। ଗତକାଲି ଏମିତି ଏକ ଘଟଣା ଘଟିଯାଇଛି ଯାହାକୁ କେହି କେବେ ଭାବି ନଥିବେ ,ଅସୀମା ପଣ୍ଡାଙ୍କୁ ପୋଲିସ ଅଟକାଇଦଇଛି ଯାହାର କାରଣ ଏ ପର୍ଯ୍ୟନ୍ତ କିଛି ଜଣ ନାହିଁ। ଅସୀମା ପଣ୍ଡା ବି  ଏନେଇ କିଛି ମୁଁହ ଖୋଲୁନାହାନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *