ସଖାଳୁ ଉଠି ଦେଖନ୍ତୁ ଏହି ସବୁ ଜିନିଷ ନିଶ୍ଚିତ ହେବ ଭାଗ୍ୟରେ ପରିବର୍ତ୍ତନ ।

 

ବନ୍ଧୁଗଣ ଭଗବାନ୍ ଶ୍ରୀକୃଷ୍ଣ ଏହା କୁହନ୍ତି କି ମଣିଷ କୁ ସକାଳୁ ଉଠିବା ପରେ ଏହି ସବୁ ଜିନିଷ ଗୁଡ଼ିକ ର ଦର୍ଶନ କରିବା ଉଚିତ୍ । ଏହି ଜିନିଷ ଗୁଡ଼ିକ ର ଦର୍ଶନ କରିବା ଦ୍ୱାରା ଜୀବନ ରେ ସୁଖ , ସ-ମୃ-ଦ୍ଧି ଏବଂ ଐ-ଶୋ-ର୍ୟ୍ଯ ର ପ୍ରାପ୍ତି ହୋଇଥାଏ । ତେଣୁ ଯେଉଁ ମଣିଷ ତାର ଜୀବନ ରେ ଏହି ଜିନିଷ ଗୁଡ଼ିକ ର ଦର୍ଶନ କରିଥାଏ ତାର ଜୀବନ ରେ ନ-କା-ରା-ତ୍ମ-କ-ତା ସବୁ ଦିନ ପାଇଁ ସମାପ୍ତ ହୋଇଯାଇଥାଏ ଏବଂ ତାର ଜୀବନ  ରେ ସ-କା-ରା-ତ୍ମ-କ-ତା ଭରି ଯାଇଥାଏ । ଏହି ଜିନିଷ ଗୁଡ଼ିକ ର ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନ ରୁ ସବୁ ସ-ମ-ସ୍ୟା ଦୂର ହୋଇଯିବ ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ ଯାହାକୁ ସକାଳୁ ଉଠୁ ଉଠୁ ଦେଖିବା ଉଚିତ୍ ହୋଇଥାଏ ଏବଂ ଏମିତି କେଉଁ ସବୁ ଜିନିଷ ଗୁଡ଼ିକୁ ଦେଖିବା ଉଚିତ୍ ହୋଇ ନଥାଏ ।

ତେବେ ପ୍ରଥମ ଜିନିଷ ଟି ହେଉଛି ଆଇନା । ବାସ୍ତୁ ଶାସ୍ତ୍ର ରେ ଏହା କୁହା ଯାଇଛି ଯେ ସକାଳୁ ଉଠି ଆଇନ ଦେଖିବା ଦ୍ଵାରା ଏହାର ଅଶୁଭ ପ୍ରଭାବ ଆମର ଭାଗ୍ୟ ଉପରେ ପଡିଥାଏ ଏବଂ ଜୀବନ ରେ ଉନ୍ନତି ଆସିବା ବଦଳ ରେ ଅବନତି ହୋଇଥାଏ । ଏଥିପାଇଁ ସକାଳୁ ଉଠିବା ପରେ ଆଇନା ଦେଖନ୍ତୁ ନାହିଁ ।

ଦ୍ଵିତୀୟ ଜିନିସ ଟି ହେଉଛି ସକାଳୁ ଉଠିବା ମାତ୍ରେ ଛାଇ କେବେ ହେଲେ ଦେଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ଵାରା ମଣିଷ ଜୀବନ ରେ ଦୁ-ର୍ଭା-ଗ୍ୟ ଆସିଥାଏ କାରଣ ଛାଇ ମଣିଷ ଜୀବନ ରେ ଭ-ୟ ଏବଂ ଭ୍ର-ମ ନିର୍ମାଣ କରିଥାଏ ।

ତୃତୀୟ ଜିନିଷ ଟି ହେଉଛି ସକାଳୁ ଉଠି ଆପଣ ନିଜର ହାତ ପାପୁଲି କୁ ଦେଖନ୍ତୁ କାରଣ ହାତ ର ଅଗ୍ରଭାଗ ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି , ମଧ୍ୟ ଭାଗ ରେ ମାତା ସରସ୍ଵତୀ ଏବଂ ମୂଳ ଭାଗ ରେ ଭଗବାନ୍ ବିଷ୍ଣୁ ଙ୍କ ବାସ ହୋଇଥାଏ । ଏଥିପାଇଁ ସକାଳୁ ଉଠି ହାତ ପାପୁଲି ର ଦର୍ଶନ କରନ୍ତୁ ।

ଚତୁର୍ଥ ରେ ହେଉଛି ସକାଳୁ ଉଠି ଯଦି ଆପଣ ଗୋମାତା ଙ୍କ ର ଦର୍ଶନ କରୁଛନ୍ତି ତାହେଲେ ଏହା ବହୁତ୍ ଶୁଭ ଫଳ ଦେଇଥାଏ । ଯଦି ସକାଳୁ ଆପଣଙ୍କ ଘର ଆଗକୁ କୌଣସି ଗାଈ ଆସି ଯାଏ ତାହେଲେ ତାହାକୁ ମ-ରା-ମ-ରି ନ କରି ତାକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ଗୋମାତା ଙ୍କ କାନ ରେ ନିଜର ମନସ୍କାମନା କହି ଦିଅନ୍ତୁ । ଗୋମାତା ଙ୍କ କାନ ରେ ମନସ୍କାମନା କହିବା ଦ୍ଵାରା ମାତା କାମଧେନୁ ମନସ୍କାମନା ପୂରଣ କରିଥାନ୍ତି ।

ପଞ୍ଚମ ରେ ହେଉଛି ସକାଳୁ ଉଠି ତୁଳସୀ ଗଛ ର ଦର୍ଶନ କରିବା ଉଚିତ୍ କାରଣ ତୁଳସୀ ମାତା ସବୁ ପ୍ରକାରର ରୋଗ କୁ ଭଲ କରିଥାନ୍ତି । ମଣିଷ ଜୀବନ ରେ ଆସିବାକୁ ଥିବା ଅ-ଘ-ଟ-ଣ କୁ ମଧ୍ୟ ଜଣାଇ ଥାନ୍ତି । ଯଦି କେବେ ଘର ର ତୁଳସୀ ଗଛ ଶୁଖିଯାଏ ତାହେଲେ ଜାଣି ନେବେ ଘରକୁ କୌଣସି ଅ-ଘ-ଟ-ଣ ଆସିବାକୁ ଯାଉଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *