ବୁଢ଼ା କରିଦେଲା ଖେଳ । ବୁଢା ମଉସା ଙ୍କ ପ୍ରେମଲୀଳା ଭିଡିଓ ଭାଇରଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବୁଢ଼ା କରିଦେଲା ଖେଳ ।ବୁଢା ମଉସା ଙ୍କ ପ୍ରେମଲୀଳା ଭିଡିଓ ଭାଇରଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଆଉ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମଧ୍ୟ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ । ଲୋକମାନେ ଏମିତି ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । 

 

ଦୁନିଆରେ ଏଭଳି ଘଟଣା ବହୁତ ପରିମାଣରେ ଘଟି ସମାଜକୁ କଳୁଷିତ କରୁଛନ୍ତି । କାରଣ ଆଜିକାଲି ହେଉଛି ଘରେ ଘରେ ଫୋନ୍ ସେଥି ପାଇଁ ପ୍ରାୟତ ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହୋଇ ଯାଇଥାଏ । କିଛି ଭିଡିଓ ମଧ୍ଯ ଏଭଳି ଥାଏ ଯାହାକି ଆମକୁ ଆଶ୍ଚର୍ଯ୍ୟ ଚକିତ କରି ପକାଏ । ଆମେ ଏବେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ । ତେବେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଯେଉଁ ଏକ ଲଜ୍ୟାଜନକ ଘଟଣା ଭାଇରାଲ ହେବାରେ ଲାଗିଛି । 

 

ସେହି ଭିଡ଼ିଓକୁ ଟିକେ ଭଲ ଭାବରେ ଦେଖିଲେ ଜାଣିବେ କିଭଳି ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀ ସହ ମିଠା ଗପ ଗପୁଛନ୍ତି । ତାହା ପୁଣି ଯୁବତୀ ଜଣକ ସ୍କୁଟି ଉପରେ ବସିଥିବା ବେଳେ ସେହି ବୃଦ୍ଧ ବ୍ୟକ୍ତି ଜଣକ ତଳେ ଛିଡ଼ା ହୋଇଛନ୍ତି । ବୃଦ୍ଧ ବ୍ୟକ୍ତି ଜଣକ ମଧ୍ୟ ଯୁବତୀ ଜଣକ ହାତକୁ ଧରିଛନ୍ତି । ତାଙ୍କ ଆବଭାବରୁ ଲାଗୁଥାଏ କି ଉଭୟ ବୋଧ ହୁଏ ଲୁଚି ଛପି କଥା ହେଉଛନ୍ତି । କାରଣ ଉଭୟ ଏପଟ ସେପଟ ମଧ୍ୟ ଅନାଉଛନ୍ତି । ତାଙ୍କୁ ଡର ଅଛି କି ସେମାନେ ଏଭଳି କଥା ହେଉଥିବାର କାଳେ କିଏ ଦେଖିନବ ସେଥିପାଇଁ ଦୁହେଁ ଡରି ଡରି କଥା ହେଉଛନ୍ତି । 

 

ତାଙ୍କୁ ଦେଖିବା ପରେ ଏଭଳି ଲାଗୁଛି କି କେବଳ ବର୍ତ୍ତମାନ୍ ଯୁବ ପିଢ଼ି ନୁହେଁ ବରଂ ଏବେ ପ୍ରାୟ ସମସ୍ତ ଲୋକମାନେ କୁମାର୍ଗ କୁ ଯିବାକୁ ଲାଗିଲାଣି । ଯାହାକି ଆମ ପାଇଁ ନିଶ୍ଚିତ ଭାବରେ ଏକ ଲଜ୍ୟାଜନକ ଘଟଣା ଅଟେ । ନିଜ ପରିବାର ଥାଇ ଅନ୍ୟ ଏକ ଯୁବତୀ ସହ ସମ୍ପର୍କ ରଖିବା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ ଘଟଣା ଅଟେ । ବୃଦ୍ଧ ଜଣକ ମଧ୍ଯ ଯୁବତୀ ଜଣକ ଆଣ୍ଠେଇକି ପ୍ରପୋଜ ମଧ୍ଯ କରୁଛନ୍ତି । ଏବେ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ମଧ୍ଯ ଲାଗିଛି । ଲୋକମାନେ ମଧ୍ୟ ଏହାର ଅନେକ ମଜାକ୍ ଉଡାଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *