ଓଡିଶା ରେ ଏବେ ତ ଭାଉଜ ମାନେ ମାତିଛନ୍ତି | ରାତିରେ ଡାକୁଛନ୍ତି ଶୋଇବାକୁ ..ଭୁବନେଶ୍ୱରରେ ମାତିଛନ୍ତି ଭାଉଜ…

 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ଜଣେ ଯୁବକ ବର୍ତ୍ତମାନ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ , ଏବେ ଯେଉଁ ପରକ୍ରୀୟା ପ୍ରୀତି ଚାଲିଛି। ଏହାପରେ କହିଛନ୍ତି ଯେ, ମୁଁ ଯାହା ଦେଖିଲି ଭୁବନେଶ୍ବର ରେ ଭାଉଜ ମାନେ ଯେମିତି ମାତିଛନ୍ତି ଷଣ୍ଢ ବି କାଇଁ ସେମିତି ମାତିବ। ସବୁ ଦିଅର ମାନଙ୍କୁ ଏମାନେ ପୁରା ପଥ ଭ୍ରଷ୍ଟ କରି ସାରିଲେଣି । 

 

ଆଉ କିଛି ସ୍ଵାମୀ ମାନେ ଅଛନ୍ତି ସେମାନେ ତ ରହୁ ନାହାନ୍ତି ,ଆଉ ଦିନସାରା କୁଆଡେ ପଳେଇଲେ ଏକାଥରେ ରାତିକି ଯାଇ ଦେଖା ।  ଏହାପରେ କହିଛନ୍ତି କି , ମୋ ହିସାବରେ କିଛି ଝିଅ ମାନେ ଯେଉଁ ପାତ୍ର ବା ବର ଖୋଜୁଛନ୍ତି ହୁଏତ ପାଇ ପାରୁ ନାହାଁନ୍ତି । ଆଉ ଯେଉଁ ମାନେ ପ୍ରକୃତ ରେ ନାରୀ ଆଉ ସବୁ ଶଣ୍ଠଣା , ଗଣ୍ଠଣା ଶିଖିଥିବ ଏବଂ ସଂସ୍କୃତି ପରମ୍ପରା କୁ ମାନୁଥିବ ସେ ଝିଅ କେବେ ବି ପାର୍କ ଯିବନି କି ରାତିରେ ଆଉ କାହା ସହ ଯାଇ ଶୋଇବନି ।

 

ଏମିତି ଅନେକ ଗୁଡ଼ିଏ ପୁଅ ପିଲା ମାନେ ରହିଛନ୍ତି ଯେଉଁ ମାନେ ପ୍ରତାରଣା କରୁଛନ୍ତି କିନ୍ତୁ ଏମାନେ କାହିଁକି ଯାଇ ତାଙ୍କ ସହିତ ଫସୁଛନ୍ତି। ଆଉ ଏଥିରେ ନାରୀ ର ହେଉଛି ପ୍ରଥମ ଭୁଲ । ଆଉ ଯଦି ମୁଁ ତୁମକୁ ଏବେ କହିବି ମୁଁ ତମକୁ ଭଲ ପାଉଛି କିନ୍ତୁ ତମେ ମୋ ବିଷୟରେ କଣ ଜାଣିଛ । ଦେଖୁଛ ମୁ ଗୋଟେ ବିବାହିତ ଆଉ ମୋର ଗୋଟେ ସ୍ତ୍ରୀ ଟେ ଅଛି ତମେ କାଇଁ ମୋ ସହ ଫସିବ । ମୁଁ ଯେତେ ବଡ କଳାକାର ହୁଏ କି ଯେତେ ବଡ ବ୍ୟବସାୟୀ ହୁଏ ତମେ ମୋ ସହ କାହିଁକି ଫସିବ ।ତମେ ଗୋଟେ ନାରୀ ତମର ଭବିଷ୍ୟତ ଅଛି ।

 

ଏହାପରେ କହିଛନ୍ତି ଯେ , ଇଏ ପାହାଳ ରସଗୋଲା ଯିଏ ଖାଇଛି ସିଏ ଆଉ ଟିକେ ଖାଇବାକୁ ଇଚ୍ଛା କରିବ । ତମେ କାଇଁ ସେ ଜାଗାକୁ ଯାଉଛ ଆଉ ବିକ୍ରୀ ହେଉଛ କାଇଁ ଯେ ସେ ଖାଇ ଦେଉଛନ୍ତି । କେଉଁଠି ଚକୋଲେଟ୍ ଟିକେ , ଡିନର , କଫି ସପ୍ , କେ ଏଫ୍ ସି , ଡି ଏଫ୍ ସି ରେ ବସି ଖାଇଦେଲେ ତମର ପ୍ରେମ ହୋଇଗଲା । ଆଉ ରାତିରେ ଯାଇ ତା ସହିତ ସୋଇ ପଡ଼ିବ । ଶେଷରେ ସେ କହିଛନ୍ତି ଯେ ,ମତେ କାଇଁ ଲାଗୁନି ଏହାର ଆଉ କିଛି ସମାଧାନ ଅଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *