ରାସ୍ତାରେ ଯାଉଥିବା ସମୟରେ ସିଙ୍ଗର ଅସୀମା ପଣ୍ଡା ଙ୍କୁ ଘେରିଲେ ପୋଲିସ୍,କାହିଁକି ଘେରିଗଲେ ଦେଖନ୍ତୁ ଦେଖନ୍ତୁ Highlights ଭିଡିଓ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଅସୀମା ପଣ୍ଡା ରାସ୍ତାରେ ଯାଉଥିବା ବେଳେ ଅନେକ ପୋ-ଲି-ସ ମାନେ କାହିଁକି ତାଙ୍କୁ ଘେରିଗଲେ । ଆଉ ଏହାପରେ କଣ ଘଟିଲା ,ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଓଡ଼ିଶାର ଜଣେ ଜଣାଶୁଣା ସିଙ୍ଗର ଅସୀମା ପଣ୍ଡା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାଲିଯାତ୍ରା ରେ ଅସୀମା ପଣ୍ଡା ଙ୍କୁ କିଛି ପୋ-ଲି-ସ ଅଧିକାରୀ ଘେରି ପକେଇ ଥିଲେ । ତେବେ କେଉଁ କାରଣ ପାଇଁ ଅସୀମା ଙ୍କ ସହ ଏମିତି ହୋଇଥିଲା ଆଉ ତାପରେ କଣ ହେଲା ,ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। 

 

ତେବେ ବର୍ତ୍ତମାନ ସାମ୍ନା କୁ ଆସିଥିବା ଭିଡ଼ିଓ ଟି ରେ ଏହା ଦେଖିବାକୁ ମିଳିଛି କି , ଓଡ଼ିଶାର ଜଣେ ଜଣାଶୁଣା ସିଙ୍ଗର ଅସୀମା ପଣ୍ଡା କଟକ ର ବାଲିଯାତ୍ରା ଦେଖିବା ପାଇଁ ଯାଇଥିଲେ । ଆଉ ସେଠାରେ କିଛି ଆରକ୍ଷୀ ଅଧିକାରୀ ତାଙ୍କୁ ଦେଖିବା ପରେ ପୁରା ଘେରି ଯାଇଥିଲେ । ତେବେ ସେହି ଅଧିକାରୀ ମାନଙ୍କ ମଧ୍ୟରୁ ଅନେକ ଥିଲେ ଅସୀମା ଙ୍କ ଘର ସାଇଟ ରୁ ,ଆଉ ସେଠାରେ ତାଙ୍କୁ ଦେଖିବା ପରେ ତାଙ୍କ ସହ ଫଟୋ ଉଠେଇବା ପାଇଁ ଆଗେଇ ଆସିଥିଲେ।

 

ଆଉ ସେଠାରେ ଅସୀମା ପଣ୍ଡା ମଧ୍ୟ ସେମାନଙ୍କ ସହ ବେଶ୍ ମାଜାମସ୍ତି ରେ କଥାବାର୍ତ୍ତା ହେଉଥିବା ନଜର ଆସିଥିଲେ । ଆଉ ଏମିତି କିଛି କଥାବାର୍ତ୍ତା ପରେ ସେମାନେ ଫଟୋ ଉଠାଇଥିଲେ । ଆଉ ବର୍ତ୍ତମାନ ସମୟରେ ଅସୀମା ପଣ୍ଡା ଙ୍କ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଅସୀମା ପଣ୍ଡା ଓ ତାଙ୍କ ଗୀତ ଆପଣ ମାନଙ୍କୁ କିପରି ଲାଗେ କମେଣ୍ଟ ମାଧ୍ୟମ ରେ ଜଣାଇବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *