ଚଳନ୍ତା ସସ୍କୁଟି ରେ ଫୁଟିଲା ବାଣ । ଚାଲିଗଲେ ବାପା ପୁଅ । ଆସନ୍ତୁ ଦେଖିବା ସେହି ହୃଦୟ ଥରା Video…

 

୭ ବର୍ଷ ର କୁନି ପୁଅ କୁ ନେଇ ବାପା ଯାଇଥିଲେ ବାଣ କିଣିବାକୁ ହେଲେ ଘରେ ତାଙ୍କର ନା ଜଳିଲା ଦୀପ ନା ଫୁ-ଟି-ଲା ବାଣ । କା-ନ୍ଦ ବୋବାଳି ରେ ଫାଟି ପଡୁଥିଲା ତାଙ୍କର ଦା-ଣ୍ଡ । ବାପା ଏବଂ ପୁଅ ବାଣ ନେଇ ଘରକୁ ଫେରୁଥିଲେ ସେହି ସମୟ ରେ ହଠାତ୍ ସେହି ବାଣ ଗୁଡ଼ିକ ଫୁ-ଟି ଗଲା ଏବଂ ସେହି ସମୟ ରେ ଅଧା ରାସ୍ତା ରେ ଚାଲିଗଲା ଦୁଇ ଜଣ ଙ୍କ ଜୀବନ ।

ଏହିପରି ଏକ ମ-ର୍ମ-ନ୍ତୁ-ଦ ଘଟଣା ଘଟିଛି ପୁଦୁଚେରି ର ବିଲୁପୁରମ୍ ସୀମାନ୍ତ ନିକଟ ରେ । ଗତ ଗୁରୁବାର ଦିନ ବାପା କଲାଇନ ହାସନ ଏବଂ ତାଙ୍କର ୭ ବର୍ଷ ର ପୁଅ ପ୍ରଦୀପ ବିଲୁପୂରମ ଜିଲ୍ଲା ଅନ୍ତର୍ଗତ କୋଟାପୁରମ ଇଷ୍ଟ କୋଷ୍ଟ ରୋଡ ରେ କୁନିମେଡ୍ଡୁ ଗାଁ କୁ ଫେରୁଥିଲେ । ଦୁଇଟି ବ୍ୟାଗ ରେ ହାତ ତିଆରି ଦେଶୀ ବାଣ ଭ-ର୍ତ୍ତି ହୋଇ ତାଙ୍କ ଗାଡ଼ି ରେ ରଖା ଯାଇଥିଲା । ସେ ଦୁହେଁ  ସ୍କୁଟର ରେ ଯାଉଥିବା ବେଳେ ହଠାତ୍ ତାହା ଫୁ-ଟି ଯାଇଥିଲା ।

 ନି-ଆଁ ଲାଗି ଯିବାରୁ ଘଟଣା ସ୍ଥଳ ରେ ଦୁହିଁ ଙ୍କ ର ମୃ-ତ୍ୟୁ ହୋଇଥିଲା । ଉକ୍ତ ଅଘଟଣ ର ଭିଡିଓ ଟି ଏବେ ସୋସିଆଲ ମିଡିଆ ରେ ଭା-ଇ-ରା-ଲ ହେଉଛି। ସିସି ଟିଭି ଫୁଟେଜ ରେ ଏହା ଦେଖା ଯାଇଛି ଯେ କଲାଇନ ହାସନ୍ ସେହି ସ୍କୁଟର କୁ ଚଳାଉଥିବା ବେଳେ ସ୍କୁଟର ର ସାମ୍ନା ପାଖରେ ରଖା ଯାଇଥିବା ବାଣ ଉପରେ ତାଙ୍କର ପୁଅ ପ୍ରଦୀପ ବସିଛି ।

 ଦ୍ରୁ-ତ ଗତି ରେ ଯାଉଥିବା ସ୍କୁଟର ଟି ହଠାତ୍ ବି-ସ୍ପୋ-ର-ଣ ଯୋଗୁଁ ଫା-ଟି ଯାଇଥିଲା ଏବଂ ସେହି ଘଟଣା ସ୍ଥଳ ରେ ବାପା ଓ ପୁଅ ଙ୍କ ର ମୃ-ତ୍ୟୁ ହୋଇଥିଲା । ଏହା ସହିତ ମଧ୍ୟ ଅନ୍ୟ ୩ ଜଣ ଲୋକ ଏହା ଦ୍ଵାରା ଆ-ହ-ତ ହୋଇଛନ୍ତି । ଏହି ଘଟଣା ଉପରେ ମା-ମ-ଲା ରୁ-ଜ୍ଜୁ ହୋଇ ବର୍ତ୍ତମାନ ଏହି ଘଟଣା ଉପରେ ତ-ଦ-ନ୍ତ ଚାଲିଛି ବୋଲି ପୋ-ଲି-ସ ଏହା କହିଁଛି । ସ୍କୁଟର ଚାଲିବା ଜନିତ ଉ-ତ୍ତା-ପ ଏବଂ ଘ-ର୍ଷ-ଣ ଯୋଗୁଁ ବାଣ ଫୁ-ଟି ଯାଇଥିବାର ଅନୁମାନ କରାଯାଉଛି।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *