ବର୍ଷା ଦେଲେ ଖୁସି ଖବର ଅନୁଭବ ଙ୍କ ଠାରୁ ଅଲଗା ରହିବା ପରେ… ଆସନ୍ତୁ ଜାଣିବା କଣ ସମ୍ପୁର୍ଣ୍ଣ ଘଟଣା…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ନି-ଆଁ ଭଳି ଭା-ଇ-ରା-ଲ ହେବାରେ ଲାଗିଛି । ସେହି ଭି-ଡି-ଓ ରେ ଏହା ଦେଖିବାକୁ ମିଳିଛି ଯେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଏକ କୁନି ପିଲା ର ଫଟୋ ଯାହା କି ବର୍ତ୍ତମାନ ବହୁ ପରିମାଣ ରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଆପଣ ମାନେ ତ ଜାଣିଥିବେ ଯେ ବର୍ଷା ଙ୍କ ଝିଆରୀ ହେଉଛନ୍ତି ମେହେକ୍ ।

 ମେହେକ୍ ଙ୍କୁ ବର୍ଷା ଝିଅ କରି ନେଇଛନ୍ତି ବୋଲି ଏହି କଥା ମଧ୍ୟ ସୋସିଆଲ ମି-ଡି-ଆ ରେ ବର୍ତ୍ତମାନ ପ୍ରଚାର ହେଉଛି ଏବଂ ନିଜେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ମେହେକ୍ କୁ ନିଜ ଝିଅ ବୋଲି ସମ୍ବୋଧନ କରନ୍ତି । ବର୍ଷା ପ୍ରିୟଦର୍ଶିନୀ ନିଜେ ସେହି କୁନି ଝିଅର ଫଟୋ କୁ ତାଙ୍କ ଜନ୍ମ ଦିନରେ ସୋସିଆଲ ମି-ଡି-ଆ ରେ ପୋଷ୍ଟ କରିଥିଲେ । ଯେଉଁଥିରେ ମେହେକ୍ ଙ୍କ ଛୋଟ ବେଳର ଫଟୋ ଅଛି ଯେଉଁଥିରେ ବର୍ଷା ତାଙ୍କୁ ଧରିଛନ୍ତି । 

 ଏହି ଫୋଟୋ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଚୁର ପରିମାଣରେ ଭା-ଇ-ରା-ଲ ହେଉଛି ଯାହାକୁ ଦେଖି ସମସ୍ତେ କହୁଛନ୍ତି ଯେ ସେ ହେଉଛନ୍ତି ବର୍ଷା ଙ୍କ ଝିଅ । ଅନୁଭବ ବର୍ଷା ଙ୍କ ପାରିବାରିକ ବିବାଦ ପରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପରିବାର ଲୋକଙ୍କ ସହ ରହୁଛନ୍ତି  ଏବଂ ତାଙ୍କ କୁନି ଝିଅ ମେହେକ୍ ଙ୍କ ସହିତ ଅଧିକ ସମୟ ବିତାଉ ଛନ୍ତି । ମେହେକ୍ ହେଉଛନ୍ତି ବର୍ଷା ଙ୍କ ବଡ ଭଉଣୀଙ୍କ ଝିଅ ଅର୍ଥାତ୍ ବର୍ଷାଙ୍କ ଝିଆରୀ । ଏହି ଝିଆରୀ କୁ ବର୍ଷା ନିଜ ଝିଅ କରି ନେବାର ସୂଚନା ମଧ୍ୟ ମିଳୁଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *